Latest Odisha News

BREAKING NEWS

Browsing Tag

crime news

ଦିନ ଦ୍ୱିପ୍ରହରରେ ଫାୟାରିଂ କରି ଦୋକାନରୁ ସୁନା ଲୁଟି ଚମ୍ପଟ

ଭୁବନେଶ୍ୱର: ପୁଣି ରାଜଧାନୀରେ ମାତିଲେ ଲୁଟେରା । ଦିନ ଦ୍ୱିପ୍ରହରରେ ଗୁଳି ଚଳାଇ ଦୋକାନରୁ ଲୁଟିନେଲେ ଲକ୍ଷାଧୀକ ଟଙ୍କାର ସୁନା । ପରେ ଫାୟାରିଂ କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଯାଆଁଳାରେ । ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଯାଆଁଳାରେ ଥିବା ସାଗରିକା…

ପୋଲିସ ଆଖିରେ ସ୍ତ୍ରୀ ଛାଟିଲେ ଲଙ୍କାଗୁଣ୍ଡ, ହତ୍ୟାକାରୀ ସ୍ୱାମୀ ଫେରାର

ହାଇଦ୍ରାବାଦ: ପୋଲିସ ଆଖିରେ ଲଙ୍କାଗୁଣ୍ଡ ଛାଟି ହତ୍ୟାକାରୀ ସ୍ୱାମୀଙ୍କୁ ଖସିବାରେ ସାହାଯ୍ୟ କଲେ ସ୍ତ୍ରୀ । ଏଭଳି ଘଟଣା ଘଟିଛି ହାଇଦ୍ରାବାଦର ଅଟ୍ଟାପୁରରେ । ମହିଳା ଜଣକ ଉତ୍ତରାଖଣ୍ଡ ଏସଆଇଟି ପୋଲିସ ଏବଂ ରାଜେନ୍ଦ୍ରନଗର ପୋଲିସ ଟିମକୁ ଲଙ୍କା ଗୁଣ୍ଡ ଛାଟିଥିବା ଅଭିଯୋଗ ହୋଇଛି । ରିପୋର୍ଟ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଦେଇ ପାରିଲେନି ଦେଢ ଲକ୍ଷ ଟଙ୍କାର ହିସାବ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ରେଞ୍ଜର । ଦେଢ ଲକ୍ଷ ଟଙ୍କାର ହିସାବ ଦେଇନପାରି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ନୃତ୍ୟରାଜ ମାଝୀ । ତାଙ୍କ ନାମରେ ପୂର୍ବରୁ କୋଟିକୋଟି ଟଙ୍କାର ଘୋଟାଲା ଅଭିଯୋଗ ମଧ୍ୟ ରହିଛି । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ରେଞ୍ଜର ନୃତ୍ୟରାଜ ମାଝୀ ଆଜି…

ରାଜଧାନୀରେ ନାବାଳିକାଙ୍କୁ ଧରି ଚମ୍ପଟ୍ ଟ୍ୟୁସନ୍ ମାଷ୍ଟର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇଲା ନାବାଳିକାଙ୍କ ଉଭାନ ମାମଲା । ଦୁଇ ନାବାଳିକାଙ୍କୁ ଧରି ଜଣେ ଟ୍ୟୁସନ ମାଷ୍ଟର ଚମ୍ପଟ୍ ମାରିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ବଡ଼ଗଡ଼ ଥାନା ଅନ୍ତର୍ଗତ ମଝିସାହିରେ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଘଟଣା । ଜଣେ ଟ୍ୟୁସନ ମାଷ୍ଟର ଗୁରୁ…