Latest Odisha News
Browsing Tag

Cricket

୧୯୮୩ ବିଶ୍ୱବିଜୟୀ ଭାରତୀୟ କ୍ରିକେଟ ଦଳର ସଦସ୍ୟ ଯଶପାଲଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ତଥା ୧୯୮୩ ବିଶ୍ୱବିଜୟୀ ଦଳର ସଦସ୍ୟ ଯଶପାଲ ଶର୍ମାଙ୍କ ଆଜି ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ପଞ୍ଜାବର ଏହି କ୍ରିକେଟରଜଣକ ୧୯୭୯ରେ ଇଂଲଣ୍ଡ ବିପକ୍ଷରେ ଆନ୍ତର୍ଜାତୀୟ ଟେଷ୍ଟ ଏବଂ ୧୯୭୮ରେ…

ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସିରିଜ

କଲମ୍ବୋ: କରୋନା ମହାମାରୀ ଯୋଗୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ସୀମିତ ଓଭର ବିଶିଷ୍ଟ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇଛି । ଜୁଲାଇ ୧୩ ବଦଳରେ ୧୮ରୁ ଦିନିକିଆ ସିରିଜ ଆରମ୍ଭ ହେବ । ୨୦ ଓ ୨୩ରେ ବାକି ୨ଟି ଦିନିକିଆ ଏବଂ ୨୫ରୁ ଟି୨୦ ସିରିଜ ଆରମ୍ଭ ହେବ । ସେହିପରି ୨୭ ଓ ୨୯…

ହ୍ୟାପି ବାର୍ଥ ଡେ ଲିଟିଲ ମାଷ୍ଟର: ଅବସରର ୩୪ ବର୍ଷ ପରେ ବି ଅତୁଟ ରହିଛି ଗାଭାସ୍କରଙ୍କ ଏହି ରେକର୍ଡ

ମୁମ୍ବାଇ: ଭାରତୀୟ କ୍ରିକେଟକୁ ନୂଆ ଦିଗ ଦେଇଥିବା ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ଆଜି ଜନ୍ମଦିନ । ୭୨ ବର୍ଷରେ ପଦାର୍ପଣ କରିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତା ପଠାଯାଉଛି । ଟେଷ୍ଟ କ୍ରିକେଟରେ ୩୪ ଶତକ ଏବଂ ୧୦ ହଜାରରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିବା ଏହି ମହାନ ଖେଳାଳିଅବସର…

ହଠାତ ଅବସର ନେଲେ ବାଂଲାଦେଶର ଏହି ବରିଷ୍ଠ ଅଲରାଉଣ୍ଡର

ଢ଼ାକା: ବାଂଲାଦେଶ କ୍ରିକେଟ ଟିମର ବରିଷ୍ଠ ଅଲରାଉଣ୍ଡର ମହମ୍ମୁଦାଲ୍ଲା ଶନିବାର ହଠାତ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଜିମ୍ବାୱେ ବିପକ୍ଷ ହରାରେ ଟେଷ୍ଟ ଅବସରରେ ସେ ଏହି ଘୋଷଣା କରିଛନ୍ତି । ଏହା ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ହେବ ବୋଲି କହିଛନ୍ତି । ବାଂଲାଦେଶ କ୍ରିକେଟ ବୋର୍ଡ…

ଶ୍ରୀଲଙ୍କା ବିପକ୍ଷ ସିରିଜରେ ଏହି ସବୁ ରେକର୍ଡ ହାସଲ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କଲମ୍ବୋ: ଭାରତ-ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ସିରିଜରେ କରୋନା ସଙ୍କଟ ଦେଖା ଦେଇଛି । ଶ୍ରୀଲଙ୍କାର ବ୍ୟାଟିଂ କୋଚ ଏବଂ ଡାଟା ଆନାଲିଷ୍ଟ କରୋନା ପଜିଟିଭ ହେବା ପରେ ଏବେ ସିରିଜକୁ ୧୩ ବଦଳରେ ୧୭ ଜୁଲାଇରେ କରିବା ପାଇଁ ଯୋଜନା ଚାଲିଛି । ଏହି ସିରିଜରେ ଟିମ୍ ଇଣ୍ଡିଆ କେତେଗୁଡିଏ ଉପଲବ୍ଧି…

ଶ୍ରୀଲଙ୍କା କ୍ରିକେଟ ଦଳର ଡାଟା ଆନାଲିଷ୍ଟଙ୍କୁ କରୋନା, ଭାରତ ବିପକ୍ଷରେ ବି’ ଟିମ୍ ଖେଳିପାରେ !

କଲମ୍ବୋ: ବ୍ୟାଟିଂ କୋଚ ଗ୍ରାଂଟ ଫ୍ଲାୱାରଙ୍କ ପରେ ଶୁକ୍ରବାର ଶ୍ରୀଲଙ୍କା କ୍ରିକେଟ ଦଳର ଡାଟା ଆନାଲିଷ୍ଟ ଜିଟି ନିରୋଶାନଙ୍କ କରୋନା ପଜିଟିଭ ଥିବା ଜଣାପଡିଛି । ଫଳରେ ଭାରତ-ଶ୍ରୀଲଙ୍କା ସିରିଜ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଶ୍ରୀଲଙ୍କା ଟିମର ଅଧିକାଂଶ ଖେଳାଳି ଏମାନଙ୍କ ସଂସ୍ପର୍ଶରେ…

ଭାରତ-ଶ୍ରୀଲଙ୍କା ସିରିଜ ଅୟୋଜନ ନେଇ ସଙ୍କଟ, ଆୟୋଜକ ଦଳର ବ୍ୟାଟିଂ କୋଚ କରୋନା ସଂକ୍ରମିତ

କଲମ୍ବୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଏବଂ ଟି୨୦ କ୍ରିକେଟ ସିରିଜରେ କରୋନା ସଙ୍କଟ ଦେଖାଦେଇଛି । ଗୁରୁବାର ଶ୍ରୀଲଙ୍କାର ବ୍ୟାଟିଂ କୋଚ ଗ୍ରାଂଟ ଫ୍ଲାୱାର କରୋନା ସଂକ୍ରମିତ ଥିବା ଜଣାପଡିବା ପରେ ଏହାର ଆୟୋଜନ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ୧୩ ଜୁଲାଇରୁ ଦିନିକିଆ…

ଇଂଲଣ୍ଡ କ୍ରିକେଟ ଦଳର ୩ ଖେଳାଳି ସମେତ ୭ ଷ୍ଟାଫ କରୋନା ସଂକ୍ରମିତ, ବିପଦ ଘନେଇଲା ଭାରତ ବିପକ୍ଷ ସିରିଜ ଉପରେ

ଲଣ୍ଡନ: ପାକିସ୍ତାନ ବିପକ୍ଷ କ୍ରିକେଟ ସିରିଜ ଅବସରରେ ଇଂଲଣ୍ଡର ୩ ଖେଳାଳିଙ୍କ ସମେତ ୭ ଷ୍ଟାଫ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସଂକ୍ରମିତ ଖେଳାଳି ଏବଂ ଷ୍ଟାଫଙ୍କୁ ଆଇସୋଲେଶନରେ ରଖାଯାଇଛି । ପାକିସ୍ତାନ ବିପକ୍ଷ ସିରିଜ ପରେ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ…

ବିସିସିଆଇର ବଡ ଘୋଷଣା: ଏଥର ଆୟୋଜିତ ହେବ ସମସ୍ତ ଘରୋଇ ଟୁର୍ଣ୍ଣାମେଂଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଜି ବଡ ଘୋଷଣା କରିଛି । ଏଥର ଚଳିତ ବର୍ଷ ରଣଜୀ ଟ୍ରଫି ସମେତ ଅନ୍ୟ ସମସ୍ତ ଘରୋଇ ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଘରୋଇ କ୍ରିକେଟର ଆଗାମୀ ସିଜନ ଅକ୍ଟୋବରରୁ ଆରମ୍ଭ ହେବ । ଗତ ବର୍ଷ କରୋନା ମହାମାରୀ ଯୋଗୁ ସମସ୍ତ ପ୍ରତିଯୋଗିତା ବାତିଲ କରି ଦିଆ…

ବିଶୃଙ୍ଖଳିତ ଆଚରଣ ଯୋଗୁ ଭାରତ ବିପକ୍ଷ ସିରିଜରୁ ବାଦ୍ ପଡିଲେ ମେଣ୍ଡିସ, ଦନୁଷ୍କା, ଡିକୱେଲ

କଲମ୍ବୋ: କରୋନା କଟକଣା ନ ମାନି ହୋଟେଲ ବାହାରେ ଧୂମପାନ କରିବା ଶ୍ରୀଲଙ୍କାର କେତେକ କ୍ରିକେଟରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ବିଶୃଙ୍ଖଳିତ ଖେଳାଳିମାନେ ହେଲେ କୁସଲ ମେଣ୍ଡିସ, ଦନୁଷ୍କା ଗୁଣଥିଲକା ଓ ଉଇକେଟକିପର ନିରୋଶାନ ଡିକୱେଲ । ଇଂଲଣ୍ଡ ବିପକ୍ଷ ସିରିଜ ଅଧାରୁ ସ୍ୱଦେଶ…