Latest Odisha News

BREAKING NEWS

Browsing Tag

Chennai

ଦୁର୍ଘଟଣା ପରେ ଭଦ୍ରକରୁ ୨୫୦ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଗଲା ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ଭଦ୍ରକ ଷ୍ଟେସନରୁ ୨୫୦ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଯାଇଛି ସ୍ୱତନ୍ତ୍ର ଟ୍ରେନ୍ । ଶୁକ୍ରବାର ବାଲେଶ୍ୱର ବାହାନଗାରେ ଏକକାଳୀନ ୩ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଫସି ରହିଥିବା ଯାତ୍ରୀଙ୍କୁ ନେଇ…

ଧୋନୀ ଛାଡିଲେ ଅଧିନାୟକ ପଦ, ଚେନ୍ନାଇର ମଙ୍ଗ ସମ୍ଭାଳିବେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଫଟାଫଟ୍ କ୍ରିକେଟ୍ ଲିଗ୍ ଆଇପିଏଲ୍‌କୁ ନେଇ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ଖବର । ଏହି ଧାରାରେ ଚେନ୍ନାଇ ସୁପର୍ କିଙ୍ଗସ୍ ଦଳର ଅଧିନାୟକତ୍ୱ ପଦ ଛାଡିଲେ ମିଷ୍ଟର୍ କୁଲ୍ ମହେନ୍ଦ୍ର ସିଂ ଧୋନୀ । ୨୦୨୨ ସଂସ୍କରଣରେ ଆସନ୍ତା ଶନିବାର ଚେନ୍ନାଇ ସୁପର୍…

ଚେନ୍ନାଇରେ ପ୍ରବଳ ବର୍ଷା; ଜନଜୀବନ ଅସ୍ତବ୍ୟସ୍ତ

ଚେନ୍ନାଇ: ଶନିବାର ରାତିରୁ ଚେନ୍ନାଇରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ଏହାର ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏପରି ହଠାତ୍ ପରିସ୍ଥିତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶନିବାର ରାତି ୧୦ ଟାରୁ ବଜ୍ରପାତ ସହିତ ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ…

୩୦୦ ଓ୍ବିକେଟ୍ କ୍ଲବ୍‌ରେ ଇଶାନ୍ତ ଶର୍ମା: ତୃତୀୟ ଭାରତୀୟ ଦୃତ ବୋଲର ଭାବେ ହାସଲ କଲେ ଏହି ରେକର୍ଡ

ଚେନ୍ନାଇ: ଭାରତୀୟ ଦୃତ ବୋଲର ଇଶାନ୍ତ ଶର୍ମା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ବିତୀୟ ଇନିଂସରେ ଓ୍ବିକେଟ୍‌ ନେବା ପରେ ଏକ ଖାସ ରେକର୍ଡ ନିଜ ନାମରେ କରିନେଇଛନ୍ତି । ଇଂଲଣ୍ଡର ଡେନ୍‌ ଲୋରିସ୍‌ଙ୍କ ଏଲବିଡବ୍ଲ୍ୟୁ କରିବା ପରେ ୩୨ ବର୍ଷୀୟ ଇଶାନ୍ତ ଶର୍ମା ନିଜ ଟେଷ୍ଟ କ୍ୟାରିୟରର ୩୦୦…

ଭିନ୍ନ ଅନୁଭୂତି ସାଉଁଟିବା ପାଇଁ ସମୁଦ୍ର ଭିତରେ ବିବାହ କଲେ ଦମ୍ପତି

ଚେନ୍ନାଇ: ସାରା ସମୁଦ୍ର ଥିଲା ତାଙ୍କ ବିବାହ ମଣ୍ଡପ ଓ ଜଳଜୀବମାନେ ବରଯାତ୍ରୀ । ଭିନ୍ନ ଏକ ପରିବେଶରେ ବିବାହ କରିବା ନିଷ୍ପତ୍ତି ନେଇ ଚେନ୍ନାଇ ନୀଲନକରାଇରେ ସମୁଦ୍ର ପତନରୁ ୬୦ ଫୁଟ ତଳକୁ ଯାଇ ବିବାହ କରିଛନ୍ତି ଏକ ଦମ୍ପତିି । ଏହି ଦମ୍ପତି ହେଲେ ତିରୁଭନାମଲାଇର ଚିନ୍ନାଦୁରାଇ ଓ…

ଗ୍ଲାଇଡର ବିମାନ ଦୁର୍ଘଟଣାଗ୍ରସ୍ତ, ୨ ନୌସେନା ଅଧିକାରୀ ମୃତ

କୋଚ୍ଚି: କେରଳର କୋଚ୍ଚି ଠାରେ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ଏଥିରେ ଦୁଇ ନୌସେନା ଅଧିକାରୀ ପ୍ରାଣ ହରାଇଛନ୍ତି । ମୃତକ ଦୁଇ ଜଣ ହେଲେ ଲେଫ୍ଟନାଂଟ ରାଜୀବ ଝା ଓ ସୁନିଲ କୁମାର । ରବିବାର ସକାଳୁ ଗ୍ଲାଇଡର ନିୟନ୍ତ୍ରଣ ହରାଇ ସ୍ଥାନୀୟ ଥୋପୁପାଡି ପୋଲ ନିକଟରେ ଖସି ପଡିଥିଲା । ରୁଟିନ୍…

ଚୋର ଫେରାଇଦେଲା ଚୋରି କରିଥିବା ବାଇକ୍‌

ଚେନ୍ନାଇ: ଚୋରି ହୋଇଥିବା ଜିନିଷ ଫେରି ଆସିଛି । ଚୋର ଫେରାଇ ଦେଇଛି ଚୋରି କରିଥିବା ଜିନିଷ । ପାର୍ସଲରେ ଆସିଛି ଚୋରି ହୋଇଯାଇଥିବା ବାଇକ୍ । ଏହି ପାର୍ସଲକୁ ଖୋଦ୍ ଚୋରି କରିଥିବା ସ୍ୱାଭିମାନୀ ଚୋର ପଠାଇଛି । ଗାଡି ମାଲିକଙ୍କୁ ମିଳିଛି ତାଙ୍କ ଚୋରା ଗାଡି । ଏଭଳି ଘଟଣା ଘଟିଛି ତାମିଲନାଡୁର…

ବନ୍ଦ ହେବ ମଦ ଦୋକାନ; ଅନଲାଇନ, ହୋମ୍ ଡେଲିଭରି ବିକ୍ରି ଲାଗି ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ: ତାମିଲନାଡୁରେ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଲକ୍‌ଡାଉନ ସମୟରେ ରାଜ୍ୟରେ ସମସ୍ତ ମଦଦୋକାନ ବନ୍ଦ କରିବା ସହିତ ହୋମ୍ ଡେଲିଭରି କିମ୍ବା ଅନଲାଇନ୍ ମାଧ୍ୟମରେ ମଦ ବିକ୍ରି ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସୁପ୍ରିମକୋର୍ଟ…

୨୫ ତାମିଲ୍ ଟିଭି ଚ୍ୟାନେଲ୍ ସାମ୍ବାଦିକ କରୋନା ପଜିଟିଭ୍ ଚିହ୍ନଟ !

ଚେନ୍ନାଇ: ତାମିଲ୍ ଟେଲିଭିଜନ୍ ଚ୍ୟାନେଲରେ କାର୍ଯ୍ୟ କରୁଥିବା ୨୫ ଜଣ ବ୍ୟକ୍ତି କୋଭିଡ଼-୧୯ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏବେ ଦେଶରେ ବ୍ୟାପୀ ଚାଲିଥିବା କରୋନା ଭୂତାଣୁ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ସାମ୍ବାଦିକମାନେ ବାହାରେ ଦିନ ରାତି କଠୋର ପରିଶ୍ରମ କରୁଛନ୍ତି । ସାମ୍ବାଦିକ…