Latest Odisha News

BREAKING NEWS

Browsing Tag

Coronavirus

କରୋନା ଆତଙ୍କ: ବସ୍ ଯୋଗେ ସୁରଟରୁ ଯାଜପୁର ଫେରିଲେ ୧୦୫ ପ୍ରବାସୀ ଓଡ଼ିଆ

ଯାଜପୁର: ଆଜି ଯାଜପୁର ଫେରିଲେ ସୁରଟରୁ ପ୍ରବାସୀ ଓଡ଼ିଆ । ଗୁଜରାଟର ସୁରତରୁ ବସରେ ଯାଜପୁର ଜିଲ୍ଲାକୁ ଫେରିଛନ୍ତି ୧୦୫ଜଣ ପ୍ରବାସୀ ଓଡ଼ିଆ । ମିଳିଥିବା ସୂଚନାନୁଯାୟୀ,  ଆଜି ସକାଳେ ସେମାନେ ୨ଟି ବସରେ ଜିଲ୍ଲାର ପ୍ରବେଶ ପଥ ଛତିଆରେ ପହଁଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସେଠାରେ…

୨୦୨୦ ଶେଷ ସୁଦ୍ଧା ଆମେରିକାରେ କୋଭିଡ୍‌-୧୯ ଭାକ୍ସିନ୍ ଉପଲବ୍ଧ ହେବ: ଡୋନାଲ୍ଡ ଟ୍ରମ୍ପ୍‌

ୱାଶିଂଟନ୍‌: କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ସଂଖ୍ୟା ୮୦,୦୦୦ ପହଞ୍ଚିବା ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାକ୍ସିନ ଉପଲବ୍ଧ ହେବାନେଇ ଦମ୍ଭୋକ୍ତି ପ୍ରଦାନ କରିଛନ୍ତି । ଚଳିତ ୨୦୨୦ ଶେଷ ସୁଦ୍ଧା କରୋନା ଭାକ୍ସିନ୍ ଆମେରିକାରେ ଉପଲବ୍ଧ ହେବ ବୋଲି ଗଣମାଧ୍ୟମରେ…

ଜୀବନ, ଜୀବିକା ଓ ମହାମାରୀ…

ମାନବ ସମାଜର ଇତିହାସରେ ଜୀବନ ଓ ଜୀବିକାର ସୁରକ୍ଷା ସର୍ବଦା ସମାଜ ଏବଂ ରାଷ୍ଟ୍ରର ପ୍ରଥମ କର୍ତ୍ତର୍ବ୍ୟ । ଅତୀତରେ ସ୍ପେନିସ ଇନ୍‌ଫ୍ଲୁଏଞ୍ଜା(୧୯୧୮-୨୦), ବୁବୋନିକ୍ ପ୍ଲେଗ୍‌(୧୩୪୬-୫୩), ଏସିଆନ୍ ଫ୍ଲୁ, କଲେରା, ସ୍ମଲ୍‌ପକ୍‌ସ ଭଳି ମହମାରୀ ଜୀବନ ଓ ଜୀବିକା କ୍ଷେତ୍ରରେ ଅନେକ ବିପର୍ଯ୍ୟୟ…

ଅଟୋଇମ୍ୟୁନ୍ ରୋଗ ଓ କୋଭିଡ୍‌-୧୯

ଚିକିତ୍ସା ଓ ସ୍ୱାସ୍ଥ୍ୟ ସମ୍ପର୍କୀତ ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ରଙ୍କ ନିୟମିତ ସ୍ତମ୍ଭ: ଆରୋଗ୍ୟ ଆପଣମାନଙ୍କ ପାଇଁ ଯେଉଁମାନେ ମାସ୍କ ପିନ୍ଧିବାକୁ ଚାହାନ୍ତି ନାହିଁ କିମ୍ବା ଭାବନ୍ତି ଲୋକମାନେ କୋଭିଡ୍‌-୧୯ ପ୍ରତି ଅତ୍ୟଧିକ ପ୍ରତିକ୍ରିୟା କରୁଛନ୍ତି, ଦୟାକରି ମନେରଖନ୍ତୁ ଏବଂ ଯେଉଁମାନେ…

କରୋନା: ଆରମ୍ଭରୁ ଆଜି ଯାଏଁ…

ରାତି ପାହିଲେ ଚାଲିଛି ଅଙ୍କ କଷା l ସ°କ୍ରମିତଙ୍କ ସ°ଖ୍ୟା କେତେ ବଢିଲା ! ମୃତକଙ୍କ ସ°ଖ୍ଯା କେତେ ହେଲା ! ଆଶଙ୍କାରେ କେତେ ଲୋକଙ୍କୁ ଏକାନ୍ତରେ ରଖାଗଲା, ଏମିତି ଅନେକ l ସାରା ପୃଥିବୀରେ ଏବେ ଭୟର ବାତାବରଣ l ସାରା ବିଶ୍ଵବାସୀ ଏବେ ଆତଙ୍କିତ l ପରମାଣୁ ଶକ୍ତିରେ ଶକ୍ତିଶାଳୀ…

ରୂପ, ଭେକ ସବୁ ବଦଳିବ…

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କରୋନା ପରବର୍ତ୍ତୀ ଜୀବନ କେମିତି ହେବ, ତାକୁ ନେଇ ଏବେ ଚାଲିଛି ଅନେକ ଆଲୋଚନା । ବହୁ ଲୋକ, ବହୁ ଗବେଷକ ଅନେକ ମତ ଦେଉଛନ୍ତି । ଜୀବନ ଏମିତି ହେବ, ଜୀବନ ସେମିତି ହେବ- ଏ ନେଇ ଚାଲିଛି ଯୁକ୍ତି । କରୋନାର ପ୍ରଭାବ ଯେ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ କରୋନା ଭୂତାଣୁ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ବିଶ୍ୱ ମହାମାରୀ କରୋନା ସାରା ବିଶ୍ୱରେ ଆତଙ୍କ ଖେଳେଇ ଚାଲିଛି । ବଡ଼ ବଡ଼ ବିକଶିତ ଦେଶ ମାନଙ୍କର ଅଂଟା ଭାଙ୍ଗି ପଡ଼ିଲାଣି । ଏହି ମହାମାରୀ ଯେତିକି ଦ୍ରୁତ ଗତିରେ ସଂକ୍ରମିତ ହେଉଛି, ତା’ଠୁ ଅଧିକ ଦ୍ରୁତ ଗତିରେ ସାମାଜିକ ଓ ଅର୍ଥନୈତିକ…

ବିପଦରେ ପାକିସ୍ତାନ; ଇମ୍ରାନଙ୍କୁ କରୋନା !

ଇସ୍ଲାମାବାଦ: ଏବେ ପାକିସ୍ତାନ ଘୋର ବିପଦରେ ପଡ଼ିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ଆଲୋଚନା ଜୋର୍ ଧରିଛି । ପାକିସ୍ତାନ ଗଣମାଧ୍ୟମ ଦି ଡନ୍‌ରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ଇମ୍ରାନ କରୋନା…

କରୋନା ଆତଙ୍କ: ଭଦ୍ରକରେ ୫, ବାଲେଶ୍ୱରରେ ୨ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଯେଉଁ ୭ଟି ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରେ ଭଦ୍ରକ ଜିଲ୍ଲାରୁ ୫ଜଣ ଏବଂ ବାଲେଶ୍ୱର ଜିଲ୍ଲାରୁ ୨ ଜଣ । 7 New Positive Cases of…