ମୋଦି କହିଲେ, ଛତିଶଗଡରେ ମୁଖ୍ୟମନ୍ତ୍ରୀ ବଘେଲ ହାରିଯିବେ
ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ମୁଙ୍ଗେଲି ବିଧାନସଭା କ୍ଷେତ୍ରରେ ଜୋରଦାର ପ୍ରଚାର କରିଛନ୍ତି।
ପ୍ରଚାର ଅବସରରେ ମୋଦି ଛତିଶଗଡର ଶାସକ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । କିଭଳି ମିଛ ପ୍ରତିଶ୍ରୁତି ଦେଇ…