Latest Odisha News

BREAKING NEWS

Browsing Tag

corona combat

ରାଜ୍ୟର ବର୍ତ୍ତମାନ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାର କୋଭିଡ-୧୯ ସ୍ଥିତି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଦ୍ୟତମ ସୂଚନା ପ୍ରକାଶ କରିଛନ୍ତି । ରାଜ୍ୟରେ ଜୁନ୍ ୨୨ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚିଛି । ସେଥିମଧ୍ୟରୁ ପୁରୁଷ ଆକ୍ରାନ୍ତ ୪୪୬୪ (୮୪.୨%)…

ବଞ୍ଚିବାକୁ ହେବ ଭୂତାଣୁ ସହ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ଓଡ଼ିଶାରେ ମହାମାରୀ କୋଭିଡ-୧୯ ର ସଂକ୍ରମଣକୁ ରୋକିବା ଲାଗି ଦୀର୍ଘ ୬୮ ଦିନର ଲକ୍ ଡାଉନ୍ ଶେଷହେବ ମେ’ ୩୧ ତାରିଖରେ| ସାରା ଭାରତରେ ଏହି ଅବରୋଧ ମାର୍ଚ୍ଚ ୨୫ରୁ ଜାରି କରାଯାଇଥିବା ଯୋଗୁ ସଂକ୍ରମଣର ବ୍ୟାପ୍ତିକୁ ନିୟନ୍ତ୍ରଣ କରିବା ସମ୍ଭବ…

କରୋନା ସହ ଲଢେଇ: ସାନିଟାଇଜର୍ ପ୍ରସ୍ତୁତ କଲେ ‘ସୋଆ’ ଗବେଷକ

ଭୁବନେଶ୍ୱର: କରୋନା ମହାମାରୀ ସହ ମାନବଜାତିର ଯୁଦ୍ଧ ଜାରି ରହିଥିବା ବେଳେ ଏହି ଯୁଦ୍ଧରେ ସାମିଲ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ଭାଇରସ ସହ ଲଢେଇ କରିବା ସହ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟଗତ ସୁରକ୍ଷା ଦେବା ନିମନ୍ତେ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର ସାନିଟାଇଜର । ସୋଆ…

କରୋନା ସହ ୧୦ ଦିନ ଲଢି ଆଖି ବୁଜିଦେଲେ ଏସିପି…

ଲୁଧିଆନା: ପଞ୍ଜାବପ ପ୍ରଦେଶ ଲୁଧିଆନାର ଆସିଷ୍ଟାଷ୍ଟ କମିଶନର୍ ଅଫ ପୋଲିସ (ଏସିପି) ହେଲେ ଅନିଲ୍ କୋହଲି । ଜନସାଧାରଣଙ୍କୁ କରୋନା କବଳରୁ ବଞ୍ଚାଇବା ଲାଗି ଦିନ ରାତି ଖରାରେ ଛିଡ଼ା ହୋଇ ସେବା ସହିତ କର୍ତ୍ତବ୍ୟ କରୁଥିଲେ । କରୋନା ଭୂତାଣୁରେ ସଂକ୍ରମିତ ହେବାପରେ ଚିକିତ୍ସିତ ହେଉଥିଲେ । ଶନିବାର…

କଳିକାଳ ପରେ ମହା କଳିକାଳ: କରୋନା କରାଳ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏବେ ମହାକଳିକାଳ ସମାଗତ । ଯେଉଁ ଅନାଗତ ଅବତାର କଳ୍‌କୀ ବୃତାନ୍ତ ଆମେ ସବୁ ଏଯାବତ୍ ଶୁଣିଆସିଥିଲେ- ଏ ଅବତାର ଏବେ ପ୍ରତ୍ୟେକ ବିବେକି ମଣିଷ ମଧ୍ୟରେ କାୟା ପ୍ରବେଶ କରିସାରିଲାଣି । ଏ ଅପ୍ରକଟ କଳ୍‌କୀର ଆୟୁଧ ଆଉ ବାରହାତୀ ଖଣ୍ଡା ନୁହଁ, ବରଂ…

କରୋନା ପାଇଁ ସପ୍ତପଦୀ…

କୋଭିଡ-୧୯ ମହାମାରୀର ପ୍ରକୋପକୁ କମାଇବା ପାଇଁ ଦେଶରେ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ଏପ୍ରିଲ ୧୪ରେ ସରିବାକୁ ଥିବା ୨୧ଦିନିଆ ଲକ୍ ଡାଉନ୍ ର ଅବଧିକୁ କେନ୍ଦ୍ର ସରକାର ଶେଷରେ ପୁଣି ୧୯ ଦିନ ବୃଦ୍ଧିକରିଛନ୍ତି| ଏହି ମର୍ମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଟେଲିଭିଜନ ଜରିଆରେ ସମ୍ବୋଧନ କରି ଏହାର…

ଲକ୍‌ଡାଉନରେ ନୂଆବର୍ଷ; କରୋନାର କରୁଣ ଚିତ୍ର…

ଆମର ବଙ୍ଗଳା ନୂଆ ବର୍ଷ ହଉଚି ପଇଲା ବୈଶାଖ ଯାହା ପ୍ରାୟତଃ ପଡେ ଏପ୍ରିଲ ୧୪। ସମସ୍ତଙ୍କ ଶୁଭେଚ୍ଛା ଜଣାଇବା ଆଉ ମନ୍ଦିରରେ ମଙ୍ଗଳମନାସୀ ଦୀପ ଦାନ କରି ନୂଆବର୍ଷକୁ ଆଦରି ନିଏ। କିନ୍ତୁ, ଏବର୍ଷ ଥିଲା ଏକ ନୂଆ ଢଂଗର ବର୍ଷର ପ୍ରାରମ୍ଭ। ପ୍ରାୟ ମାସେକାଳ ଘରବନ୍ଦୀ ଆମେ, ସେଥିରୁ ଆମର ଈଶ୍ୱର…

କରୋନା ଆତଙ୍କ: ଯାଜପୁରର ଏହି ୨ଟି ଗାଁ’ରେ ସପ୍ତାହେ ବ୍ୟାପି ଚାଲିବ ସାନିଟାଇଜେସନ୍‌

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ୨ ଜଣ କରୋନା ରୋଗୀ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜେସନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଗତକାଲି ଜିଲ୍ଲାର ସାନ ତ୍ରିଲୋଚନପୁର ଓ ସାଇପୁର ଗ୍ରାମକୁ କଣ୍ଟେନ୍ ମେଣ୍ଟ୍ ଜୋନ ଭାବେ ଘୋଷଣା କରାଯିବା ପରେ ଏହି ଦୁଇଟି ଗ୍ରାମକୁ…

କରୋନା ମୁକାବିଲା; ବଡମା’ଙ୍କ ଅନ୍ତିମ ଦର୍ଶନ କରିପାରିଲେନି ପୋଲିସ ଅଧିକାରୀ !

ମୟୂରଭଞ୍ଜ: କରୋନୋ ମହାମାରୀରେ ନିଜ କର୍ତ୍ତବ୍ୟକୁ ଆଦରି ବଡମା’ଙ୍କ ଶେଷ ଦର୍ଶନକୁ ତ୍ୟାଗ କଲେ । ନିଜ ଦେଶ ତଥା ରାଜ୍ୟ ପ୍ରତି ଏଭଳି କର୍ତ୍ତବ୍ୟପରାୟଣତାର ପ୍ରମାଣ ଦେଇ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କଲେ ମୟୂରଭଞ୍ଜର ଜଣେ ସୁଦକ୍ଷ ପୋଲିସ ଅଧିକାରୀ । ବେତନଟୀ ଥାନାଧିକାରୀ ଅଶୋକ କୁମାର ନାୟକ ।…