Latest Odisha News

BREAKING NEWS

Browsing Tag

Bus service

ସୋମବାରରୁ ସ୍ବାଭାବିକ ହେବ ବସ୍ ଚଳାଚଳ

ଭୁବନେଶ୍ବର : ଆସନ୍ତା ସୋମବାରରୁ ରାଜ୍ୟରେ ସ୍ବାଭାବିକ ହେବ ବସ ଚଳାଚଳ । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । ଘରୋଇ ବସ୍ ମାଲିକ ସଂଘ ସହ ସରକାରଙ୍କ ଆଲୋଚନା ସଫଳ ହୋଇଛି । ସଂଘର ଦାବି ଉପରେ ସରକାର ଶୀଘ୍ର…

ରାଜ୍ୟର ୨୦ ଜିଲ୍ଲାରେ ବସ୍ ଚଳାଚଳ ନେଇ କଣ କହିଲେ ପରିବହନ ମନ୍ତ୍ରୀ ?

ଭୁବନେଶ୍ୱର: ରାଜ୍ୟରେ ପାଖାପାଖି ଦୁଇ ମାସ ପରେ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ସରକାର । କିନ୍ତୁ କେବଳ କାଟାଗୋରୀ-ଇରେ ଥିବା ୨୦ ଜିଲ୍ଲାରେ ବସ୍ ଗଡ଼ିବ । ପରିବହନ ମନ୍ତ୍ରୀ କହିଛନ୍ତି , ବସ୍ ଚଳାଚଳ ନେଇ ଆଜି ଆସିବ ଗାଇଡଲାଇନ୍ । ପରିବହନ ବିଭାଗ ପକ୍ଷରୁ ଆରଟିଓ ଏବଂ ବସ୍ ମାଲିକ…

ସପ୍ତାହନ୍ତ ସଟଡାଉନରେ ବନ୍ଦ ରହିବ ‘ମୋ ବସ୍’, ରେଲୱେ ଓ ବିମାନବନ୍ଦରରୁ ମିଳିବ ସେବା

ଭୁବନେଶ୍ୱର: ଆସନ୍ତାକାଲି ଶନିବାର ଓ ରବିବାର ୨ ଦିନ ଲାଗି ରାଜ୍ୟ ସରକାର ସପ୍ତାହନ୍ତ ସଟଡାଉନ୍ ଲାଗୁ କରିଛନ୍ତି । ଫଳରେ ଆଜି ରାତିରୁ ନାଇଟ୍ କର୍ଫ୍ୟୁ ସହ କଟକଣା ସୋମବାର ସକାଳ ଯାଏ ବଳବତ୍ତର ରହିବ । ଏହି ସମୟରେ ‘ମୋ ବସ୍’ ସେବା ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି କ୍ରୁଟ୍ କର୍ତ୍ତୃପକ୍ଷ ।…