Latest Odisha News

BREAKING NEWS

Browsing Tag

CM Naveen Patnaik

ନିଟ୍ ଟପ୍ପର ସୋଏବଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିଟ୍ ଟପ୍ପର ସୋଏବ ଆଫତାବଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋଏବଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ୍ ଯୋଗେ କଥା ହୋଇଛନ୍ତି । ସୋଏବଙ୍କ ଚମତ୍କାର ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇଛନ୍ତି । ପୁରୀରେ ABADHA ଯୋଜନା ଅଧୀନରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟ ବ୍ୟତୀତ ଜଗନ୍ନାଥ ମନ୍ଦିର ଚାରିପାଖରେ ଚାଲିଥିବା ଐତିହ୍ୟ ପ୍ରକଳ୍ପ ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅଗ୍ରଗତି  ସମୀକ୍ଷା କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ…

ଆଗରୁ କେତେଥର ମୁଖ୍ୟମନ୍ତ୍ରୀ ପାଳିନାହାଁନ୍ତି ଜନ୍ମଦିନ? ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଥର ନିଜର ଜନ୍ମଦିନ ପାଳିବେନି ବୋଲି ଗୁରୁବାର ଦିନ ଘୋଷଣା କରିଛନ୍ତି । କରୋନା ମହାମାରୀ ଯୋଗୁଁ ସାରା ଦେଶବାସୀ ପ୍ରଭାବିତ ହେଉଛନ୍ତି । ଏଥିରୁ ଓଡିଶାବାସୀ ମଧ୍ୟ ବାଦ୍ ପଡିନାହାଁନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ…

କେତେ ସମୟ ଉଡିଥିଲେ ମୁଖ୍ୟମନ୍ତ୍ରୀ? ସ୍ପଷ୍ଟୀକରଣ ରଖିଲେ ସରକାର

ଭୁବନେଶ୍ୱର: ବନ୍ୟାଂଚଳ ପରିଦର୍ଶନ ସମୟରେ କେତେ ସମୟ ହେଲିକପ୍ଟରରେ ଉଡିଥିଲେ ମୁଖ୍ୟମନ୍ତ୍ରୀ । ଏ ସଂକ୍ରାନ୍ତରେ ପ୍ରସାରିତ ହୋଇଥିବା ଖବର ସଂକ୍ରାନ୍ତରେ ସ୍ପଷ୍ଟୀକରଣ ରଖିଛନ୍ତି ସରକାର । ଏଥିରେ କୁହାଯାଇଛି, ପ୍ରମୁଖ ଗଣମଧ୍ୟମ ପକ୍ଷରୁ ହୋଇଥିବା ଖବର ପ୍ରସାରଣ ସମ୍ପୂର୍ଣ୍ଣ ମିଛ। ୩୧ ଅଗଷ୍ଟ…

ମିଶନ ୨୫୦୦୦!!

ଭୁବନେଶ୍ୱର: ମୋ ସ୍କୁଲ ଅଭିଯାନର ୧୭ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫ଟି ଜିଲ୍ଲାରେ ୩,୧୪,୨୪,୫୬୮ ଟଙ୍କା ମୂଲ୍ୟ ବିନିମୟରେ ୨୩୬ଟି ସ୍କୁଲ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏକ ଭର୍ଚୁଆଲ୍ ମୋଡରେ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ…

‘ସୁଜଳ’ ଯୋଜନାର ଶୁଭାରମ୍ଭ, ଉପକୃତ ହେବେ ୧୫ ଲକ୍ଷ ଲୋକ

ଭୁବନେଶ୍ୱର: ରାଜ୍ୟରେ ଡ୍ରିଙ୍କ ଫର୍ମ ଟ୍ୟପ୍ ବା ‘ସୁଜଳ’ ମିଶନର ଶୁଭାରମ୍ଭ ହୋଇଛି । ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଟ୍ୟାପ୍ ଯୋଗେ ସହର ଓ ବସ୍ତି ବାସିନ୍ଦାମାନେ ସୁବିଧାରେ ବିଶୁଦ୍ଧ ପାଣି ପାଇପାରିବେ।…

ମହାରଥୀଙ୍କ ପାଇଁ ବିଧାନସଭାରେ ଶୋକପ୍ରସ୍ତାବ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ ବିଧାନସଭାରେ ଆଗତ ହେଲା ଶୋକପ୍ରସ୍ତାବ । ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକପ୍ରସ୍ତାବ ଆଣିଛନ୍ତି । ଏହାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସମର୍ଥନ କରିଛନ୍ତି । ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ…

ଲୋକଙ୍କ ନେତା ଥିଲେ ମହାରଥୀ: ନବୀନ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରାଥୀ ଆଉ ନାହାନ୍ତି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟୁଇଟ୍ କରି କହିଛନ୍ତି, ପ୍ରକୃତରେ ସାଧାରଣ ଲୋକଙ୍କ ନେତା ଥିଲେ ମହାରଥୀ । ବିଜେଡିର ଜଣେ ଟାଣୁଆ ନେତାଙ୍କୁ ଆଜି ଦଳ ହରାଇଛି । ପ୍ରଦୀପ…

ବିଧାନସଭାର ମୌସୁମୀ ଅଧିବେଶନ: ମାସ୍କ ଓ ଫେସ୍ ସିଲ୍‌ଡରେ ବିଧାୟକ

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ ଗୃହ କାର୍ଯ୍ୟ । ପ୍ରଥମ ଦିନରେ ଦିବଙ୍ଗତ ନେତା, କୋଭିଡ ଯୋଦ୍ଧା, ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ସହ ମୋଟ ୧୮ ଜଣଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ, ଓଡିଶୀ…