Latest Odisha News

BREAKING NEWS

Browsing Tag

covaxin

କିପରି ଚିହ୍ନିବେ ନକଲି କୋଭିଡ୍‌-୧୯ ଟିକା

ନୂଆଦିଲ୍ଲୀ: ନକଲି କୋଭିଡ-୧୯ ଟିକା ଚିହ୍ନଟ କରିବା ଏବଂ ଏହା ଭାରତରେ ବ୍ୟବହୃତ ନହେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ଦକ୍ଷିଣ-ପୂର୍ବ ଏସିଆ ଏବଂ ଆଫ୍ରିକାରେ କୋଭିଶିଲ୍ଡର ନକଲି ସଂସ୍କରଣ ଚିହ୍ନଟ କରିଥିବା ପ୍ରାୟ ଦୁଇ…

କୋଭାକ୍ସିନ୍‌କୁ ମିଳିଲା ଜିଏମ୍‌ପି ପ୍ରମାଣପତ୍ର; ହଙ୍ଗେରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ ଟିକା କୋଭାକ୍ସିନ୍‌କୁ ହଙ୍ଗେରୀ କର୍ତ୍ତୃପକ୍ଷଙ୍କ ଦ୍ବାରା ଗୁଡ୍‌ ମାନୁଫାକ୍ଟରିଙ୍ଗ୍‌ ସର୍ଟିଫିକେଟ୍‌ (ଜିଏମ୍‌ପି) ପ୍ରଦାନ କରାଯାଇଛି। ହଙ୍ଗେରୀରୁ କୋଭାକ୍ସିନ୍‌କୁ ଜିଏମ୍‌ପି ପ୍ରମାଣପତ୍ର ମିଳିଥିବାରୁ ଏହା ଦେଶ ପାଇଁ ଭଲ ସଙ୍କେତ…

ଡେଲଟା ପ୍ଲସ୍ ପ୍ରଜାତି ବିରୁଦ୍ଧରେ କୋଭାକ୍ସିନ୍ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ର କରୋନା ବିରୋଧୀ ଟିକା କୋଭାକ୍ସିନ୍ କରୋନା ଅନ୍ୟ ପ୍ରଜାତି ଡେଲଟା ପ୍ଲସ୍ ବିରୁଦ୍ଧରେ ପ୍ରଭାବଶାଳୀ ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି। କୋଭାକ୍ସିନ୍ ଭାରତର ପ୍ରଥମ ସ୍ବଦେଶୀ…

କୋଭାକ୍ସିନ ପାଇଁ କ୍ଲିନିକାଲ ଅଧ୍ୟୟନକୁ ବାତିଲ କଲା ବ୍ରାଜିଲ

ନୂଆଦିଲ୍ଲୀ: ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ ଅନଭିସା ସୋମବାର କହିଛି ଯେ ଭାରତ ବାୟୋଟେକ୍‌ ଦ୍ବାରା ବିକଶିତ କୋଭିଡ୍‌ ବିରୋଧୀ ଟିକା କୋଭାକ୍ସିନ ପାଇଁ ଏକ କ୍ଲିନିକାଲ ଅଧ୍ୟୟନକୁ ବାତିଲ କରିଦିଆଯାଇଛି। ଅନଭିସା ପକ୍ଷରୁ ସୋମବାର କୁହାଯାଇଛି ଯେ ଏହି ପରୀକ୍ଷା ଫଳସ୍ୱରୂପ ଆଗକୁ ବଢିପାରିବ…

କୋଭାକ୍ସିନକୁ ମିଳିବ ‘ହୁ’ ର ଅନୁମତି!

ନୂଆଦିଲ୍ଲୀ: କୋଭାକ୍ସିନକୁ ମିଳିପାରେ ହୁର ଅନୁମତି। କୋଭାକ୍ସିନର ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ଭରତ ବାୟୋଟେକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନକୁ ଅପେକ୍ଷା କରିଥିବାବେଳେ WHO ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ବାମୀନାଥନ୍‌ କହିଛନ୍ତି ଯେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ତଥ୍ୟ…

ଗଞ୍ଜାମ ଜିଲ୍ଲାରେ ଆଜିଠୁ ଦିଆଯିବ କୋଭାକ୍ସିନ୍ ଟିକା

ବ୍ରହ୍ମପୁର: ଆଜିଠୁ ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ ଦିଆଯିବ କୋଭାକ୍ସିନ୍ ଟିକା । ଭୁବନେଶ୍ୱର ବାହାରେ ପ୍ରଥମ ଥର ଅନ୍ୟ ସ୍ଥାନରେ କୋଭାକ୍ସିନ ଟିକା ଦିଆଯିବ । ୧୮ ବର୍ଷରୁ ଅଧିକ ଯେଉଁମାନେ ପ୍ରଥମ ଡୋଜ୍ ନେବେ ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ । ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଥିବା…

ବ୍ରାଜିଲ୍-ଭାରତ ବାୟୋଟେକ୍ ଚୁକ୍ତି ସ୍ଥଗିତ

ନୂଆଦିଲ୍ଲୀ: ଟିକାକିଣା ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ଭାରତ ବାୟୋଟେକ୍ ସହ ଟିକାକିଣା ଚୁକ୍ତିକୁ ସ୍ଥଗିତ ରଖିଛି ବ୍ରାଜିଲ। ଏହି ଚୁକ୍ତି ସ୍ଥଗିତ ହେବା ପରେ ୩୨୪ ମିଲିୟନ ଡଲାରର ଚୁକ୍ତିର ଭବିଷ୍ୟତ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ଅନିୟମିତତାରେ ରାଷ୍ଟ୍ରପତି ଜାଏର…

କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଫିଲିପାଇନ୍ସର ଅନୁମୋଦନ

ଫିଲିପାଇନ୍ସ: ଭାରତୀୟ ଟିକାର ଜରୁରୀକାଳୀନ ବ୍ୟବହାରକୁ ବିଦେଶରେ ମିଳିଲା ଅନୁମତି। ଫିଲିପାଇନ୍ସର ଫୁଡ୍ ଆଣ୍ଡ୍‌ ଡ୍ରଗ୍‌ ଏଜେନ୍ସି ଶୁକ୍ରବାର ଦିନ ଭାରତୀୟ କମ୍ପାନୀ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଥିବା ସୂଚନା ମିଳିଛି। କମ୍ପାନୀ…

କରୋନାର ବ୍ରାଜିଲ୍ ଭାରିଆଣ୍ଟ ବିରୋଧରେ ପ୍ରଭାବଶାଳୀ ‘କୋଭାକ୍ସିନ୍’

ହାଇଦ୍ରାବାଦ: ଦେଶୀ ଟିକା ‘କୋଭାକ୍ସିନ୍’ କରୋନାର ବ୍ରାଜିଲ୍ ଷ୍ଟ୍ରେନ୍ ଉପରେ ପ୍ରଭାବଶାଳୀ । କରୋନା ଟିକା ‘କୋଭାକ୍ସିନ୍’କୁ ନେଇ ହୋଇଥିବା ନୂଆ ଅଧ୍ୟୟନରୁ ଏହା ଜଣାପଡ଼ିଛି । ପୂର୍ବରୁ କୋଭାକ୍ସିନ୍ ୟୁକେ ଭାରିଆଣ୍ଟ, B.1.1.7 ଏବଂ ମହାରାଷ୍ଟ୍ରର ଡବଲ ମ୍ୟୁଟାଣ୍ଟ କୁହାଯାଉଥିବା B.1.617…

ଭଲ ଖବର: କରୋନାର ଭିନ୍ନ ଭିନ୍ନ ଷ୍ଟ୍ରେନ୍ ଉପରେ ସଫଳ ହେଉଛି କୋଭାକ୍ସିନ୍ ଟିକା

ନୂଆଦିଲ୍ଲୀ: କରୋନାରେ ସେକେଣ୍ଡ ଓ୍ୱେଭକୁ ନେଇ ଏବେ ଦେଶରେ ହାହାକାର ପରିସ୍ଥିତି । ସଂକ୍ରମଣ ୩ଲକ୍ଷ ମୁହାଁ ହୋଇଛି । ତାସହ ମୃତ୍ୟୁସଂଖ୍ୟା ବି ଉପରମୁହାଁ ହୋଇଛି । ଏଭଳି ସ୍ଥିତିରେ ଆଶ୍ୱସ୍ତିକର ଖବର ଦେଇଛି ଆଇସିଏମଆର୍ । ଟିକାକରଣ ଅଭିଯାନ ଭିତରେ ସ୍ୱଦେଶୀ ଟିକା କୋଭାକ୍ସିନ୍ ସଫଳତା ଉପରେ ଭଲ…