Latest Odisha News

BREAKING NEWS

Browsing Tag

congress

ସୁପ୍ରିମକୋର୍ଟଙ୍କୁ ମହାରାଷ୍ଟ୍ର ବାଚସ୍ପତିଙ୍କ ଚ୍ୟାଲେଞ୍ଜ!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ଆକ୍ଷେପ ପ୍ରତିଆକ୍ଷେପ ପର୍ବ ତୀଵ୍ର ହୋଇଛି। ପ୍ରତି ମୁହୂର୍ତ୍ତରେ ନୂଆ ରୂପ ନେଉଥିବା ମହାରାଷ୍ଟ୍ର ରାଜନୀତିରେ ନେତାଙ୍କ ମନ୍ତବ୍ୟକୁ ଆନ୍ଦୋଳନ ଆରମ୍ଭ ହୋଇଛି। ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ ବିଜେପି ରାସ୍ତାକୁ ଓଲ୍ହାଇଛି। ମହାରାଷ୍ଟ୍ର…

ବିରୋଧୀଙ୍କୁ ଧୋକା ଦେବେ ନୀତିଶ !

ଭୁବନେଶ୍ୱର: ବିରୋଧୀ ଏକତା ବୈଠକକୁ କାଉଣ୍ଟର କରିବ ଏନଡିଏ ବୈଠକ। ବିଜେପିକୁ ଶାସନରୁ ହଟାଇବା ପାଇଁ ବିରୋଧୀ ଦଳ ଗୁଡିକ ଏକ ହେଉଛନ୍ତି। ବିରୋଧୀଙ୍କ ପ୍ରଥମ ବୈଠକ ପାଟନାରେ ହୋଇସାରିଥିବା ବେଳେ ଦ୍ଵିତୀୟ ବୈଠକ ଆସନ୍ତା ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ହେବ। ସେଥିପାଇଁ ବିରୋଧୀ ଦଳ ଗୁଡିକ…

ସମସ୍ତେ ନିଜ ସ୍ୱାର୍ଥ ଦେଖୁଛନ୍ତି, ଏକାଠି ହୋଇପାରିବେନି ବିରୋଧୀ !

ଭୁବନେଶ୍ୱର: ଦ୍ଵିତୀୟ ବିରୋଧୀ ଏକତା ବୈଠକ ପୂର୍ବରୁ ବିରୋଧୀଙ୍କ ମଧ୍ୟରେ କେଁ ପଶିଛି। ଚଳିତ ମାସ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ବିରୋଧୀଙ୍କ ବୈଠକ ହେବାକୁ ଥିବାବେଳେ କଂଗ୍ରେସ ଆମ ଆଦମୀ ପାର୍ଟିକୁ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛି। କିନ୍ତୁ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ…

ନିର୍ବାଚନ ଆସିଲେ ସାମ୍ବାଦିକଙ୍କ କଥା ମନେ ପଡ଼ୁଛି କହି ସରକାରଙ୍କୁ ସମାଲୋଚନା କଲେ ତାରା

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ଆବେଦନ କରିବା ଲାଗି ୱେବସାଇଟର ପ୍ରଚଳନ କରିଛନ୍ତି । ଯାହାକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖି ସରକାରଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ସରକାର ଗତ ନିର୍ବାଚନରେ ସାମ୍ବାଦିକଙ୍କ ପାଇଁ…

ଏକାଠି ହେଲେ ଗେହଲଟ ପାଇଲଟ!

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ସଚିନ ପାଇଲଟଙ୍କୁ ମନେଇବାରେ ସଫଳ ହୋଇଛି କଂଗ୍ରେସ। ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ଆଗୁଆ ରଣନୀତି ପ୍ରସ୍ତୁତ କରିଛି। ଦଳ ସେଠାରେ କ୍ଷମତାରେ ଥିବାବେଳେ ଆଗକୁ ମଧ୍ୟ କିଭଳି କ୍ଷମତାକୁ ଆସିବ ସେ ନେଇ କଂଗ୍ରେସର କେନ୍ଦ୍ରୀୟ…

ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, ମାନହାନି ମାମଲାରେ ଦଣ୍ଡ ଉପରେ ହାଇକୋର୍ଟଙ୍କ ରୋକ!

ଭୁବନେଶ୍ୱର: ମାନହାନୀ ମାମଲାରେ ରାହୁଲଙ୍କୁ ଆସ୍ୱସ୍ତି। ମୋଦି ସାଙ୍ଗିଆ ସଂପର୍କିତ ମାନହାନି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ପକ୍ଷରୁ ରାହୁଲଙ୍କୁ ସାମୟିକ ଆସ୍ୱସ୍ତି ମିଳିଛି। ଝାଡ଼ଖଣ୍ଡ ହାଇକୋର୍ଟ ଏ ସମ୍ପର୍କରେ ଶୁଣାଣି କରିବା ସହ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଣ୍ଡମୂଳକ…

ରାସ୍ତା ତିଆରି ପାଇଁ ଯନ୍ତ୍ରୀଙ୍କୁ ପନିପରିବା ଭେଟି ଦେଲେ କଂଗ୍ରେସ ନେତା

ଭୁବନେଶ୍ୱର: ରାସ୍ତା ତିଆରି ପାଇଁ ଯନ୍ତ୍ରୀଙ୍କୁ ପରିବା ଭେଟି । ଏଭଳି ନିଆରା ପ୍ରତିବାଦ କରିଛନ୍ତି କଂଗ୍ରେସ ନେତା । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କର୍ମୀ ପ୍ରତିବାଦ କରିଛନ୍ତି । ପ୍ରାଚୀ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ…

ରାହୁଲଙ୍କ ଆଟାକରେ ଘାଇଲା କେସିଆର, ଏବେ ଶାହା ହେବେ ଅଖିଲେଶ !

ଭୁବନେଶ୍ୱର: କଂଗ୍ରେସ ଏବେ ତେଲେଙ୍ଗାନାରେ ବିଆରଏସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କେବଳ ବିଆରଏସ ନୁହେଁ କେନ୍ଦ୍ରରେ ଶାସକ ବିଜେପି ଓ ବିରୋଧୀଙ୍କ ଟେନସନ ମଧ୍ୟ ବଢାଇଛି ଦଳ। ଗୋଟିଏ ପଟେ ବିଜେପି ବିରୋଧୀଙ୍କ ପାଇଁ କାଳ ସାଜିଥିବା କୁହାଯାଉଥିବା ବେଳେ ବିଜେପିକୁ ଶାସନରୁ ହଟାଇବା…

ବିଜେପିକୁ ବିଶୃଙ୍ଖଳିତ ଦଳର ଆଖ୍ୟା !

ଭୁବନେଶ୍ୱର: କର୍ଣ୍ଣାଟକରେ ଗୋଷ୍ଠୀକନ୍ଦଳ ମଧ୍ୟରେ ନିଜର ସ୍ଥିତି ସଜାଡ଼ିବାକୁ ଉଦ୍ୟମ କରୁଥିବା ବିଜେପିକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଟାର୍ଗେଟ କରିଛନ୍ତି। ବିଜେପିକୁ ସବୁଠୁ ବିଶୃଙ୍ଖଳିତ ଦଳ ବୋଲି କହିବା ସହ ଜୋରଦାର ସମାଲୋଚନା କରିଛନ୍ତି। ଲୋକଙ୍କ ସମ୍ମୁଖରେ ନିଜ ନିଜ ମଧ୍ୟରେ ଲଢେଇ ଓ…

କର୍ଣ୍ଣାଟକ ବିଜେପିକୁ କଂଗ୍ରେସ ଝଟକା! ବିନା ବିରୋଧୀ ଦଳ ନେତାରେ ଚାଲିଲା ବିଧାନସଭା

ଭୁବନେଶ୍ୱର: କର୍ଣ୍ଣାଟକରେ ବିଜେପିର ଘର କଳି ଶୀର୍ଷରେ ପହଂଚିଛି। ସ୍ଥିତି ଏଭଳି ହୋଇଛି ଯେ ନିର୍ବାଚନ ଶେଷ ହୋଇ କଂଗ୍ରେସ ସରକାର ଗଠନ ହେବା ସହ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଲାଣି। କିନ୍ତୁ ଏ ଯାଏ ବିଜେପି ବିରୋଧୀ ଦଳ ନେତା ଚୟନ କରିପାରି ନାହିଁ। ଏପରିକି ବିନା ବିରୋଧୀ ଦଳ ନେତା…