Latest Odisha News

BREAKING NEWS

Browsing Tag

COVID19

ଲାଗିଲା କଟକଣା, ବିନା ପରିଚୟ ପତ୍ରରେ ଭୁବନେଶ୍ୱରକୁ ପ୍ରବେଶ ମନା

ଭୁବନେଶ୍ୱର: ଏଣିକି ବିନା ପରିଚୟ ପତ୍ରରେ ଭୁବନେଶ୍ୱରକୁ ପ୍ରବେଶ ମନା ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଅତି ଜରୁରୀ କାମ ନଥିଲେ ଭୁବନେଶ୍ୱର ଆସିବାକୁ ମନା କରାଯାଇଛି । ଏଥିପାଇଁ ଲକଡାଉନ୍ ସମୟରେ କଟକଣା ଲାଗୁ ହୋଇଛି । ଆହୁରି ମଧ୍ୟ ଯେଉଁମାନେ…

ସିଲଭରସିଟିର ଗୋଲଡେନ ମ୍ୟାନଙ୍କ ମୁହଁରେ ୧୦୦ ଗ୍ରାମର ସୁନା ମାସ୍କ

କଟକ: ସାରା ବିଶ୍ୱକୁ କବଳିତ କରିଛି କରୋନା । ମହାମାରୀ କରୋନା ପାଇଁ ଚାରିଆଡେ ହା ହା କାର । କୋଭିଡ-୧୯ରୁ ବଂଚିବା ପାଇଁ ଏକମାତ୍ର ଉପାୟ ହେଉଛି ମାସ୍କ ପିନ୍ଧିବା ଏବଂ ସାନିଟାଇଜ କରିବା । ଏଥିପାଇଁ ବଜାରରେ ଭଳି କି ଭଳି ମାସ୍କ ବିକ୍ରି ହେଉଛି । ଏବେ ବିଭିନ୍ନ ଡାଜାଇନର ମାସ୍କ ଟ୍ରେଣ୍ଡରେ…

୩୯୯ ଟଙ୍କାରେ କରୋନା ଟେଷ୍ଟ, ଆସିଲା ସବୁଠୁ ଶସ୍ତା ଟେଷ୍ଟିଂ କିଟ୍

ନୂଆଦିଲ୍ଲୀ: ଆସିଲା ବିଶ୍ୱର ସବୁଠୁ ଶସ୍ତା କରୋନା ଟେଷ୍ଟିଂ କିଟ୍ କରୋସ୍ୟୁର । ମାତ୍ର ୩୯୯ ଟଙ୍କାରେ କରିହେବ କରୋନା ଟେଷ୍ଟ । ଏହାକୁ ଆଇଆଇଟି ପ୍ରସ୍ତୁତ କରିଛି । ଆଜି ଏହି ଟେଷ୍ଟିଂ କିଟ୍ର ଶୁଭାରାମ୍ଭ ହୋଇଛି । ଏହାକୁ ବିଶ୍ୱର ସବୁଠୁ ଶସ୍ତା ଟେଷ୍ଟିଂ କିଟ୍ ବୋଲି ମଧ୍ୟ କୁହାଯାଉଛି ।…

ସୁସ୍ଥ ହେଲେ ଆଉ ୬୧୨ ସଂକ୍ରମିତ, ୧୦,୦୦୦ ଡେଇଁଲା ମୋଟ ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର: ବଢ଼ୁଥିବା ସଂକ୍ରମଣ ମଧ୍ୟରେ ଆସିଛି ଆଶ୍ୱସ୍ତିକର ଖବର । ଆଜି ଗୋଟିଏ ଦିନରେ ସର୍ବାଧିକ ୬୧୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ଆରୋଗ୍ୟ ସଂଖ୍ୟା ୧୦,୪୭୪ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଅଛୁଆଁ ହୋଇ ପଡି ରହିଲେ କରୋନା ମୃତକ: ଟ୍ରାକ୍ଟରରେ ମଶାଣିକୁ ବୋହି ନେଲେ ଡାକ୍ତର

ହାଇଦ୍ରାବାଦ: ହଜି ଯାଉଛି ମାନବିକତା । କରୋନା କଷ୍ଟ ଠାରୁ ବଳିଯାଉଛି ଅମାନବିକତାର ଦାରୁଣ ଦୃଶ୍ୟ । ଘଣ୍ଟା ଘଣ୍ଟା ପଡି ରହିଲା କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ ଦେହ । ସଂକ୍ରମଣ ଭୟରେ ମିଳିଲାନି ଚାରି କାନ୍ଧ । ଶେଷରେ ମୃତକଙ୍କୁ ଶ୍ମଶାନ ଯାଏଁ ବୋହି ନେଲେ ଡାକ୍ତର। ଏମିତି ଏକ…

କୋଭିଡ ସ୍ଥିତିକୁ ନଜରରେ ରଖି ରାଉରକେଲା ମହାନଗର ନିଗମର ବ୍ୟାପକ ପ୍ରସ୍ତୁତି

ରାଉରକେଲା: ରାଉରକେଲା ସହରରେ କୋଭିଡ ଜନିତ ସ୍ଥିତିର ମୁକାବିଲା ଲାଗି ରାଉରକେଲା ମହାନଗର ନିଗମ ନିଜ ପ୍ରସ୍ତୁତିକୁ ଆହୁରି ମଜବୁତ କରିଛି। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ପୂର୍ବରୁ କାର୍ଯ୍ୟକ୍ଷମ ୨୪୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟରକୁ ମିଶାଇ ତିନୋଟି ପୃଥକ ପୃଥକ…

ଭୁବନେଶ୍ୱରରେ ସରିଲା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ପ୍ରଥମ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ ପାଇଁ ନମୁନା ସଂଗ୍ରହ ଶେଷ ହୋଇଛି । ବିଏମସିର ଚିହ୍ନଟ ହୋଇଥିବା ପ୍ରାୟ ୯୦୦ଟି ଘରୁ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି । ରାଜଧାନୀର ଏହି ସେରୋ ସର୍ଭେରେ ସମସ୍ତେ ସହଯୋଗ କରିଥିବା ବିଏମସି ସୂଚନା ଦେଇଛି ।…

ବଢୁଛି ଚିନ୍ତା: ଦେଶରେ ୨୪ ଘଣ୍ଟାରେ ୨୮ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୨୨ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୮,୬୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୧ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮,୪୯, ୫୫୩…

ଅମିତାଭଙ୍କ ଠାରେ ରହିଛି ହାଲୁକା କରୋନା ଲକ୍ଷଣ: ମେଡ଼ିକାଲ କର୍ତ୍ତୃପକ୍ଷ

ମୁମ୍ବାଇ: କରୋନା ସଂକ୍ରମିତ ହୋଇଛନ୍ତି ବଲିଉଡ ଶେହେନସା ଅମିତାଭ ବଚ୍ଚନ। ଏନେଇ ସେ ଶନିବାର ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ତେବେ ସଦ୍ୟତମ ସୂଚନା…

ବଢୁଛି କରୋନା ସୁସ୍ଥତା ହାର: ରାଜ୍ୟରେ ୮୦୦୦ ଟପିଲା ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା

ଭୁବନେଶ୍ୱର: ଦିନକୁ ଦିନ କରୋନା ସ୍ଥିତି ସଙ୍ଗିନ ଆଡକୁ ଗତି କରୁଥିବା ବେଳେ ସୁସ୍ଥତା ହାର ମଧ୍ୟ ବଢ଼ିବାରେ ଲାଗିଛି। ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୨ ହଜାର ଟପିଥିବା ବେଳେ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ୮ ହଜାର ଟପିଛି । ଶନିବାର ଦିନ ରାଜ୍ୟରେ ସର୍ବାଧିକ ୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ…