ହୋମ କ୍ୱାରେଣ୍ଟାଇନ ଉଲ୍ଲଂଘନ ପାଇଁ ବ୍ରହ୍ମପୁରରେ ଜଣଙ୍କ ନାଁରେ ମାମଲା ରୁଜୁ
ବ୍ରହ୍ମପୁର: ନିକଟରେ ଦୋହାରୁ ଫେରିଥିବା ଜଣେ ବ୍ୟକ୍ତି ହୋମକ୍ୱାରେଣ୍ଟାଇନରେ ଥାଇ ମଧ୍ୟ ଏଥିରେ ଖିଲାପ କରିଥିବା ଅଭିଯୋଗ ଆସିଛି । ପାତ୍ରପୁର ତହସିଲଦାରଙ୍କ ଅଭିଯୋଗ କ୍ରମେ ବ୍ରହ୍ମପୁର ଜରଦା ପୋଲିସ ଥାନାରେ ମାମଲା ରୁଜୁ ହୋଇଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସରକାରୀ…