Latest Odisha News

BREAKING NEWS

Browsing Tag

COVID-19

ସାମ୍ବାଦିକ କି ଅଲୋଡ଼ା ?

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କରୋନା ଲଢେଇ ସମୟରେ ଗୋଟିଏ କଥା ବାରବାର ସାମାଜିକ ଗଣମାଧ୍ୟମରେ ଆସୁଛି । ସରକାର ସଭିଙ୍କ ପାଇଁ ପ୍ୟାକେଜ୍‍ ଘୋଷଣା କରୁଛନ୍ତି । ଆର୍ଥିକ ପ୍ୟାକେଜ୍‍ ବ୍ୟତୀତ ଅନ୍ୟାନ୍ୟ ସୁବିଧା ବି ରହିଛି । ଗତକାଲି ପୁଣି ଡାକ୍ତର ଓ…

ବିପଦରେ ପାକିସ୍ତାନ; ଇମ୍ରାନଙ୍କୁ କରୋନା !

ଇସ୍ଲାମାବାଦ: ଏବେ ପାକିସ୍ତାନ ଘୋର ବିପଦରେ ପଡ଼ିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ଆଲୋଚନା ଜୋର୍ ଧରିଛି । ପାକିସ୍ତାନ ଗଣମାଧ୍ୟମ ଦି ଡନ୍‌ରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ଇମ୍ରାନ କରୋନା…

୨୫ ତାମିଲ୍ ଟିଭି ଚ୍ୟାନେଲ୍ ସାମ୍ବାଦିକ କରୋନା ପଜିଟିଭ୍ ଚିହ୍ନଟ !

ଚେନ୍ନାଇ: ତାମିଲ୍ ଟେଲିଭିଜନ୍ ଚ୍ୟାନେଲରେ କାର୍ଯ୍ୟ କରୁଥିବା ୨୫ ଜଣ ବ୍ୟକ୍ତି କୋଭିଡ଼-୧୯ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏବେ ଦେଶରେ ବ୍ୟାପୀ ଚାଲିଥିବା କରୋନା ଭୂତାଣୁ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ସାମ୍ବାଦିକମାନେ ବାହାରେ ଦିନ ରାତି କଠୋର ପରିଶ୍ରମ କରୁଛନ୍ତି । ସାମ୍ବାଦିକ…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଦ୍ୱାରା ‘କୋଭିଡ ଇଣ୍ଡିଆ ସେବା’ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଦ୍ୱାରା ମଙ୍ଗଳବାର କୋଭିଡ ଇଣ୍ଡିଆ ସେବା ଆରମ୍ଭ ହୋଇଛି । ଏହି ଟୁଇଟର ସେବା କରୋନା ମହାମାରୀ ସମୟରେ ନିୟୁତ ନିୟୁତ ଭାରତୀୟଙ୍କ ପାଇଁ ଏକ ପ୍ରତ୍ୟକ୍ଷ ପ୍ରଶ୍ନୋତ୍ତର ମଞ୍ଚ ଭାବେ କାମ କରିବା ସହ ସିଧାସଳଖ…

ଯୁଦ୍ଧର ନାଁ କରୋନା; ଯୋଦ୍ଧାର ନାଁ ଲବ ଅଗ୍ରୱାଲ୍‌ !

ନୂଆଦିଲ୍ଲୀ: ସେ ହେଉଛନ୍ତି କରୋନା ଯୁଦ୍ଧର ସେନାପତି । ଦେଶର ବହୁଚର୍ଚ୍ଚିତ ଆଇଏଏସ୍ ଅଫିସର । ଯାହାଙ୍କୁ ଦେଶ ୪୦ରୁ ଅଧିକ ଦିନ ଧରି ଟିଭି ସ୍କ୍ରିନ୍‌ରେ ଅପରାହ୍ନ ୪ଟାରେ ପ୍ରତିଦିନ ଶୁଣିଆସୁଛି । ଖାସ କରୋନାଭାଇରସ୍ ସମ୍ବନ୍ଧୀୟ ସୂଚନା ପାଇଁ । ସେ ହେଉଛନ୍ତି କେନ୍ଦ୍ର ସରକାରଙ୍କ ମିଷ୍ଟଭାଷୀ…

ମୟୂରଭଞ୍ଜରେ ଓଡ଼ିଶା ଡିଜିପି; ଅନୁଧ୍ୟାନ କଲେ ଲକଡାଉନ ସ୍ଥିତି

ବାରିପଦା: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ କରୋନା/ଲକଡାଉନ ସଂକ୍ରାନ୍ତୀୟ ଅନୁଧ୍ୟାନ କରିବା ପାଇଁ ଆଜି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛନ୍ତି । ତାଙ୍କ ସହ ଏ.ଡି.ଜି. ସୌମେନ୍ଦ୍ର କୁମାର ପ୍ରୟଦର୍ଶୀ ମଧ୍ୟ ଆସିଛନ୍ତି । ସିଧାସଳଖ ସେ ଜିଲ୍ଲାର ପଶ୍ଚିମବଙ୍ଗ ସୀମା ଚକଶୁଳିଆପଦାକୁ ଯାଇ…

କରୋନା ଅପଡେଟ୍ ‌; କୋଭିଡ୍‌-୧୯ରେ ସଂକ୍ରମିତ ୫୩ ସାମ୍ବାଦିକ !

ମୁମ୍ବାଇ: ଦେଶବାସୀଙ୍କୁ କରୋନାଭାଇରସ୍ ସମ୍ଭନ୍ଧୀୟ ଟିକ୍‌ନିକ୍ ଖବର ପହଂଚାଉଥିଲେ । ହେଲେ ଏବେ ଖୋଦ ସେମାନେ କରୋନାଭାଇରସରେ ସଂକ୍ରମିତ । ଜଣେ କି ଦୁଇଜଣ ନୁହେଁ ବରଂ କୋଭିଡ୍‌-୧୯ ରେ ସଂକ୍ରମିତ ମୁମ୍ବାଇର ୫୩ ଜଣ ସାମ୍ବାଦିକ । ଏପରି ଘଟଣା ସାରା ଦେଶ ସମେତ ଗଣମାଧ୍ୟମ ଜଗତରେ ସୃଷ୍ଟି କରିଛି…

ତାଳଚେରରେ କାର୍ଯ୍ୟକ୍ଷମ ହେଲା ସୋଆର ୧୫୬ ଶଯ୍ୟା ବିଶିଷ୍ଟ ତୃତୀୟ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ ୧୯ ହସ୍ପିଟାଲ ଅନୁଗୁଳ ଜିଲ୍ଲା ତାଳଚେରଠାରେ ସୋମବାର କାର୍ଯ୍ୟକ୍ଷମ ହୋଇଛି । କରୋନା ମହାମାରୀ ଆକ୍ରାନ୍ତଙ୍କୁ ଏହି ଦୁଃସାଧ୍ୟ ବ୍ୟାଧିରୁ ରକ୍ଷା…

କରୋନା ଅପଡ଼େଟ୍‌: ଭାରତ, ଓଡ଼ିଶା ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସକାଳ ୬ଟା ସୁଦ୍ଧା ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪, ୦୭, ୩୪୦ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧,୬୫, ୦୬୯ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୬,୨୫,୧୨୮ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ୨୦ ତାରିଖ ସକାଳ ୬ଟା ସୁଦ୍ଧା ମୋଟ…

ଭଦ୍ରକରେ ୮ଟି ପଜିଟିଭ କେସ: ରାଜ୍ୟର ଅନ୍ୟତମ କରୋନା ହଟସ୍ପଟ୍ !

ଭୁବନେଶ୍ୱର: ଭୁବନେଶ୍ୱର ପରେ ଭଦ୍ରକ ରାଜ୍ୟର ଅନ୍ୟତମ କରୋନା ହଟସ୍ପଟ୍ ଭାବେ ସାବ୍ୟସ୍ତ ହୋଇଛି । ଭୁବନେଶ୍ୱରର ୪୬ଟି ପଜିଟିଭ ଆକ୍ରାନ୍ତଙ୍କ ପରେ ଭଦ୍ରକରେ ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଭଦ୍ରକରେ ରବିବାର ଦିନ ଘୋଷିତ ହୋଇଥିବା ୫ଟି କେସ୍ ମଧ୍ୟରୁ ଜିଲ୍ଲାର ବାସୁଦେବପୁରରେ ୩ଟି…