Latest Odisha News
Browsing Tag

By-poll

ୱାୟନାଡ଼ରୁ ନିର୍ବାଚନ ଲଢ଼ି ପାରନ୍ତି ପ୍ରିୟଙ୍କା ଗାନ୍ଧୀ, ରାହୁଲ ବଦଳାଇଲେ ରଣନୀତି

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ବିନା କଂଗ୍ରେସର କଣ ହେବ ? ୱାୟନାଡ଼ରୁ କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପରେ ଏବେ ଭାଳେଣି ପଡ଼ିଛି । କିଏ ଲଢ଼ିବ ୱାୟନାଡ଼ରୁ ଉପନିର୍ବାଚନ ? କାରଣ ସାଂସଦ ଭାବେ ଅଯୋଗ୍ୟ ହେବା ପରେ ରାହୁଲ୍ ଆଗାମୀ ୮ ବର୍ଷ ଯାଏ ନିର୍ବାଚନ…

ଝାରସୁଗୁଡାରୁ କିଏ ହେବ ବିଜେଡି ପ୍ରାର୍ଥୀ ଦୀପାଳି ନା ଚାର୍ଭି ?

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାବେଳେ ବିଜେଡି ଟିକେଟ କିଏ ନେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ରାଜନୈତିକ ଲଢେଇ ତୀଵ୍ରରୁ ତୀବ୍ରତର ହେବାରେ ଲାଗିଛି। ସେହିପରି ସମାନ୍ତରାଳ ଭାବେ ବିଜେଡି ଟିକେଟ ପାଇଁ ପ୍ରମୁଖ…

ବିଜେଡିର ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା, କିଏ ମଲା କିଏ ଗଲା କିଛି ଯାଏ ଆସେନି: ସୁବାସ ପାଣିଗ୍ରାହୀ

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ କିଭଳି ଜିତିବ ତାହା ଦେଖେ । କିଏ ମରିଗଲା, କିଏ ହଜିଗଲା ତାଙ୍କର ଦଳର ଲୋକ, କିଏ ବିଧାୟକ ସେମାନେ କିଛି ଦେଖୁ ନାହାଁନ୍ତି । ସେମାନେ ଦେଖୁଛନ୍ତି କିଏ ମରିଗଲା, ସେଠି ନିର୍ବାଚନ କରି କିଭଳି ଜିତିବେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ…

ମତଦାନ ପାଇଁ ପ୍ରସ୍ତୁତ ଧାମନଗର, ସକାଳ ୭ଟାରୁ ୨୫୨ ବୁଥରେ ପଡ଼ିବ ଭୋଟ୍

ଭଦ୍ରକ: ରାତି ପାହିଲେ ଭୋଟ୍ ଦେବେ ଧାମନଗରବାସୀ । ବାଛିବେ ସେମାନଙ୍କ ମନପସନ୍ଦର ନେତା । କଡ଼ା ସୁରକ୍ଷା ବଳୟ ଭିତରେ ଗୁରୁବାର ଧାମନଗର ଉପନିର୍ବାଚନ ପାଇଁ ମତ ଗ୍ରହଣ କରାଯିବ । ସବୁ ବୁଥରେ ସନ୍ଧ୍ୟା ସୁଦ୍ଧା ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି । ୧୦୦୮ ଜଣ ପୋଲିଂ ଅଫିସର ମୁତୟନ କରାଯାଇଥିବା…

ନବୀନଙ୍କ ମହିଳା କାର୍ଡକୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ କାଉଣ୍ଟର !

ଭୁବନେଶ୍ୱର: ଧାମନଗରରେ ପ୍ରଚାର ଜମିବ । ବିଜେଡିକୁ ଗୋଡ଼େ ଗୋଡ଼େ ଜଗିବ ବିଜେପି । ନାମାଙ୍କନ ସରିନି କି ପ୍ରଚାର ଆରମ୍ଭ ହୋଇନି । କିନ୍ତୁ ଧାମନଗର ଉପନିର୍ବାଚନକୁ ନେଇ ଆରମ୍ଭ ହେଲାଣି କାଉଣ୍ଟର ରାଜନୀତି । ବୁଧବାର ବିଜେଡି ମହିଳା କାର୍ଡ ଖେଳି ଅବନ୍ତୀ ଦାସଙ୍କୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ…

ବିଜେପୁର ଉପନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର, ସରଗରମ ରାଜନୀତି

ଭୁବନେଶ୍ୱର: ଆଗାମୀ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଜେପୁର ଉପ ନିର୍ବାଚନ ଲାଗି ଶନିବାର ଦିନ ନିର୍ବାଚନ ପ୍ରଚାର ଶେଷ ହେଉଛି । ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ବିଜେପୁରରେ ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରଚାର ସମାପ୍ତ ହେବ…

ବିଜେପୁର ଉପ ନିର୍ବାଚନ: ସନତ ଗଡତିଆ ହେଲେ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ଲାଗି ରବିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ସନତ ଗଡତିଆଙ୍କୁ ପ୍ରାର୍ଥୀ କରାଯାଇଛି । ଚଳିତ ୨୦୧୯ ନିର୍ବାଚନରେ ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ…

ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପଶ୍ଚିମ ଓଡିଶା ଲାଗି ଅପମାନ ସଦୃଶ: ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଆସନ ଛାଡିବା ନିଷ୍ପତ୍ତିକୁ ସୋମବାର ଦିନ ବିଜେପି ସମାଲୋଚନା କରିଛି । ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି, “ବିପୁଳ ଭୋଟରେ ଜିତିଥିବା ବିଜେପୁର ଆସନକୁ ମୁଖ୍ୟମନ୍ତ୍ରୀ…