Latest Odisha News

BREAKING NEWS

Browsing Tag

COVID-19

ରାଜ୍ୟର ୧୫ ଜିଲ୍ଲାରୁ ୧୬୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୬୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୯୫ ଜଣ ଓ ୬୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ହସ୍ପିଟାଲରୁ ଘରକୁ ଫେରିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୋମବାର ସୋନିଆ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲରୁ ତାଙ୍କ ବାସ ଭବନକୁ ଫେରିଛନ୍ତି । ତେବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ଘରେ ରହି ମଧ୍ୟ ତାଙ୍କର ଚିକିତ୍ସା ଜାରି ରହିବ । କୋଭିଡ…

ଆମେରିକାଠୁ ଭଲ ୟୁପିର କୋଭିଡ ପରିଚାଳନା: ବିଲ୍ ମେଲିଣ୍ଡା ଫାଉଣ୍ଡେସନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କୋଭିଡ୍ ପରିଚାଳନା ଆମେରିକା ତୁଳନାରେ ଭଲ। ଆମେରିକାର ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ଏହା କହିଛି। ଫାଉଣ୍ଡେସନର ଏକ ପ୍ରତିନିଧି ଦଳ ଗୁରୁବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ସ୍ୱାସ୍ଥ୍ୟ, ପୋଷଣ ଏବଂ କୃଷି କ୍ଷେତ୍ରରେ…

ଉତ୍ତର କୋରିଆରେ କରୋନାର ସୁନାମୀ: ଦୈନିକ ୨ ଲକ୍ଷ ପଜିଟିଭ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନା କାୟା ଭିତରେ କଲବଲ ହେଉଛି ଉତ୍ତର କୋରିଆ । ସାଂଘାତିକ ସ୍ଥିତି । ଭୟଙ୍କର ଭାବରେ ମାଡୁଛି କରୋନା । ଦୈନିକ ବାହାରୁଛନ୍ତି ୨ଲକ୍ଷ ପଜିଟିଭ୍ । ଗତ ୨୪ ଘଣ୍ଟାରେ ୨ଲକ୍ଷ ୧୯ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ପାଖରେ କରୋନା ଲକ୍ଷଣ ରହିଛି ।…

କରୋନା ଲଢ଼େଇ ପାଇଁ ମୋଦିଙ୍କ ୩ଟି ମନ୍ତ୍ର; ଖୁବ୍ ଶୀଘ୍ର ହେଉ ଶିଶୁଙ୍କ ଟୀକାକରଣ

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ସମୀକ୍ଷା ବୈଠକ କରିଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ସହ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ପରାମର୍ଶ ଦେଇଛନ୍ତି ମୋଦି ।…

ଭାରତରେ ଧୀରେ ଧୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିଲ୍ଲୀ-ମୁମ୍ବାଇ ଅଧିକ ସମ୍ବେଦନଶୀଳ

ନୂଆଦିଲ୍ଲୀ: ଭାରତରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶ୍ୱର ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ ଆକ୍ରନ୍ତଙ୍କ ସଂଖ୍ୟା କମ୍ । କିନ୍ତୁ ସ୍ଥିତି ଚିନ୍ତାଜନକ । ଗୁରୁବାର ଦେଶରେ ୧୦୦୭ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ପର୍ଯ୍ୟନ୍ତ ସମୁଦାୟ…

ଚୀନରେ ବର୍ଷକ ପରେ ଦୁଇ ଜଣଙ୍କର କୋଭିଡରେ ମୃତ୍ୟୁ

ବେଜିଂ: ଶନିବାର ଚୀନର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ କରୋନା ସଂକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ବର୍ଷକ ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡିଛି । ଦୁଇ ମୃତକ ଚୀନରତ୍ତଉତ୍ତର ପୂର୍ବ ଅଂଚଳର । ୨ ମୃତକଙ୍କ ସହ ଚୀନରେ ମୃତ୍ୟୁ ସଂଖ୍ୟା ୪ ହଜାର ୬୩୮ରେ ପହଞ୍ଚିଛି । ସେହିପରି…

ଆସନ୍ତା ସପ୍ତାହରୁ ବ୍ରିଟେନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ

ଲଣ୍ଡନ: ବ୍ରିଟେନରେ ଆସନ୍ତା ସପ୍ତାହରୁ ଆଉ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ ନାହିଁ । ଅର୍ଥାତ୍ ମାସ୍କ ପିନ୍ଧିବା ବାଧ୍ୟତାମଳକ ହେବନି । ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କୋଭିଡ୍ ଗାଇଡଲାଇନରେ କୋହଳ ଘୋଷଣା କରିଛନ୍ତି । କାରଣ ଓମିକ୍ରନ୍ ଲହର ବ୍ରିଟେନରେ ଶେଷ ସ୍ତରରେ ପହଞ୍ଚି ସାରିଛି ।…

ରାଜଧାନୀରେ ଶିଖର ଛୁଇଁଲାଣି କରୋନା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ପିକ୍‌ରେ ପହଞ୍ଚିବା ପରେ ବର୍ତ୍ତମାନ ମାମଲା ହ୍ରାସ ପାଇବାରେ ଲାଗିଛି। ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଶନିବାର ସୂଚନା ଦେିଛନ୍ତି। ଗତକାଲି ଦିଲ୍ଲୀରେ କରୋନା ମାମଲା ପୂର୍ବ ଦିନ ଅପେକ୍ଷା କମ୍ ଥିଲା। ଦିଲ୍ଲୀରେ କରୋନା ମାମଲା ଚରମ ସୀମାରେ ପହଞ୍ଚିଛି,…

ଆଜି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମୋଦୀ

ନୂଆଦିଲ୍ଲୀ: ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବଡ ବୈଠକ କରିପାରନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ସନ୍ଧ୍ୟା ୪.୩୦ରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଦେଶରେ ଦୈନିକ କରୋନା…