Latest Odisha News

BREAKING NEWS

Browsing Tag

congress

ଛତିଶଗଡରେ ଗରିବ ଅସ୍ତ୍ରରେ ମୋଦିଙ୍କ ଆକ୍ରମଣ, ବସ୍ତର ବନ୍ଦ କରିଦେଲା କଂଗ୍ରେସ!

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟକୁ ମାରାଥନ ଗସ୍ତ କରୁଛନ୍ତି। ଏହି କ୍ରମରେ ମୋଦି ଛତିଶଗଡ଼ ଗସ୍ତ କରିଛନ୍ତି। ଛତିଶଗଡ଼ ଜଗଦଲପୁରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ବିହାରରେ…

ରାହୁଲ କହିଲେ ଏମପିରେ ହେବ ଗାନ୍ଧୀ ଗୋଡସେ ଲଢେଇ

ଭୁବନେଶ୍ୱର: ସରଗରମ ହେଉଛି ମଧ୍ୟପ୍ରଦେଶ ରାଜନୀତି। ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭିନ୍ନ ଭିନ୍ନ ସର୍ଭେ ରିପୋର୍ଟ ବି ଆସୁଛି। ବିଜେପି ନିଜର ରଣନୀତି ବଦଳାଇବା ସହ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମାନଙ୍କୁ ନିର୍ବାଚନ ମଇଦାନକୁ ଓଲ୍ହାଉଛି। କିନ୍ତୁ ଟାଇମସ ନାଓ ନବଭାରତ ପକ୍ଷରୁ…

ବାଲେଶ୍ୱର ସଦରରେ ଏଥର ଜୀବନ ପ୍ରଦୀପ ଖେଳିବେ ଖେଳ !

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ ରାଜ୍ୟରେ ଯେଉଁ କେତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ହେଉଛି ସେଥିମଧ୍ୟରୁ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ୟତମ। ୨୦୧୯ ନିର୍ବାଚନରେ ଏହି ଆସନ ବିଜେପି ଦଖଲକୁ ଯାଇଥିଲା। ଲଗାତର ଦୁଇଥର ବିଜେଡି ଟିକେଟରୁ ଜିତିଥିବା ଜୀବନ…

ଏମପିରେ ସିନ୍ଧିଆ ଲଢିବେ ବିଧାନସଭା ନିର୍ବାଚନ, ପ୍ରତିଶୋଧ ନେବାକୁ କଂଗ୍ରେସର ମାଷ୍ଟର ପ୍ଲାନ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପି ଦୁଇଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ବିଧାନସଭା ମୈଦାନକୁ ଓଲ୍ହାଇଛି। ଏପରିକି ଦଳ ପକ୍ଷରୁ ଖୁବ ଶୀଘ୍ର ତୃତୀୟ ତାଲିକା ଘୋଷଣା ହେବ। ସେଥିରେ ଆହୁରି ଚମକାଇଲା ଭଳି ସ୍ଥିତି ଦେଖିବାକୁ ମିଳିବ ବୋଲି…

ରାଜସ୍ଥାନରେ ବସୁନ୍ଧରା ଆଉଟ, ଦିୟା କୁମାରୀଙ୍କୁ ନେଇ ବିଜେପି ଖେଳିବ ବଡ଼ ଗେମ !

ଭୁବନେଶ୍ୱର: ବଦଳୁଛି ରାଜସ୍ଥାନ ରାଜନୀତିର ସମୀକରଣ। ରାଜସ୍ଥାନ ବିଜେପିର ପ୍ରମୁଖ ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଆଉ କେନ୍ଦ୍ରୀୟ ନେତୃତ୍ୱ ଗୁରୁତ୍ୱ ଦେଉ ନ ଥିବା ଦେଖିବାକୁ ମିଳିଛି। ଆଉ ଜଣେ ନୂଆ ନେତୃତ୍ୱକୁ ତାଙ୍କ ସ୍ଥାନ ପୂରଣ ପାଇଁ ଦଳ ଆଗକୁ…

ମୋଦିଙ୍କ ପୂର୍ବରୁ ରାହୁଲ ରାମ ମନ୍ଦିରରେ ପୂଜା ସାରିଦେବେ !

ଭୁବନେଶ୍ୱର: ଆସନ୍ତାବର୍ଷ ଜାନୁଆରୀ ମାସରେ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ହେବ। ନିର୍ବାଚନ ପୂର୍ବରୁ ରାମ ମନ୍ଦିର ପ୍ରତିଷ୍ଠା ମାଧ୍ୟମରେ ବିଜେପି ଦେଶବ୍ୟାପୀ ମାହୋଲ ତିଆରି କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି। ଏପରିକି ସେଥିପାଇଁ ଦେଶର ବିଭିନ୍ନ ରାଜ୍ୟରୁ ଲୋକମାନଙ୍କୁ ଅଯୋଧ୍ୟା…

ଏଥର ସୋର ଦେଖିବ ନୂଆ ମୁହଁ !

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବାଲେଶ୍ଵର ଜିଲ୍ଲାର ନିର୍ବାଚନମଣ୍ଡଳୀଗୁଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ ସୋର ନିର୍ବାଚନ ମଣ୍ଡଳୀରେ ୨୦୨୪ ର ଚିତ୍ର କଣ ହେବ ତାକୁ ନେଇ ଭିନ୍ନ ଭିନ୍ନ ଆକଳନ ଆରମ୍ଭ ହୋଇଛି। ୨୦୧୯ ନିର୍ବାଚନରେ ବିଜେଡିର ପର୍ଶୁରାମ ଧଡ଼ା ୫୪…

ଶର୍ମିଳାଙ୍କ ହାତ ଧରୁନାହାନ୍ତି ରାହୁଲ, ଆଉ ବିଳମ୍ବ ହେଲେ ଦୁରେଇଯିବେ !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ତେଲେଙ୍ଗାନା ରାଜନୀତି ସେତିକି ସରଗରମ ହେଉଛି। ଦେଶର ପ୍ରମୁଖ ଚାରୋଟି ରାଜ୍ୟର ନିର୍ବାଚନ ଉପରେ ରାଜନୈତିକ ଦଳଗୁଡିକର ନଜର ରହିଥିବା ବେଳେ ତେଲେଙ୍ଗାନା ଦଖଲ ପାଇଁ କଂଗ୍ରେସ ଉଦ୍ୟମକୁ ଜୋରଦାର କରୁଛି। ଲଗାତର ଶାସନ କ୍ଷମତାରେ ଥିବା…

ୟୁପିରେ ସୋନିଆଙ୍କ ରାଏବରେଲି ଦଖଲ ପାଇଁ ବିଜେପିର ପ୍ଲାନ !

ଭୁବନେଶ୍ୱର: ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଅଧିକ ସିଟ ଜିତିବା ପାଇଁ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଛି। ପୂର୍ବରୁ ୟୁପି ଉପରେ ଦଳର ଫୋକସ ଥିଲେ ମଧ୍ୟ ଘୋଷି ଉପନିର୍ବାଚନରେ ଦଳ ହାରିବା ପରେ ପୁଣିଥରେ ସ୍ୱତନ୍ତ୍ର ରଣନୀତି ସହ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେଉଁଥିପାଇଁ…

ନୂଆ ସଂସଦ ଭବନକୁ ମୋଦି ମଲ୍ଟିପ୍ଲେକ୍ସ କହିଲେ ଜୟରାମ, ବିଜେପି କହିଲା ଏହା ଭାରତୀୟଙ୍କୁ ଅସମ୍ମାନ

ଭୁବନେଶ୍ୱର: ନୂଆ ସଂସଦ ଭବନରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଛି। ନୂଆ ସଂସଦ ଭବନକୁ ନେଇ ଜୋରଦାର ପ୍ରଚାର ପ୍ରସାର କରାଯାଉଥିବା ବେଳେ ଏହାକୁ ନେଇ ରାଜନୈତିକ ଲଢେଇ ଜୋର ଧରିଛି । ନୂଆ ସଂସଦ ଭବନର ନିର୍ମାଣଶୈଳୀକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ପ୍ରଶ୍ନ ଉଠାଇଛନ୍ତି। ନୂଆ…