Latest Odisha News

BREAKING NEWS

Browsing Tag

BSE Odisha

ସରିଛି ମାଟ୍ରିକ ମୂଲ୍ୟାୟନ, କେବେ ପ୍ରକାଶ ପାଇବ ଫଳ ?

କଟକ: ମାଟ୍ରିକ ଖାତା ଦେଖା ସରିଥିବା ବେଳେ ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶନ ନେଇ ପ୍ରକ୍ରିୟା ଜାରି ରହିଛି । ଖୁବଶୀଘ୍ର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ ପାଇଁ ପ୍ରୟାସ କରାଯାଉଥିବା କହିଛନ୍ତି ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି । ପ୍ରେମସିଟରେ ବୋର୍ଡ ଉପସଭାପତି କହିଛନ୍ତି, ୪୫ ଦିନ…

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ, ପାସ୍ ହାର ୯୦.୫୫%

କଟକ: କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଆନୁଷ୍ଠାନିକ ଭାବେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ପାସ୍ ହାର ୯୦.୫୫%…

ଆଜିଠୁ ମାଟ୍ରିକ ଅଫଲାଇନ୍ ପରୀକ୍ଷାର ଖାତାଦେଖା

କଟକ: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ଅଫଲାଇନ ମୂଲ୍ୟାୟନ । ୭ଟି ଜିଲାର ୯ଟି କେନ୍ଦ୍ରରେ ଖାତା ଦେଖା ଯାଉଛି । କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଏଥିରେ ନିୟୋଜିତ ଅଛନ୍ତି ୧୫୦୦ ଶିକ୍ଷକ ଶିକ୍ଷୟିତ୍ରୀ । ଗତକାଲି…

ସିବିଏସଇ ଢାଞ୍ଚାରେ ଓଡ଼ିଶାରେ ନବମ ଓ ଦଶମ ପରୀକ୍ଷା, ଆସିଲା ନୂଆ ସର୍କୁଲାର

ଭୁବନେଶ୍ୱର: ସିବିଏସଇ ଢାଞ୍ଚାରେ ଓଡ଼ିଶାରେ ହେବ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ ପରୀକ୍ଷା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷରେ ଦୁଇଟି ଟର୍ମରେ ପରୀକ୍ଷା ହେବ । ସେହିପରି ନବମ ଶ୍ରେଣୀ ପରୀକ୍ଷା ପାଇଁ ବି ନୂଆ ସର୍କୁରାଲ ଜାରି ହୋଇଛି । ମାଧ୍ୟମିକ…

ମାଟ୍ରିକ ରେଜଲ୍ଟରେ ଅସନ୍ତୋଷ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ କେବଳ ଅଫଲାଇନ୍ ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ…

କଟକ: ରାଜ୍ୟରେ କରୋନା ଯୋଗୁ ମାଟ୍ରିକ ପରୀକ୍ଷା ବାତିଲ ହେଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅସନ୍ତୋଷର ନିଆଁ ଜଳିଛି । ଛାତ୍ରଛାତ୍ରୀ ଓ ଅଭିଭାବକ ରେଜଲ୍ଟକୁ ନେଇ ନାଖୁସ୍ । ଗତକାଲି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପରେ ଆଜି ପ୍ରେସମିଟର…

ଚଳିତବର୍ଷ ରାଜ୍ୟରେ ହେବନି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ । କରୋନା ଯୋଗୁ ଏବର୍ଷ ପରୀକ୍ଷା ହୋଇ ନାହିଁ । ବିକଳ୍ପ ମୂଲ୍ୟାନ ପଦ୍ଧତିରେ ରେଜଲ୍ଟ ପ୍ରକାଶ ପାଇଛି । ଏହାପରେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସୂଚନା…

ଦଶମ ବୋର୍ଡ ରେଜଲ୍ଟ ପ୍ରକ୍ରିୟା: ଟେଷ୍ଟ ପରୀକ୍ଷା ଓ ନବମ ବାର୍ଷିକ ପରୀକ୍ଷା ନମ୍ବର ମାଗିଲେ ବିଏସଇ କର୍ତ୍ତୃପକ୍ଷ

ଭୁବନେଶ୍ୱର: କରୋନା ପାଇଁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଛନ୍ତି ସରକାର । ପରୀକ୍ଷଫଳ ପ୍ରକାଶ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ଏଥିପାଇଁ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ବିବରଣୀ ମାଗିଲେ ଜିଲ୍ଲା ଶିକ୍ଷା…

ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖରୁ ଫର୍ମ ପୂରଣ, କେବଳ ଅନଲାଇନ୍

କଟକ: ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଅନଲାଇନ ମାଧ୍ୟମରେ ହେବ ପୁରା ପ୍ରକ୍ରିୟା । ଏନେଇ ମାଧ୍ୟମିକ ଶିକ୍ଷା ପରିଶଦ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବିନା ଜରିମାନା ସହ ଜାନୁଆରୀ ୨୮ ମଧ୍ୟରାତ୍ରି ସୁଦ୍ଧା ଫର୍ମ ପୂରଣ କରି ପାରିବେ…

ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତି

ଭୁବନେଶ୍ୱର: ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ…