Latest Odisha News

BREAKING NEWS

Browsing Tag

Cricket

ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ: ଆସନ୍ତାମାସରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଭାରତୀୟ ଦଳରେ ରୋହିତ ଶର୍ମା ଅଧିନାୟକ ଥିବାବେଳେ, କେ.ଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ଦାୟିତ୍ବ ଦେଇଛି ବିସିସିଆଇ ।…

ଆଜି ପୁଣି ଭାରତ-ପାକିସ୍ତାନ ଲଢ଼େଇ

ଆଜି ପୁଣି ଭାରତ –ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ। ପାକିସ୍ତାନକୁ ପ୍ରଥମ ମ୍ୟାଚରେ ହରାଇଥିଲେ ମଧ୍ୟ ଆଜି ଏସିଆ କପରେ  ଭାରତକୁ କଡା ଟକ୍କର ଦେଇପାରେ ପାକିସ୍ତାନ । ଆଜିର ମ୍ୟାଚ୍ ପାଇଁ ପ୍ରଶଂସକମାନେ ଅପେକ୍ଷାରେ ଅଛନ୍ତି। ଏହି ମ୍ୟାଚରେ ଯିଏ ଜିତିବ ତାର ଫାଇନାଲକୁ ଯିବା ଆଶା ଅଧିକ ରହିବ ।   …

ପଞ୍ଚମ ଟି-20ରେ 88 ରନରେ ଜିତିଲା ଭାରତ

ପଞ୍ଚମ ଟି-20ରେ 88 ରନରେ ଜିତିଲା ଭାରତ । ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୫ମ ଟ୍ବେଣ୍ଟି ରେ  ଟସ ଜିତି  20 ଓଭରରେ 7 ଉଇକେଟ ହରାଇ 188  ରନ କରିଛି ଭାରତୀୟ ଟିମ । ଆଜି ରୋହିତ ଶର୍ମା ବିଶ୍ରାମ ନେଇଥିବା ବେଳେ ଓପନର ଭାବେ ଶ୍ରେୟସ ଆୟର ଏବଂ ଇଶାନ କିଶନ ବ୍ୟାଟିଂ ଆରମ୍ଭ କରିଥିଲେ ।…

ଚତୁର୍ଥ ଟି ଟ୍ବେଣ୍ଟିରେ ଭାରତ 59 ରନରେ ବିଜୟୀ

ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଚତୁର୍ଥ ଟି-ଟ୍ୱେଣ୍ଟି ରେ ଭାରତ 59 ରନରେ ବିଜୟୀ ହୋଇଛି ।  ଆମେରିକାର ଫ୍ଲୋରିଡା ସହରରେ ଖେଳାଯାଉଥିବା ଏହି ମ୍ୟାଚରେ ବର୍ଷା କିଛି ସମୟ ବାଧକ ସାଜିବାକୁ ମ୍ୟାଚ ଡେରିରେ ଆରମ୍ଭ ହୋଇଥିଲା ।…

ୱେଷ୍ଟଇଣ୍ଡିଜ୍‌ କୁ ୩ ରନ୍‌ରେ ପରାସ୍ତ କଲା ଇଣ୍ଡିଆ

ହାରୁ ହାରୁ ଜିତିଗଲା ଇଣ୍ଡିଆ । ଚାପରେ ଥିବା ଇଣ୍ଡିଆ ଟିମ୍ ଶେଷରେ ରୋମାଞ୍ଚକର ବିଜୟ ହାସଲ କରିଛି । ଶେଷ ଓଭରରେ 11 ରନ୍ କରିଥିଲେ ଓ୍ବେଷ୍ଟ ଇଣ୍ଡିଜ ଖେଳାଳି ଆଉ 3 ରନରେ ଜିତିଥିଲା ଇଣ୍ଡିଆ । https://twitter.com/BCCI/status/1550602265227997184 ପ୍ରଥମ ଦିନିକିଆକୁ ଶିଖର…

ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂରେ ଭାରତ ଜିତିଲା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ୩ୟ ତଥା ଶେଷ ଦିନିକିଆରେ ଭାରତ 5 ୱିକେଟ୍‌ରେ ବିଜୟୀ ହୋଇଛି ।  ଭାରତ 260 ରନ୍‌ର ବିଜୟ ଲକ୍ଷ୍ୟକୁ ସହଜରେ ଜିତିନେଇଛି । 42.1 ଓଭରରେ 5 ଉଇକେଟ ହରାଇ ଭାରତ 261 ରନ କରି ମ୍ୟାଚ ଜିତିଛି ।  ଋଷଭ ପନ୍ତ ଦମଦାର ବ୍ୟାଟିଂ କରି  ଶତକ ହାସଲ କରିବା ସହ 113 ବଲ ଖେଳି …

ଓଡ଼ିଶା ରଣଜୀ କ୍ରିକେଟ ଟିମ୍‌ର କୋଚ୍ ପଦ ଛାଡ଼ିଲେ ଓ୍ୱାସିମ୍ ଜାଫର

ଭୁବନେଶ୍ବର: ଓଡ଼ିଶା ରଣଜୀ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍ ପଦ ଛାଡ଼ିଲେ ଓ୍ୱାସିମ୍ ଜାଫର । ଓଡ଼ିଶା ପାଇଁ ସେ  ୨ଟି ସିଜିନ ରହିବା ପରେ କୋଚ୍ ପଦ ଛାଡ଼ିଛନ୍ତି ଓ୍ୱାସିମ୍ ଜାଫର । ଓ୍ୱାସିମ୍ ଜାଫର କୋଚ୍ ପଦ ଛାଡ଼ିବା ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।  ୧୯ ବର୍ଷରୁ କମ୍ ବାଂଲାଦେଶ ଟିମ୍‌ର…

ଦ୍ବିତୀୟ ଦିନିକିଆରେ ଜିତିଲା ଇଂଲଣ୍ଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦ୍ଵିତୀୟ ଦିନିକିଆରେ ଭାରତ 100 ରନରେ ପରାସ୍ତ ହୋଇଛି । ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ପର ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲା ଭାରତ । ୨୪୭ ରନର ପିଛା କରି ଭାରତ 146    ରନରେ ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ରୋହିତ ଶର୍ମା ୦ ରନ କରି ଆଉଟ ହୋଇଥିବା…

ଜିତିଲା ରୋହିତ ବାହିନୀ: ଇଂଲଣ୍ଡକୁ ହରାଇଲା 50 ରନରେ

ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ୫୦ ରନ୍‌ରେ ଜିତିଛି  ଭାରତ। ପ୍ରଥମେ ଟିମ୍ ଇଣ୍ଡିଆ ୧୯୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ଇଂଲଣ୍ଡ  ୧୪୮ ରନ୍‌ କରି ଶୋଚନୀୟ ପରାସ୍ତ ହୋଇଥିଲା । ଭାରତର ପୁରୁଖା ଦ୍ରୁତ ବୋଲର ଭୁବନେଶ୍ବର କୁମାର ପ୍ରଥମେ ପ୍ରଥମ ଓଭରର ପଞ୍ଚମ ବଲ୍‌ରେ  ଜୋସ୍…

ବୁମରାଙ୍କ ସେନା ଦେଶରେ ୧୦୦ ଟେଷ୍ଟ ୱିକେଟ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିମ୍‌ ଇଣ୍ଡିଆ ଇଂଲଣ୍ଡଠାରୁ ଟେଷ୍ଟରେ ପରାସ୍ତ ହୋଇଛି । ତେବେ ଅଧିନାୟକ ବୁମରା ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଭାରତର ପେସ୍‌ ବୋଲର ଯଶପ୍ରୀତ ବୁମରା ସେନା ଦେଶ (ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ) ରେ ୧୦୦ ଟେଷ୍ଟ ୱିକେଟ୍‌ ପୂରଣ…