ଲକଡାଉନରେ ପ୍ରବାସୀ ମୃତ୍ୟୁର ନାହିଁ ତଥ୍ୟ, କ୍ଷତିପୂରଣ ଦେବାର ପ୍ରଶ୍ନ ଉଠୁନି: କେନ୍ଦ୍ର
ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ପ୍ରବାସୀ ମୃତ୍ୟୁ ଉପରେ କୌଣସି ତଥ୍ୟ ରଖାଯାଇନାହିଁ, ତେଣୁ କ୍ଷତିପୂରଣ ଦେବାର ପ୍ରଶ୍ନ ଉଠୁନି ବୋଲି କେନ୍ଦ୍ର ବିଭାଗୀୟ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି ।
ମାର୍ଚ୍ଚ ୨୫ ରେ ଆରମ୍ଭ ହୋଇଥିବା କୋଭିଡ-୧୯ ଲକଡାଉନ୍ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ…