Latest Odisha News

BREAKING NEWS

Browsing Tag

Commissionrate Police

ଟ୍ୱିନ୍‌ସିଟିରେ କଡାକଡି ହେବ କୋଭିଡ ଯାଞ୍ଚ

ଭୁବନେଶ୍ୱର: ଏଣିକି ଟ୍ୱିନ୍‌ସିଟିରେ କଡାକଡି ହେବ କୋଭିଡ ଯାଂଚ । କଟକ-ଭୁବନେଶ୍ୱର କରୋନା କଟକଣାକୁ ଜୋରଦାର କରାଯିବ । ବଜାର ଅଂଚଳ ଓ ହଟ୍‌ସ୍ପରେ କୋଭିଡ ଚେକିଂ ଜୋରଦାର ହେବ । ଏଥିପାଇଁ ଭୁବନେଶ୍ୱରୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ପ୍ରତି ଜୋନ୍ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ଡିସିପି,…

୩ ଲୁଟେରା ଗିରଫ, ୧୫ ଗ୍ରାମ ସୁନା ସହ ବନ୍ଧୁକ ଜବତ

ଭୁୁବନେଶ୍ୱର: ଧରା ପଡିଲେ ୩ ଲୁଟେରା । କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା । ଚଳନ୍ତା ଗାଡିରେ ଯାଉଥିବା ଲୋକଙ୍କଠାରୁ ଲୁଟ୍ କରୁଥିବା ୩ ଲୁଟେରାଙ୍କୁ କମିଶନରେଟ ପୋଲିସ କାବୁ କରିଛି । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୧୦ ଗ୍ରାମର ସୁନା ଚେନ୍‌, ୫ ଗ୍ରାମର ସୁନା ଲକେଟ୍‌, ମୋବାଇଲ୍‌…

କାନ୍ଥ ଡେଇଁ ବାଇକ୍ ଲୁଟି ନେଲେ ଲୁଟେରା, ସିସିଟିଭିରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର: କର୍ଫ୍ୟୁ କଟକଣା ଭିତରେ ମାତିଛନ୍ତି ଲୁଟେରା । ଅନ୍ଧାରରେ ବେଧଡକ୍ ଘରେ ପଶି ଲୁଟିଛନ୍ତି ବାଇକ୍ । କ୍ୟାମେରାରେ କଏଦ୍ ହୋଇଛି ଚୋରିର ପୁରା କାହାଣୀ । ରାତି ପ୍ରାୟ ଗୋଟିଏ ବେଳେ ଭୁବନେଶ୍ୱର ପାତ୍ରପଡ଼ା ଅଂଚଳରେ ଲୁଟି ହୋଇଛି । ଏହି ଲୁଟ ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍…

ପୋଲିସ ଥାନାରେ ଦିଆଯାଉନାହିଁ ପାସ୍‌…ଭିଡ ନ କରିବାକୁ ପୋଲିସ କମିଶନରଙ୍କ ଅନୁରୋଧ

ଭୁବନେଶ୍ୱର: ଲକଡାଉନ ସମୟରେ ଗାଡି ପାଇଁ କର୍ଫୁ ପାସ୍ ନେବାକୁ ଟ୍ୱିନ ସିଟିର ବିଭିନ୍ନ ପୋଲିସ ଥାନାରେ ପ୍ରବଳ ଭିଡ ଦେଖାଦେଇଛି । ତେବେ ପରିସ୍ଥିତି ଅଣାୟତ ହେବା ଆଡକୁ ଗତି କରିବାରୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ବିଳମ୍ବିତ ସନ୍ଧ୍ୟାରେ ଟ୍ୱିଟ କରି ସ୍ପଷ୍ଟୀକରଣ ଦେଇଛନ୍ତି । କୌଣସି…

କରୋନା ରୋକିବା ପାଇଁ କଟକରେ ଶନିବାରଠାରୁ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଆରମ୍ଭ

କଟକ: କରୋନା ମହାମାରୀର ଭୟାବହତାକୁ ରୋକିବା ପାଇଁ କଟକ ସହରରେ ମଧ୍ୟ ସର୍ବସାଧାରଣ ପରିବହନ ବ୍ୟବସ୍ଥାରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଶନିବାର ଠାରୁ ଲାଗୁ ହେବ । ବସ୍‌, ଅଟୋ, ଟାକ୍ସି ଓ ଟ୍ରକ୍ ଇତ୍ୟାଦି ର ଚଳାଚଳ ଉପରେ ଏହି ନୂଆ ନିୟମ ଲାଗୁ ହେବ ବୋଲି ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍…

ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ଗିରଫ ହେଲେ ୪ ନାବାଳକ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂରେ ଅଜଣା ଦୁର୍ବୁତ୍ତମାନେ ଗତ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣାରେ ପୋଲିସ ପକ୍ଷରୁ ରବିବାର ଦିନ ଆଉ ୪ ଜଣ ନାବାଳକଙ୍କୁ ଗିରଫ କରିଛି । ଏଥିସହିତ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି । ନିକଟରେ…

କଡାକଡି ହେଲା ପାଟ୍ରୋଲିଂ, କମିଶନରେଟ୍ ପୋଲିସର ରାତି ଅଧିଆ ଛାନଭିନ୍ !

କଟକ/ଭୁବନେଶ୍ୱର: କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀରେ ଗୁରୁବାର ବିଳମ୍ବିତ ରାତିରେ ଜୋରଦାର୍ ଛାନଭିନ୍ କରାଯାଉଥିବା ନଜରକୁ ଆସିଛି । ଏପରିକି ପ୍ରବଳ ବର୍ଷା ସତ୍ୱେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ଟ୍ୱିନସିଟିର ରାଜରାସ୍ତାରେ ପାଟ୍ରୋଲିଂ କରୁଥିବା ନେଇ ସୂଚନା…