ରାଜ୍ୟରେ ଶୀତ ଲହରୀ ବୃଦ୍ଧି, ସୋନପୁରରେ ପାରଦ ୪ ଡିଗ୍ରି ଛୁଇଁଲା
ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶନିବାର ଦିନ ସୋନପୁରରେ ତାପମାତ୍ରା ୪ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି । ଏଭଳି ସ୍ଥିତି ଜାନୁଆରୀ ୧ ତାରିଖ ଯାଏଁ ଜାରି ରହିବ ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନାନୁଯାୟୀ ଆଭ୍ୟନ୍ତରୀଣ ଜିଲ୍ଲାରେ ଶନିବାର…