Latest Odisha News
Browsing Tag

Corona Vaccination

ଓଡ଼ିଶାରେ ଦକ୍ଷିଣ ଆଫ୍ରିକା କରୋନା ଷ୍ଟ୍ରେନ୍ ଚିହ୍ନଟ ହୋଇନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ କରୋନା ଭାଇରସର ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ସରକାର ଆଲର୍ଟ ମୋଡରେ ଅଛନ୍ତି । ଓଡ଼ିଶାରେ ଦକ୍ଷିଣ ଆଫ୍ରିକା ଭୂତାଣୁ ଚିହ୍ନଟ ହୋଇ ନଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜମ ମିଶ୍ର କହିଛନ୍ତି । ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ କରୋନା ଭୂତାଣୁର ଆଉ…

ଦେଶରେ ୨୪ ଘଣ୍ଟାରେ କରୋନାର ଆଉ ୧୧ ହଜାର ମାମଲା, ଭ୍ୟାକ୍ସିନ୍ ନେଲେଣି ୬୬ ଲକ୍ଷ ଲୋକ

ନୂଆଦିଲ୍ଲୀ: ଦେଶରେ ଲଗାତାର ୧୨ ଦିନ ଧରି ୧୫ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଗତ ୨୪ ଘଣ୍ଟାରେ କରୋନାର ୧୧ ହଜାର ୬୭ଟି ନୂଆ ମାମଲା ଚିହ୍ନଟ ହୋଇଛି । ୯୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ହଜାର ୮୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ କୋଭିଡ୍ ଟିକାକରଣ ଜାରି…

ଭାରତରେ କରୋନାର ଆଉ ୧୩, ୨୦୩ ନୂଆ ମାମଲା, ଟିକା ନେଲେଣି ୧୬ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ପ୍ରଥମ ମାମଲା ଗତବର୍ଷ ଜାନୁଆରୀରେ ଜଣାପଡ଼ିଥିଲା । ବର୍ଷକ ଭିତରେ ଦେଶରେ ଏକ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ କରୋନାର ୧୩ ହଜାର ୨୦୩ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୩୧ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪…

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ କୋଭିଡ-୧୯ ଟିକାକରଣ

ଭୁବନେଶ୍ୱର: ଦେଶରେ କୋଭିଡ-୧୯ ଟିକାକରଣର ଶୁଭାରମ୍ଭ ହୋଇଥିବା ବେଳେ ଶନିବାର ଏହି ଅଭିଯାନରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସାମିଲ ହୋଇଛି। ଏହି ଟିକାକରଣ ସମୟରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ…

ଖୁବ୍‌ ଶୀଘ୍ର ଟିକା ନେଇପାରନ୍ତି କଙ୍ଗନା

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। AIIMS ନିର୍ଦ୍ଦେଶକ ଡକ୍ଟର ଗୁଲେରିଆ କରୋନା ଟିକା ନେଇଛନ୍ତି। ଆଗାମୀ କିଛି ମାସ ମଧ୍ୟରେ ସମସ୍ତଙ୍କୁ ଟିକାକରଣ କରାଯିବ। ଅନେକ ମାସର ସଂଘର୍ଷ ପରେ ମୈଜ୍ଞାନିକମାନେ କରୋନାଭାଇରସ୍ ଟିକା ତିଆରି କରିବାରେ ସଫଳ ହୋଇଛନ୍ତି। AIIMS…

କେନ୍ଦ୍ର ସରକାର ଟିକା ଦେବା କ୍ଷଣି ଓଡ଼ିଶାରେ ଟିକାକରଣ: ଡିଏମଇଟି

ଭୁବନେଶ୍ୱର: ଦେଶରେ ଦୁଇଟି ଟିକାର ଜରୁରୀ ବ୍ୟବହାର ପାଇଁ ଭାରତୀୟ ଔଷଧ ନିୟାମକ ବା DCGI ଅନୁମତି ପ୍ରଦାନ କରିଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଡି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ ତତକ୍ଷଣାତ୍ ରାଜ୍ୟରେ ଟିକାକରଣ କରାଯିବ ।…

ଟିକାକରଣ ପରେ ଦେଖାଦେଇପାରେ ସାଇଡ୍ ଇଫେକ୍ଟ: ପ୍ରସ୍ତୁତ ରହିବାକୁ ରାଜ୍ୟକୁ ପରାମର୍ଶ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭାରତରେ ମଧ୍ୟ ଖୁବ୍ ଶୀଘ୍ର ଟିକାକରଣ କରାଯିବ । ତେବେ ଟିକା ନେବା ପରେ ଏହାର ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇପାରେ । ଟିକାକରଣ ପରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଠାରେ ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଥାଏ । ଯେଉଁ ଦେଶରେ…

ରାଜ୍ୟ ସରକାରଙ୍କ କରୋନା ଟିକାକରଣ ପ୍ଲାନ୍, କେବଳ ଅନଲାଇନ୍ ପଞ୍ଜିକରଣ

ଭୁବନେଶ୍ୱର: କରୋନା ଟିକା ଆସିଲେ କେମିତି ବଣ୍ଟନ କରାଯିବ । ରାଜ୍ୟବାସୀଙ୍କୁ କେମିତି ମିଳିବ ଟିକା । ଏନେଇ ସରକାର ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । କେନ୍ଦ୍ର ନିୟମ ଅନୁସାରେ ଆଗୁଆ ନିଜ ନାମକୁ ପଞ୍ଜିକରଣ କରିବାକୁ ପଡିବ ବୋଲି କହିଛନ୍ତି ଡିଏମ୍‌ଇଟି ସି.ବି.କେ. ମହାନ୍ତି । ସେ…