Latest Odisha News

BREAKING NEWS

Browsing Tag

Corona Vaccination

ଓଡ଼ିଶା ସମେତ ଦେଶର ୫ ରାଜ୍ୟରେ କୋଭିଡ୍ ଟିକା ଅଭାବ

ଭୁବନେଶ୍ୱର/ନୂଆଦିଲ୍ଲୀ: ଦେଶରେ କରୋନାର ବଢ଼ୁଥିବା ମାମଲା ମଧ୍ୟରେ ଦେଖା ଦେଇଛି ଟିକା ଅଭାବ । ଓଡ଼ିଶା ସମତେ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସମେତ ଅନ୍ୟ କିଛି ରାଜ୍ୟରେ କମ୍ ଭ୍ୟାକ୍ସିନ୍ ରହିଛି । ଭ୍ୟାକ୍ସିନ୍ ଅଭାବ ପାଇଁ ରାଜ୍ୟରେ କେତେକ କେନ୍ଦ୍ରରେ…

ଆସନ୍ତାକାଲିଠୁ ୪୫ ବର୍ଷ ବୟସରୁ ଅଧିକ ଲୋକଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ବୃଦ୍ଧି ପାଉଥିବା ବେଳେ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଦେଶରେ ଚାଲିଥିବା କରୋନା ଟିକାକରଣ କାର୍ଯ୍ୟକ୍ରମ ଉପରେ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ୪୫ ବର୍ଷ ବୟସରୁ ଅଧିକ ଲୋକଙ୍କୁ ଏପ୍ରିଲ ୧ ରୁ କରୋନା ଟିକା ଦେବାକୁ କୁହାଯାଇଛି। ଏହାପୂର୍ବରୁ,…

ହାଇରିସ୍କ ଗ୍ରୁପକୁ ପ୍ରାଥମିକତା ଦିଆଯିବ

ଭୁବନେଶ୍ବର : ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବ କରୋନା ଟିକା । ଏହି ବୟସ ଶ୍ରେଣୀରେ ଆସୁଥିବା ହାଇରିସ୍କ ଗ୍ରୁପ ବା ଯେଉଁମାନେ ସୁପରସ୍ପ୍ରେଡର ହେବାର ଆଶଙ୍କା ରହିଛି, ସେମାନଙ୍କୁ କରୋନା ଟିକା ପ୍ରଦାନରେ ଅଗ୍ରାଧିକାର ଦିଆଯିବ । ରାଜ୍ୟ…

କୋଭିଡ୍ ଟିକାକରଣରେ ଓଡ଼ିଶାକୁ ସଫଳତା, ଦିନକରେ ଟିକା ନେଲେ ଲକ୍ଷେରୁ ଅଧିକ ବୟସ୍କ

ଭୁବନେଶ୍ୱର: କୋଭିଡ୍ ମୁକାବିଲା ଭଳି କୋଭିଡ୍ ଟିକାକରଣରେ ସଫଳତାର ସିଡ଼ି ଚଢ଼ୁଛି ଓଡ଼ିଶା । ଗତ ସପ୍ତାହରେ ଦୈନିକ ୧ ଲକ୍ଷ ବୟସ୍କଙ୍କୁ କୋଭିଡ୍ ଟିକା ଦେବା ନେଇ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଆଜି ତାହା ପୂରା ହୋଇଛି । ସୋମବାର ସନ୍ଧ୍ୟା ୬ଟା ସୁଦ୍ଧାର ରାଜ୍ୟରେ ମୋଟ ୧ ଲକ୍ଷ ୨୧ ହଜାର…

ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାକରଣ

ନୂଆଦିଲ୍ଲୀ: ୨୦ ଲକ୍ଷରୁ ଅଧିକ କରୋନା ଟିକା ଡୋଜ ସହିତ ଶୁକ୍ରବାର ଦିନ ଭାରତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଟିକାକରଣ ରେକର୍ଡ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ସୂଚନା ଦେଇଛି। ୩୦,୫୬୧ ଅଧିବେଶନ ମାଧ୍ୟମରେ ଟିକାକରଣ ଅଭିଯାନର ୫୬ ଦିନରେ ପ୍ରାୟ ୨୦,୫୩,୫୩୭ ଟିକା…

ଏଣିକି ୨୪ ଘଣ୍ଟା ଦିଆଯିବ ଟିକା-ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସରିଲା କରୋନା ଟିକାକରଣ ସମୟସୀମା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ସରକାର କରୋନା ଟିକାକରଣ ସମୟସୀମା ଶେଷ କରିଛନ୍ତି । ବର୍ତ୍ତମାନ ଲୋକେ ସପ୍ତାହକ ୭ ଦିନ ୨୪ ଘଣ୍ଟା ନିଜ ସୁବିଧା ଅନୁସାରେ ଟିକା ନେଇପାରିବେ । ମାର୍ଚ୍ଚ ୧ ତାରିଖରୁ ଦ୍ୱିତୀୟ…

ଆସନ୍ତାକାଲି କୋରାପୁଟ ଜିଲ୍ଲାର ୨୫ଟି କେନ୍ଦ୍ରରେ ହେବ ଟିକାକରଣ

କୋରାପୁଟ : ଆସନ୍ତାକାଲି ରାଜ୍ୟରେ ବୟସ୍କଙ୍କୁ ଦିଆଯିବ ଟିକା । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ତେବେ ବିବାଦୀୟ କୋରାପୁଟର କୋଟିଆ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ପ୍ରଶାସନ ପକ୍ଷରୁ ଆସନ୍ତକାଲି କୋଟିଆସ୍ଥିତ ନୂଆ ହସ୍ପିଟାଲରେ ବରିଷ୍ଠ ନାଗରିକଙ୍କୁ…

୨୫୦ ଟଙ୍କାରେ କରୋନା ଟିକା

ନୂଆଦିଲ୍ଲୀ : ଆସନ୍ତା ସୋମବାରରୁ ସାରା ଦେଶରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତୃତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏଥିସହ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବି ଟିକା ନେବେ । ଯେଉଁମାନେ ବହୁବିଧ…

ଟିକା ନ ନେଲେ ସରକାରୀ ସୁବିଧାରୁ ବଞ୍ଚିତ ହେବେ ପଞ୍ଜିକୃତ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା

ଭୁବନେଶ୍ବର : ଟିକା ନେବା ଲାଗି ପଞ୍ଜିକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ପୁଣି କରୋନା ଟିକା ଦେବାକୁ ତାଗିଦ କରିଛନ୍ତି ରାଜ୍ୟ ସରକାର । ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଭୁବନେଶ୍ବର, କଟକ,…

ସର୍ବାଧିକ ଟିକାକରଣ ସଂଖ୍ୟା ଥିବା ଦେଶ ତାଲିକାରେ ଭାରତ ତୃତୀୟ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ଦିନ ଆମେରିକା ଏବଂ ବ୍ରିଟେନ ପରେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଗୁରୁବାର ସକାଳ ୮ ଟା ପର୍ଯ୍ୟନ୍ତ ଦେଶରେ କୋଭିଡ୍‌-୧୯ ବିରୋଧରେ ସ୍ୱାସ୍ଥ୍ୟସେବା କର୍ମଚାରୀ (HCWs) ଏବଂ ଫ୍ରଣ୍ଟଲାଇନ କର୍ମଚାରୀ (FLWs) ର ଟିକାକରଣ କଭରେଜ…