Latest Odisha News

BREAKING NEWS

Browsing Tag

Chennai Super Kings

IPL ଫାଇନାଲରେ କେବେ ହାରିନି କେକେଆର୍, ଚେନ୍ନାଇ ପାଇଁ ଚ୍ୟାଲେଞ୍ଜ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଇପିଏଲ୍ ଫାଇନାଲ୍ ଚୂଡ଼ାନ୍ତ ହୋଇଛି । ଆସନ୍ତାକାଲି ଟ୍ରଫି ପାଇଁ ଲଢ଼ିବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ । ୩ ଥର ଚାମ୍ପିଅନ୍ ବନାମ ୨ ଥର ଚାମ୍ପିଅନ୍ ମଧ୍ୟରେ କଡ଼ା ମୁକାବିଲା ହେବ । କୋଲକାତା ବିପକ୍ଷରେ ଫାଇନାଲ୍ ମୁକାବିଲା…

ଆଇପିଏଲ୍ ମହାସମର: ମୁମ୍ୱାଇକୁ ହରାଇଲା ଚେନ୍ନାଇ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦ୍ୱିତୀୟ ପର୍ୟ୍ୟାୟ ଆଇପିଏଲର ପ୍ରଥମ ମ୍ୟାଚରେ ମୁମ୍ୱାଇ ଇଣ୍ଡିଆନ୍ସକୁ ହରାଇଲା ଚେନ୍ନାଇ ସୁପରକିଙ୍ଗସ୍ । ୨୦ ରନରେ ବିଜୟୀ ହୋଇଛି ଟିମ୍ ଧୋନି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୬ ଓ୍ୱିକେଟ ହରାଇ ୧୫୬ ରନ୍ କରିଥିଲା । ୧୫୭ ରନ୍ ବିଜୟ…

ଆଜିଠୁ ୟୁଏଇରେ IPL: ମୁହାଁମୁହିଁ ହେବେ ଧୋନି-ରୋହିତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିଟେକର ମହାସମର ଆଇପିଏଲର ଦ୍ୱିତୀୟ ରାଉଣ୍ଡ । କରୋନା ସଂକ୍ରମଣ ପାଇଁ ସ୍ଥଗିତ ଥିବା ମ୍ୟାଚ୍ ଆଜିଠାରୁ ୟୁଏଇରେ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଧୋନି ଓ ରୋହିତ ଶର୍ମା । ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ…

ଚେନ୍ନାଇର IPL ପ୍ଲେ ଅଫ୍ ଆଶା ଧୂଳିସାତ ପରେ ସାକ୍ଷୀ ଧୋନୀଙ୍କ ଇମୋସନାଲ୍ ପୋଷ୍ଟ

ନୂଆଦିଲ୍ଲୀ: ଆଇପିଏଲ୍ ପ୍ଲେ ଅଫ ରେସରୁ ଚେନ୍ନାଇ ସୁପରକିଙ୍ଗସ ବାଦ ପଡ଼ିଲା ଲକ୍ଷ ଲକ୍ଷ ଫ୍ୟାନଙ୍କ ଦିଲ ଭାଙ୍ଗି ଯାଇଛି । କ୍ୟାପଟେନ୍ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ବି ଚେନ୍ନାଇର ପ୍ରଦର୍ଶନକୁ ନେଇ ଚିନ୍ତିତ । କାରଣ ଆଇପିଏଲ୍ ଇତିହାସରେ ଏମିତି କେବେ ହୋଇ ନଥିଲା । ଏହାପରେ ସୋସିଆଲ୍…

ନିଜ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଜର୍ସିକୁ ଉପହାରରେ ଦେଲେ କ୍ୟାପଟେନ କୁଲ

ୟୁଏଇ: ଚାଲିଛି ଇଣ୍ଡିଆନ ପ୍ରିମିୟର ଲିଗ । ଗତକାଲିର ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ ସରିବା ପରେ ଗୋଟିଏ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ତଥା କ୍ୟାପଟେନ କୁଲ ଏମଏସ ଧୋନି ନିଜ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଜର୍ସିକୁ…

ଧୋନିଙ୍କ ଆଗରେ ଅଗ୍ନି ପରୀକ୍ଷା, ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଜିତିବାକୁ ହେବ

ଦୁବାଇ: ଆଇପିଏଲରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ । ଆଜିର ମ୍ୟାଚ ଚେନ୍ନାଇ ପାଇଁ ବେଶ ଗୁରୁତ୍ୱ ରଖୁଛି । ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇକୁ ବିଜୟ ସହ କମବ୍ୟାକ୍ କରିବାକୁ ହେବ । ସିରିଜରେ ରହିବାକୁ ହେଲେ ଆଜିର ମ୍ୟାଚକୁ ବଡ଼ ବ୍ୟବଧାନରେ…

ଆଇପିଏଲ୍ ପାଇଁ ୟୁଏଇ ଅଭିମୁଖେ ଚେନ୍ନାଇ ସୁପରକିଙ୍ଗସ୍ ଟିମ୍‌

ଚେନ୍ନାଇ: ମହେନ୍ଦ୍ର ସିଂ ନେତୃତ୍ୱଧୀନ ଚେନ୍ନାଇ ସୁପରକିଙ୍ଗସ୍ ଟିମ୍ ଆଇପିଏଲ୍ ୨୦୨୦ ପାଇଁ ୟୁଏଇ ଅଭିମୁଖେ ଯାତ୍ରା କରିଛି । ଯାତ୍ରା ପୂର୍ବରୁ କ୍ୟାପଟେନ ଝୋନି, ଷ୍ଟାର ପ୍ଲେୟାର ସୁରେଶ ରୈନା, ରବୀନ୍ଦ୍ର ଜାଡେଜା ଓ ଅନ୍ୟମାନେ ଫଟୋ ଚେନ୍ନାଇ ସୁପରକିଙ୍ଗସ୍‌ର ଅଫିସିଆଲ ଟ୍ୱିଟରରେ ପୋଷ୍ଟ…

ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌, ଚେନ୍ନାଇ ଟ୍ରେନିଂ କ୍ୟାମ୍ପରେ କରିବେ ଯୋଗଦାନ

ରାଞ୍ଚି: ଧୋନି ଫ୍ୟାନଙ୍କ ପାଇଁ ଖୁସି ଖବର । ରାଞ୍ଚି ରକର୍ସ ଏମ ଏସ୍ ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଆସନ୍ତା ୧୪ ତାରିଖରୁ ଆଇପିଏଲ-୧୩ ପାଇଁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଥିବା ଚେନ୍ନାଇ ସୁପରକିଙ୍ଗସ୍‌ର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବେ । ଗତ ଦେଢ ବର୍ଷ ହେଲା…