Latest Odisha News
Browsing Tag

CRPF

ଜି-୨୦ ପାଇଁ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା: ନିୟୋଜିତ ରହିବେ ୧୦୦୦ ସ୍ପେଶାଲ୍ କମାଣ୍ଡୋ ଓ ୩୦୦ ବୁଲେଟ୍…

ନୁଆଦିଲ୍ଳୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।  ସିଆରପିଏଫର ୫୦ ସ୍ପେଶାଲ୍ ଟିମ୍  ସ୍କାନରରେ ରହିବ ଦିଲ୍ଲୀ ।ଏହି ଟିମରେ ପାଖାପାଖି ୧୦୦୦ ଅଭିଜ୍ଞ ସୈନ୍ୟଙ୍କୁ ସାମିଲ କରାଯାଇଛି । ଏହି ୧୦୦୦ ଯବାନ ପୂର୍ବରୁ ଭିଆଇପିଙ୍କ ସୁରକ୍ଷା କାମରେ…

ଜମ୍ମୁରେ ମୁତୟନ ହେବେ ୧୮୦୦ CRPF ଯବାନ

ଶ୍ରୀନଗର: ଜମ୍ମୁରେ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସିଆରପିଏଫ୍ ପକ୍ଷରୁ ଅତିରିକ୍ତ ୧୮ କମ୍ପାନୀ ଜମ୍ମୁକାଶ୍ମୀରରେ ମୁତୟନ ହେବେ । ନିକଟରେ ରାଜୌରିରେ ଆତଙ୍କବାଦୀ ଦୁଇଥର ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଲଗାତାର ଦୁଇ ଦୁଇ ଥର ସାଧାରଣ…

୨୦୨୦ରେ ରାହୁଲ ୧୧୩ ଥର ସୁରକ୍ଷା ପ୍ରୋଟକଲ ଭାଙ୍ଗିଛନ୍ତି-ସିଆରପିଏଫ  

ନୂଆଦିଲ୍ଲୀ:ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଅନେକ ଥର ସୁରକ୍ଷା ପ୍ରୋଟକଲ ଭାଙ୍ଗିଲେଣି । ସିଆରପିଏଫର କହିବା ଅନୁଯାୟୀ, ରାହୁଲ ଗାନ୍ଧି ଡିସେମ୍ବର ୨୪ରେ ଭାରତ ଯୋଡୋ ଯାତ୍ରା ସମୟରେ ଏକାଧିକବାର ପ୍ରୋଟୋକଲ ଭାଙ୍ଗିଛନ୍ତି । ଦିଲ୍ଲୀ ପୋଲିସ ରାହୁଲଙ୍କ ସୁରକ୍ଷା ଯୋଗାଇ…

ମାଓବାଦୀଙ୍କ ଆକ୍ରମଣରେ ୩ ଜଣ CRPF ଯବାନ ସହିଦ

ନୂଆପଡ଼ା: ସୀମାନ୍ତରେ ନକ୍ସଲଙ୍କ ବଡ଼ ଆକ୍ରମଣ । ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବାବେଳେ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ । ମାଓବାଦୀଙ୍କ ଆକ୍ରମଣରେ ୩ ଯବାନ ସହିଦ ହୋଇଥିବା ବେଳେ ୭ ଜଣ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ଏବେବି ଉକ୍ତ ସ୍ଥାନରେ…

ବରଗଡ଼ରେ ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା

ବରଗଡ଼: ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ଥିବା ସିଆରପିଏଫ କ୍ୟାମ୍ପ ଅଫିସ୍ ରେ ଜଣେ ଯବାନ୍ ଆତ୍ମହତ୍ୟା କରିଛନ୍ତି । ରବିବାର ସକାଳେ ଅନ୍ୟ ଯବାନ ସୁବେଶ କୁମାର ସିଂ ଙ୍କୁ ତାଙ୍କ କ୍ୱାର୍ଟରରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ…

ତେଲେଙ୍ଗାନାରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ

ତେଲେଙ୍ଗାନା : ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ । ତେଲେଙ୍ଗାନାର ଭେଙ୍କଟପୁରମ ପୋଲିସ ଷ୍ଟେସନ ଅନ୍ତର୍ଗତ ୩୯ତମ ସିଆରପିଏଫ କ୍ୟାମ୍ପରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମେସ୍ ଇନଚାର୍ଜ ଓ କାର୍ଯ୍ୟରତ ଏସଆଇଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଦୁଇ ଜଣଙ୍କ…

ବିଜାପୁରରେ ଗର୍ଜିଲା ସରକାରୀ ବନ୍ଧୁକ, ୩ ନକ୍ସଲ୍ ମିଲେସିଆ ନିହତ !

ମାଲକାନଗିରି: ଛତିଶଗଡ ବିଜାପୁର ଜିଲ୍ଲାରେ ଗୁଳିବିନିମୟ । ତେବେ ଯବାନ କି ମାଓବାଦୀ ନୁହେଁ ବରଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗର୍ଜିଥିଲା ବନ୍ଧୁକ । ରିପୋର୍ଟ ଅନୁଯାୟୀ ସିଲଗର ଗାଁରେ ନବନିର୍ମିତ ତଥା ସ୍ଥାପିତ ସିଆରପିଏଫ କ୍ୟାମ୍ପକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଆସୁଥିଲେ । ଆଜି ଶତାଧିକ…

ନୂଆପଡ଼ା ଜିଲ୍ଲା ସୀମାନ୍ତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ, ବନ୍ଧୁକ ଓ ଗୁଳି ଜବତ

ନୂଆପଡ଼ା: ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲାର ଜଙ୍ଗଲରେ ମାଓବାଦୀ ଚଳାଇଥିଲେ କ୍ୟାମ୍ପ । ସୂଚନା ପାଇଁ ଚଢ଼ାଉ କରିଥିଲା ସିଆରପିଏଫ୍ । ନୂଆପଡ଼ା ଜିଲ୍ଲା ପାଟଦରହା ଭଇଁଶମୁଣ୍ଡି ଗାଁ ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି । ସେଠାରୁ ୫ଟି ରାଇଫଲ, ଗୋଟିଏ ପିସ୍ତଲ ଓ ୩୩ଟି ଡିଟୋନେଟର ସହ…