Latest Odisha News

BREAKING NEWS

Browsing Tag

COVID-19

ଆଜି ରାଜଧାନୀରେ ୯୧ ନୂଆ ଆକ୍ରାନ୍ତ, ୯୯ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରର ୯୧ ଜଣ ଥିବା ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୯ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଭୁବନେଶ୍ୱରରେ ୯୯ଜଣ କରୋନା…

ଆଜିଠାରୁ ୧୦ ଦିନ ପାଇଁ ସମ୍ବଲପୁରରେ ସଟ୍ ଡାଉନ

ସମ୍ବଲପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜିଠାରୁ ସମ୍ବଲପୁରକୁ ସଟ୍ ଡାଉନ କରାଯାଇଛି । ଆଜିଠାରୁ ୩୧ ତାରିଖ ଯାଏଁ ଅର୍ଥାତ ୧୦ ଦିନିଆ ସଟ୍ ଡାଉନ ଘୋଷଣା ହୋଇଛି । ଏହି ସଟ୍‌ଡାଉନ ସମୟରେ ଜିଲ୍ଲା ଭିତରେ ଯାତାୟତ ନେଇ କଟକଣା ଜାରି ହୋଇଛି । କେବଳ ଅତ୍ୟାବଶ୍ୟକ ଦୋକାନ…

ହୀତାଧିକାରୀଙ୍କୁ ମିଳିବ ୫ ମାସର ମାଗଣା ଚାଉଳ ଓ ଡାଲି

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ପାଇବେ ୫ ମାସର ମାଗଣା ଚାଉଳ ଓ ଡାଲି । କରୋନା ସଂକ୍ରମଣ ଏବଂ ଏହାର ମୁକାବିଲା ପାଇଁ ଲକଡାଉନ୍ ଓ ସଟଡାଉନ୍ ଗରିବ ଲୋକଙ୍କ ଜୀବନ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି । ତେଣୁ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜୁଲାଇରୁ…

ଡାକ୍ତରଙ୍କ ଅବସର ବୟସ ୬୨ରୁ ୬୫ ବର୍ଷକୁ ବୃଦ୍ଧି

ଭୁବନେଶ୍ୱର: ଡାକ୍ତରଙ୍କ ଅବସର ବୟୟ ସୀମା ବୃଦ୍ଧି । ୬୨ରୁ ୬୫କୁ ବୃଦ୍ଧି କଲେ ରାଜ୍ୟ ସରକାର । କୋଭିଡ ପରିସ୍ଥିତିରେ ଡାକ୍ତରମାନଙ୍କ ଗୁରୁ ଦାୟିତ୍ବ ରହିଛି। ଏହାକୁ ଦୃଷ୍ଟିରେ ରଖି ଓଏଚଏମଏସ୍ କ୍ୟାଡରର ଡାକ୍ତରମାନଙ୍କ ଅବସର ବୟସକୁ ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରାଯାଇଛି । ଏନେଇ…

ସୁସ୍ଥ ହେଲେ ଆଉ ୪୦୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ହାର । ଆଜି ପୁଣି ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦୯ରେ ପହଁଚିଛି । 5 from Jagatsinghpur 5 from Sonepur 4 each…

ଆସନ୍ତାକାଲି ଭୁବନେଶ୍ୱର ସାମ୍ବାଦିକଙ୍କର ଆଣ୍ଟିଜେନ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କ୍ଷିପ୍ର ଗତିରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ । ଏହି ସଂକ୍ରମଣରୁ କରୋନା ଯୋଦ୍ଧାମାନେ ମଧ୍ୟ ବାଦ୍ ପଡୁନାହାନ୍ତି । ସମସ୍ତଙ୍କୁ କବ୍‌ଜା କରି ନେଉଛି ଏହି କିଲର ଭାଇରସ । ଏହାରି ଭିତରେ ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ସମସ୍ତ ସାମ୍ବାଦିକମାନଙ୍କ ରାପିଡ୍…

ରାୟଗଡା କୋଲନରା ତହସିଲଦାରଙ୍କୁ କରୋନା, ତହସିଲ ଅଫିସ୍ ସିଲ୍

ରାୟଗଡା: ରାୟଗଡା ଜିଲ୍ଲା କୋଲନରାର ତହସିଲଦାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । କୋଲନରାର ତହସିଲଦାରଙ୍କ ସମେତ ୨ଜଣଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ସେମାନଙ୍କୁ କୋଭିଡ…

‘ବନ୍ଦ ଘରେ ବି ମାସ୍କ ଜରୁରୀ’

ନୂଆଦିଲ୍ଲୀ: ଏଣିକି ବନ୍ଦ ଘରେ ତଥା ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବା ଜରୁରୀ । ବାୟୁରେ କରୋନା ବ୍ୟାପିବା ଆଶଙ୍କା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ପରେ ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବା ପାଇଁ ସିଏସ୍‌ଆଇଆର୍‌ (କାଉନସିଲ୍ ଅଫ୍ ସାଇଂଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ)…

ଭୁୁବନେଶ୍ୱରରୁ ବାହାରିଲେ ଆଉ ୨୧ ପଜିଟିଭ, ୪୯ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୨୧ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୫ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୪୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ ଜରିଆରେ ସୂଚନା ଦିଆଯାଇଛି…

କରୋନା ପରୀକ୍ଷା ଓ ପରିଚାଳନାକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିଚାଲିଥିବା ବେଳେ ସରକାରଙ୍କ କୋଭିଡ୍ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କଂଗ୍ରେସ କହିଛି, ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାରେ ସମ୍ପୂର୍ଣ୍ଣ ତ୍ରୁଟି ରହିଛି । ଚିକିତ୍ସା ବଦଳରେ ସରକାର କେବଳ ସଚେତନ ଓ କିଟ୍ କିଣାରେ…