Latest Odisha News
Browsing Tag

Corona Virus

ଆଜି ଦିନ ୧୧ଟାରେ ‘ମନ କି ବାତ୍‌’, କରୋନା ମୁକାବିଲା ନେଇ କହିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟାରେ ‘ମନ କି ବାତ୍‌’ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଏଥିରେ କରୋନା ମହାମାରୀ ନେଇ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ଏ ନେଇ ମୋଦି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଗତ ସପ୍ତାହକ…

କରୋନା ମୁକାବିଲା: ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ବିସିସିଆଇ ଦେଲା ୫୧ କୋଟି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ବିସିସିଆଇର ୫୧ କୋଟି ଟଙ୍କା ସହାୟତା ଘୋଷଣା । ଇଣ୍ଡିଆନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍ ଇଣ୍ଡିଆ(ବିସିସିଆଇ) ପକ୍ଷରୁ ଏ ନେଇ ଶନିବାର ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ବିସିସିଆଇ ଓ ରାଜ୍ୟ କ୍ରିକେଟ ବୋର୍ଡଙ୍କଠାରୁ ଆଦାୟ ଏହି ଅର୍ଥ ରାଶି…

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାହାଯ୍ୟ କଲେ ଓଲିଉଡ କଳାକାର

ଭୁବନେଶ୍ୱର : କରୋନା ଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ବିଭିନ୍ନ ବର୍ଗର ଲେକୋ ଆର୍ଥିକ ସହାୟତା କରୁଛନ୍ତି । ତେବେ ଏଥିରୁ ବାଦ ପଡିନାହାନ୍ତି ଓଲିଉଡ କଳାକାର, ନିର୍ଦ୍ଦେଶକ ଓ ପ୍ରଯୋଜକ । ଓଲିଉଡରେ ପ୍ରଥମ ବ୍ୟକ୍ତି ଭାବେ ପ୍ରଯୋଜକ ଅକ୍ଷୟ ପରିଜା ଏକ ଲକ୍ଷ…

ବିଶେଷ ପିଲାମାନଙ୍କ ଉପରେ କରୋନାର ପ୍ରଭାବ ଓ ପ୍ରତିକାର…

କରୋନା ଭୂତାଣୁ ସଂକ୍ରମଣ ପ୍ରଭାବ ଓ ପ୍ରତିକାର ନେଇ ଡା. ଦୁର୍ଗା ପ୍ରସାଦ ମିଶ୍ରଙ୍କ ଆଲେଖ କରୋନା ଭୂତାଣୁ ଜନିତ ବିଶ୍ୱବ୍ୟାପୀ ମହାମାରୀ ବୌଦ୍ଧିକ ତଥା ବିକାଶାତ୍ମକ ଅସୁବିଧା ଥିବା ପିଲାମାନଙ୍କ ଅଭିଭାବକଙ୍କ ପାଇଁ ଅତ୍ୟନ୍ତ ଚିନ୍ତାର କାରଣ ସୃଷ୍ଟି କରିଛି । ଏହା ପରୀକ୍ଷିତ ଯେ, ଅକ୍ଷମତା…

କେରଳରେ ଫଶି ରହିଛନ୍ତି ୪୫ ଓଡିଆ ଶ୍ରମିକ

ଖୋର୍ଦ୍ଧା: ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ କେରଳରେ ଫଶି ରହିଛନ୍ତି ୪୫ ଜଣ ଓଡିଆ ଦିନ ମଜୁରିଆ । ଏମାନଙ୍କ ଘର ଖୋର୍ଦ୍ଧା, ବେଗୁନିଆ, ରଣପୁର ଅଂଚଳରେ ହୋଇଥିବା ବେଳେ ଗଲା ୮ ମାସ ହେଲା ଏମାନେ କେରଳର ଗୁଡିକୋଟ ଜିଲ୍ଲାର କୁଦିଆର ଜଙ୍କସନଠାରେ କାମ କରୁଥିଲେ । ଏବେ ଲକ୍ ଡାଉନ…

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୨ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ନେଇ ଆଜି ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ, ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ୯୪ ଲକ୍ଷ ପରିବାରକୁ ରାଜ୍ୟ ସରକାର ଏକ ହଜାର ଟଙ୍କା ସହାୟତା ଯୋଗାଇ ଦେବେ । । ଏ ନେଇ ୯୪୦ କୋଟି…

ଲକ୍ ଡାଉନ ନେଇ ଚିନ୍ତାରେ ନଟିଆ

ଏବେ କରୋନାକୁ ନେଇ ଚିନ୍ତାରେ ନଟିଆ । ଲକ୍ ଡାଉନ ଯୋଗୁଁ ସେ କବାଟ ଦେଇ ଘରେ ରହୁଛି । କିଏ ଘରକୁ ଆସିଲେ କବାଟ ଖୋଲିବାକୁ ରାଜି ନୁହେଁ । କେବଳ ସେତିକି ନୁହେଁ ଘରକୁ ଆସିଥିବା କକାଙ୍କୁ ଏକ ମିଟର ଦୂରରେ ରହିବାକୁ କହୁଛି । ଏପରିକି ତାଙ୍କୁ ଚା ବିସ୍କୁଟ ଖାଇବା ପୂର୍ବରୁ ହାତ କେମିତି ଧୋଇବା ତା…

କରୋନା ଭୟ: କର କ୍ଲିନିକର ସଫେଇ କର୍ମଚାରୀ ହଟହଟା

ଭୁବନେଶ୍ୱର : ତୃତୀୟ କରୋନା ପଜିଭିଭ ରୋଗୀ ରାଜଧାନୀର କର କ୍ଲିନିକରେ ଚିକିତ୍ସିତ ହେଉଥିବାରୁ ଏଠାକାର କର୍ମଚାରୀମାନଙ୍କୁ ହଟହଟା ହେବାକୁ ପଡିଛି । ଶୁକ୍ରବାର ହସ୍ପିଟାଲର ୧୩ ଜଣ ସଫେଇ କର୍ମଚାରୀଙ୍କୁ ସେମାନେ ରହୁଥିବା ବସ୍ତିରେ ପଶିବାକୁ ଦିଆଯାଇ ନ ଥିଲା । ଏ ନେଇ ସେମାନେ ଭୁବନେଶ୍ୱର…

କାମରେ ଯୋଗ ଦେଲେ ଆଇଏଏସ୍ ତଥା ଓଏମସିର ପରିଚାଳନା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା

ଭୁବନେଶ୍ୱର : ୧୪ ଦିନର କ୍ୱାରେଣ୍ଟାଇନ ପରେ କାମରେ ଯୋଗ ଦେଲେ ଆଇଏଏସ୍ ଆର୍ ଭିନିଲ କ୍ରିଷ୍ଣା । ତାଙ୍କୁ କୋଭିଡ୍‌୧୯ ପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଛି । ଏ ନେଇ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେ ବିଦେଶରୁ ୧୦ ତାରିଖରେ ଫେରିଥିବା ବେଳେ ସରକାର ନିର୍ଦ୍ଦେଶ କ୍ରମେ ୧୬ ତାରିଖରେ…

ଭୁବନେଶ୍ୱର ରୁଚିକା ମାର୍କେଟରୁ ଗୁଜୁରାଟୀ ଦମ୍ପତ୍ତିଙ୍କୁ ଉଦ୍ଧାର କଲା ବିଏମସି

ଭୁବନେଶ୍ୱର: ଓଡିଶା ବୁଲିବାକୁ ଆସିଥିବା ବେଳେ ଲକ୍ ଡାଉନ ଯୋଗୁଁ ରାଜଧାନୀରେ ଫଶି ରହିଥିବା ଗୁଜୁରାଟୀ ଦମ୍ପତ୍ତି ଙ୍କୁ ଭୁବନେଶ୍ୱରର ରୁଚିକା ମାର୍କେଟରୁ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଉଦ୍ଧାର କରିଛି । ସୁରଟର ଜିତେନ୍ଦ୍ର ବାଲାଜୀ, ତାଙ୍କ ପତ୍ନୀ ରଶ୍ମି ଓ ଝିଅ ନେଇ ଗତ ୧୪…