Latest Odisha News

BREAKING NEWS

Browsing Tag

CDMO

[ଦେଖନ୍ତୁ ଭିଡିଓ] ଅନିୟମିତତା ଧରିଲେ ବୋଲି ଯାଜପୁର CDMOଙ୍କୁ କଳାହାଣ୍ଡିକୁ ବଦଳି !

ଯାଜପୁର: ସରକାର ସ୍ୱଚ୍ଛତା କଥା କହୁଛନ୍ତି । ବିଭିନ୍ନ ବିଭାଗରେ ସ୍ୱଚ୍ଛତା ପାଇଁ 5T ଲାଗୁ ହୋଇଛି । କିନ୍ତୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମୁଖିଆ ଅନିୟମିତତାକୁ ଧରିବା ପରେ ଉପାନ୍ତକୁ ବଦଳି ହୋଇଛନ୍ତି । ଯାହାକୁ ନେଇ ଯାଜପୁର ଜିଲ୍ଲାରେ ପ୍ରକାଶ ପାଇଛି ଅସନ୍ତୋଷ । ଯାଜପୁର ଜିଲ୍ଲା ମୁଖ୍ୟ…

କଟକ କ୍ୟାନ୍‌ସର ହସ୍ପିଟାଲରେ ଆଉ ୬ କରୋନା ପଜିଟିଭ

କଟକ: କ୍ୟାନ୍ସର ହସ୍ପିଟାଲରୁ ପୁଣି ବାହାରିଲେ ପଜିଟିଭ । କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରୁ ଆଉ ୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସିଡିଏମ୍‌ଓ ସୂଚନା ଦେଇଛନ୍ତି । ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନ୍ସର ରୋଗୀ, ଜଣେ ଆଟେଣ୍ଡାଣ୍ଟ ଅଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ ଆହାର…

ଆଉଜଣେ ଡାକ୍ତର, ନର୍ସ କରୋନା ପଜିଟିଭ୍ ଚିହ୍ନଟ !

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉଭୟ ଡାକ୍ତର ଓ ନର୍ସ ଚିକିତ୍ସାଳୟରେ ସର୍ଜରୀ ୱାର୍ଡ଼ରେ କାର୍ଯ୍ୟ କରୁଥିଲେ । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନାନୁଯାୟୀ, ସର୍ଜରୀ…

ପୁନଃ ଅବସ୍ଥାପିତ ହେଲେ ନିଲମ୍ବିତ ସୁନ୍ଦରଗଡ ସିଡିଏମଓ

ଭୁବନେଶ୍ୱର: ସୁନ୍ଦରଗଡର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡ. ପଙ୍କଜ ପଟେଲ ଗତ ଅକ୍ଟୋବର ୧୩ ତାରିଖରେ ନିଲମ୍ବିତ ହୋଇଥିବା ବେଳେ ଶୁକ୍ରବାର ଦିନ ତାଙ୍କୁ କାର୍ଯ୍ୟରେ ପୁନଃ ଅବସ୍ଥାପିତ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ଅଧିସୂଚନା…

ସୁନ୍ଦରଗଡରେ ‘୫ଟି’ ସଚିବ ପାଣ୍ଡିଆନ୍; କାର୍ଯ୍ୟରେ ଅବହେଳା ନେଇ ସିଡିଏମଓ ନିଲମ୍ବିତ ଓ ଜିଲ୍ଲାପାଳଙ୍କୁ ନୋଟିସ୍

ସୁନ୍ଦରଗଡ: କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ଓଡିଶା ସରକାର ରବିବାର ଦିନ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ (ସିଡିଏମଓ) ପଙ୍କଜ ପଟେଲଙ୍କୁ ନିଲମ୍ବିତ କରିଛନ୍ତି। ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ “ମୋ ସରକାର” କାର୍ଯ୍ୟକାରିତାରେ…

ବାତ୍ୟା ‘ଫନି’ ବେଳେ କର୍ତ୍ତବ୍ୟରେ ଅବହେଳା କରି ନିଲମ୍ବିତ ହେଲେ ପୁରୀର ୪ ଡାକ୍ତର

ଭୁବନେଶ୍ୱର : ବାତ୍ୟା ‘ଫୋନି’ ବେଳେ କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ରାଜ୍ୟ ସରକାର ଶନିବାର ଦିନ ପୁରୀ ଜିଲ୍ଲାର ୪ ଜଣ ଡାକ୍ତରଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ହୋଇଥିବା ୪ ଜଣ ଡାକ୍ତର ହେଲେ- ଚିଲିକା-ନୂଆପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ୨ ଜଣ ଡାକ୍ତର…