Latest Odisha News

BREAKING NEWS

Browsing Tag

COVID19

ଦୁଇ ଦିନ ପାଇଁ ବନ୍ଦ ରହିବ ପୋଲିସ ଲୋକସେବା ଭବନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ଭୁବନେଶ୍ୱରର ପୋଲିସ ଲୋକସେବା ଭବନକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଅର୍ଥାତ ୧୧ ଓ ୧୨ ତାରିଖ ଏହା ବନ୍ଦ ରହିବ । ୧୧ ତାରିଖ ଶନିବାର ସକାଳ ୯ଟାରୁ ୧୩ ତାରିଖ ସକାଳ ୯ଟା ଯାଏଁ ଏହି କଟକଣା ବଳବତ୍ତର…

ଯାଜପୁରରୁ ଆଜି ଚିହ୍ନଟ ସମସ୍ତ ୮୬ ପଜିଟିଭଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

ଯାଜପୁର: ଆଜି ଯାଜପୁର ଜିଲ୍ଲାରେ ସର୍ବାଧିକ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୮୬ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫୯ ରେ ପହଞ୍ଚିଛି। ଏଥିମଧ୍ୟରୁ ୪୮୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୭୦ ଟି ଆକ୍ଟିଭ କେସ ରହିଛି। ଏଥିସହିତ…

ଦିନକରେ ସୁସ୍ଥ ହେଲେ ସର୍ବାଧିକ ୪୦୧ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ଆସିଛି ଖୁସି ଖବର । ଆଜି ଗୋଟିଏ ଦିନରେ ସର୍ବାଧିକ ୪୦୧ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୪୦୭କୁ ବୃଦ୍ଧି ପାଇଛି । ଆଜି …

କାଲିଠାରୁ ଭୁବନେଶ୍ୱର ଏମସ୍‌ର ଓପିଡି ବନ୍ଦ

ଭୁବନେଶ୍ୱର: ଏମସ୍‌ରେ ଚିକିତ୍ସିତ ହେଉଥିବା କେତେକ ରୋଗୀ ଓ କିଛି ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆସନ୍ତାକାଲିଠାରୁ ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ଓପିଡିକୁ ବନ୍ଦ ରଖାଯିବ ବୋଲି ଏହାର ନିର୍ଦ୍ଦେଶିକା…

ଭୁବନେଶ୍ୱରରୁ ପୁଣି ବାହାରିଲେ ୨୯ ପଜିଟିଭ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରୁର ପୁଣି ୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ଅନ୍ୟ ୧୪ ଜଣ ସ୍ଥାନୀୟ ଅଂଚଳର ଥିବା ଜଣାପଡିଛି । ସେହିପରି ଜଣେ କୋଭିଡ ଯୋଦ୍ଧା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିସହ ରାଜଧାନୀରୁ ୩ ଜଣ…

ସିଲ୍ ହେଲା ଟେକ୍ ମହିନ୍ଦ୍ରା

ଭୁବନେଶ୍ୱର: ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରାକୁ ସିଲ୍ କଲା ବିଏମସି । ବିଗତ ୩ ଦିନ ମଧ୍ୟରେ ଲଗାତାର ୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ଟେକ୍ ମହିନ୍ଦ୍ରାକୁ ସିଲ୍ କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ଆଜି ଠାରୁ ପୂରା ବିଲଡିଂକୁ ସିଲ୍ କରାଯିବା ସହ ୨୦ ତାରିଖ ପର‌୍ୟ୍ୟନ୍ତ ୬୭ ଜଣ…

କଟକରୁ ଚିହ୍ନଟ ହେଲେ ଆଉ ୨୯ ନୂଆ ଆକ୍ରାନ୍ତ: ମୋଟ ସଂଖ୍ୟା ୮୫୫ କୁ ବୃଦ୍ଧି

କଟକ: ଗତ ୨୪ ଘଣ୍ଟାରେ ଆଉ ୨୯ ନୂଆ ଆକ୍ରାନ୍ତଙ୍କ ସହ କଟକ ଜିଲ୍ଲାରେ ୮୫୫ ଛୁଇଁଛି ମୋଟ କରୋନା ମାମଲା । ଜିଲ୍ଲା ପ୍ରଶାସନ ଦେଇଥିବା ସୁଚନା ଅନୁଯାୟୀ, କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି)ରୁ ୫ ଜଣ ଏବଂ ବାଡ଼ମ୍ବା ଅଞ୍ଚଳରୁ ୫ ଜଣ, ବାଙ୍କିରୁ ୧୨ ଜଣ, ନରସିଂହପୁର ଓ ନିଆଳିରୁ ୨ ଜଣ…

ନୀଳଗିରି ବିଧାୟକଙ୍କୁ କରୋନା

ନୀଳଗିରି: ରାଜ୍ୟରେ ହୁହୁ ହୋଇ ବଢ଼ିଚାଲିଛି ମହାମାରୀ କରୋନା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଏହାରି ଭିତରେ ପ୍ରଥମଥର ପାଇଁ କରୋନା କବଳରେ ପଡିଛନ୍ତି ଜଣେ ବିଧାୟକ । ତାଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ନୀଳଗିରି ବିଧାୟକ ସୁକାନ୍ତ ନାୟକ କୋଭିଡ-୧୯ରେ…

ଆଉ ୪୫୬ ନୂଆ ଆକ୍ରାନ୍ତଙ୍କ ସହ ରାଜ୍ୟରେ ସାଢ଼େ ୯ ହଜାର ଟପିଲା କରୋନା ମାମଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୪୫୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ ରେ ପହଞ୍ଚିଛି ।ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।…

କରୋନା ପଜିଟିଭ ଚିହ୍ନଟ ହେଲେ କଟକ ଏସସିବିର ୭ କର୍ମଚାରୀ

କଟକ: ରବିବାର ଦିନ କଟକ ଜିଲ୍ଲାରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅଛନ୍ତି ଏସସିବି ମେଡିକାଲର ୭ ଜଣ କର୍ମଚାରୀ ।ଏନେଇ ସରକାରୀ ସୂତ୍ରରୁ ରିପୋର୍ଟ ପ୍ରକାଶ। ଏସସିବି କର୍ମଚାରୀଙ୍କ ବ୍ୟତୀତ ହସ୍ପିଟାଲର ଆଇସୋଲେସନ ୱାର୍ଡର ୪ ରୋଗୀ ଏବଂ ଶିଶୁ ଭବନର ଜଣେ ଶିଶୁ…