‘ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ଚାହାଁନ୍ତି ଦଳୀୟ କର୍ମୀ’
ନୂଆଦିଲ୍ଲୀ: ଆସନ୍ତା ମାସରେ କଂଗ୍ରେସର ନୂଆ ଅଧ୍ୟକ୍ଷ ଚୟନ ହେବ । କଂଗ୍ରେସର ଗୋଟିଏ ଗୋଷ୍ଠୀ ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଦଳର ଅଧ୍ୟକ୍ଷ କରିବାକୁ ଲବି କରୁଛନ୍ତି । ଏହି ଗୋଷ୍ଠୀର ନେତୃତ୍ୱ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନେଉଛନ୍ତି । ସେ କହିଛନ୍ତି ‘ରାହୁଲ ଗାନ୍ଧୀ ଅଧ୍ୟକ୍ଷ…