Latest Odisha News

BREAKING NEWS

Browsing Tag

congress

ରାହୁଲ ଗାନ୍ଧୀ ହରାଇଲେ ଆଉ ଅନୁରାଗ ?

ଭୁବନେଶ୍ୱର: ବିବାଦୀୟ ଟିପ୍ପଣୀ ପାଇଁ ଦଣ୍ଡାଦେଶ ସହ ନିଜ ଲୋକସଭା ସଦସ୍ୟ ପଦ ହରାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଯାହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଲାଗିରହିଛି। ଠିକ ଏଭଳି ସମୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ବିଜେପି ସାଂସଦ ପରଭେସ ବର୍ମାଙ୍କ ଦ୍ବାରା ଦିଆଯାଇଥିବା ଗୋଲି…

‘କର୍ଣ୍ଣାଟକ ନିର୍ବାଚନ’ କାହାର ହେବେ ଲିଙ୍ଗାୟତ?

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ଲିଙ୍ଗାୟତ ସମ୍ପ୍ରଦାୟ ନିର୍ଣ୍ଣାୟକ ଭୁମିକା ଗ୍ରହଣ କରନ୍ତି। ଏହି ସମ୍ପ୍ରଦାୟର ଅଧିକ ପ୍ରତିଶତ ଭୋଟ ବିଜେପିକୁ ଯିବାର ଦେଖାଯାଏ। କିନ୍ତୁ ଏଥର ନିର୍ବାଚନରେ ଚିତ୍ର ବଦଳୁଛି। କର୍ଣ୍ଣାଟକର ଜଣାଶୁଣା ଲିଙ୍ଗାୟତ ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ…

କର୍ଣ୍ଣାଟକ କ୍ଷୀର ରାଜନୀତିରେ ଗୁଜୁରାଟ ଏଣ୍ଟ୍ରି

ଭୁବନେଶ୍ୱର: କର୍ଣ୍ଣାଟକରେ ଜୋର ଧରିଛି କ୍ଷୀର ରାଜନୀତି। କର୍ଣ୍ଣାଟକରେ ପ୍ରସ୍ତୁତ ହେଉଥିବା ନିଜସ୍ୱ କ୍ଷୀର ନନ୍ଦିନୀ ଓ ଗୁଜୁରାଟର ଅମୁଲକୁ ନେଇ କର୍ଣ୍ଣାଟକ ରାଜନୀତି ତୀବ୍ର ହୋଇଛି। ଅମୁଲକୁ କର୍ଣ୍ଣାଟକରେ ପ୍ରବେଶ କରାଇ ନନ୍ଦିନୀକୁ ମାଟିରେ ମିଶାଇବାକୁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ…

‘କର୍ଣ୍ଣାଟକ ପ୍ରଚାର’ ଚାଲିଛି ରାହୁଲ ଶୋ

ଭୁବନେଶ୍ୱର : କର୍ଣ୍ଣାଟକରେ ରାହୁଲଙ୍କ ଜୋରଦାର ପ୍ରଚାର। କୋଲାରରେ ବିବାଦୀୟ ଟିପ୍ପଣୀ ପାଇଁ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ହୋଇଥିବା ବେଳେ ଠିକ ସେହି ଜାଗାରୁ ହିଁ ରାହୁଲ ଜୋରଦାର ପ୍ରଚାର ଆରମ୍ଭ କରିଥିଲେ। ନିଜ ସଦସ୍ୟ ପଦ ରଦ୍ଦ ପାଇଁ ଚର୍ଚ୍ଚାରେ ଥିବା ରାହୁଲ ଏହାକୁ ପ୍ରମୁଖ ମୁଦ୍ଦା କରିଥିବା…

ଶୀଘ୍ର ଜାତିଭିତ୍ତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କଂଗ୍ରେସ ସଭାପତି ଖଡ଼ଗେ

ନୂଆଦିଲ୍ଲୀ : ଜନଗଣନା ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଖଡ଼ଗେ ଚିଠିରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଛନ୍ତି । ମଲ୍ଲିକାର୍ଜୁନ ଚିଠିରେ ଲେଖିଛନ୍ତି ଯେ, ଆମେ ସଂସଦରେ ଅନେକ ଥର ଏହି ପ୍ରସଙ୍ଗ…

କର୍ଣ୍ଣାଟକର କୋଲାରରେ ଗର୍ଜିଲେ ରାହୁଲ, କହିଲେ ‘ମୋତେ କେହି ଅଟକାଇ ପାରିବେନି’

ବେଙ୍ଗଳୁରୁ: କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର କର୍ଣ୍ଣାଟକ କୋଲାରଠାରେ ଏକ ବିଶାଳ ଦଳୀୟ ସଭାକୁ ସମ୍ବୋଧନ କରି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଠାରେ କହି ରଖିବାକୁ ଚାହିଁବୁ, କୋଲାର ସେହି ଜାଗା, ଯେଉଁଠି ୨୦୧୯ ମସିହାରେ ମୋଦି ସାଙ୍ଗିଆକୁ ନେଇ ରାହୁଲ ମନ୍ତବ୍ୟ ଦେବା…

‘ବିରୋଧୀ ଦଳ’ ଯେତେ ବିରୋଧ କରିବେ, ସେତେ ଫସିବେ !

ଭୁବନେଶ୍ୱର: ଗୋଟିଏ ପଟେ ବିରୋଧୀ ଏକାଠି ହେଉଛନ୍ତି। ଆଉ ଗୋଟିଏ ପଟେ ସିବିଆଇ ଇଡିର ସଂଢୁଆସି ଆକ୍ରମଣ ଜୋରଦାର ହେଉଛି। ପ୍ରମୁଖ ବିରୋଧୀ ବୋଲି କୁହାଯାଉଥିବା କଂଗ୍ରେସର ନେତା ରାହୁଲ ଗାନ୍ଧୀଙ୍କ ଅବସ୍ଥାକୁ ନେଇ ସବୁଆଡେ ଚର୍ଚ୍ଚା। ଏଥିସହିତ ଅନ୍ୟ ପ୍ରମୁଖ ବିରୋଧି ମାନେ ହେଲେ ଆମ ଆଦମୀ ପାର୍ଟି,…

ରାହୁଲଙ୍କୁ ଘରୁ କାଢ଼ିଦେଲେ !

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଭାଗ୍ୟ ଏବେ ଫିଟୁଥିବା କୁହାଯାଉଛି। ସୁରଟ କୋର୍ଟଙ୍କ ଦଣ୍ଡବିଧାନ ରାହୁଲଙ୍କ ଭାଗ୍ୟ ଫିଟାଇ ଦେଲା ବୋଲି ଆଲୋଚନା ହେଉଛି। ରାହୁଲଙ୍କୁ ଦଣ୍ଡାଦେଶ ପରେ ପରେ ତାଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରାଯିବା ତାଙ୍କ ପାଇଁ ସୋନେ ପେ ସୁହାଗା ଭଳି ହୋଇଥିବା କୁହାଯାଉଛି।…

କର୍ଣ୍ଣାଟକ ନିର୍ବାଚନ; ଟିକେଟ୍ ଦେଲାନି ବିଜେପି, ହାତ ଧରିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ବେଙ୍ଗଳୁରୁ: କର୍ଣ୍ଣାଟକ ବିଜେପିରେ ଟିକେଟ କନ୍ଦଳ ତେଜିବାରେ ଲାଗିଛି । ବିଜେପି ଟିକେଟ୍ ନ ଦେବାରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦି ଦଳ ଛାଡ଼ିବା ସହ କଂଗ୍ରେସରେ ସାମିଲ୍ ହୋଇଛନ୍ତି । ମେ ୧୦ରେ ମତଦାନ ପୂର୍ବରୁ ସାଭଦି ବିଜେପି ଛାଡ଼ି କଂଗ୍ରେସ ଶିବିରରେ ମିଶିବା ପରେ ଦଳ ତାଙ୍କୁ…

‘ବିରୋଧୀ’ ଏଥର ଯୋଡି ନ ହେଲେ ସଫା !

ଭୁବନେଶ୍ୱର: ବିରୋଧୀଙ୍କ ପାଇଁ ଏବେ କର ବା ମର ସ୍ଥିତି। ବିଭିନ୍ନ ପ୍ରକାର ଦୁର୍ନୀତିରେ ବିରୋଧୀ ଦଳଗୁଡିକ ଉପରେ ବିଜେପିର ଲଗାତର ଆଟାକକୁ ନେଇ ବିରୋଧୀ ଅଣନିଶ୍ୱାସୀ ହୋଇ ପଡ଼ିଥିବା କୁହାଯାଉଛି। ଏପରିକି ଅଣବିଜେପି ଦଳ ଓ ନେତାଙ୍କ ଉପରେ ଲଗାତର ବିଭିନ୍ନ ପ୍ରସଙ୍ଗକୁ ନେଇ ଇଡି, ସିବିଆଇ ଓ…