Latest Odisha News

BREAKING NEWS

Browsing Tag

Cuttack

କଟକରେ ଅଧାରୁ ଅଧିକ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଚିହ୍ନଟ

କଟକ: ସିଲଭର ସିଟି କଟକରରେ ମାଡି ଚାଲିଛି କରୋନା । ଦିନକୁ ଦିନ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଏଯାଏଁ କଟକରେ ୨୪୮ଟି ପିଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିରୁ ଅଧାରୁ ଅଧିକ ସଂକ୍ରମିତ ସହରର ବିଭିନ୍ନ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି । ସିଏମ୍‌ସି କମିଶନର ଅନନ୍ୟା ଦାସ ଓ କୃଷି ସଚିବ ସୌରଭ…

କାଲିଠୁ କଟକରେ ଖୋଲିବ ସପିଂ ମଲ୍

କଟକ: କଟକ ମହାନଗର ନିଗମ ଅଂଚଳରୁ ହଟିଲା ସଟଡାଉନ୍ । ସିଏମସି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆସନ୍ତାକାଲିଠାରୁ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ଖୋଲିପାରିବ । ତେବେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ଔଷଧ ଦୋକାନକୁ କଟକଣାରୁ ବାଦ ଦିଆଯାଇଛି ।…

କଟକ ସହରରେ ବଢ଼ିବନି ସଟ୍‌ଡାଉନ୍‌ ଅବଧି

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟଡାଉନ । ଆଜି ଏହି ସଟଡାଉନ ଅବଧି ସରୁଥିବା ବେଳେ ଏହା ଆଗକୁ ଆଉ ବୃଦ୍ଧି ହେବନାହିଁ ବୋଲି ସୂଚନା ଦେଇଛି କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରର ରଖି ଗତ ସୋମବାରଠାରୁ ୨ଟି ପର୍ଯ୍ୟାୟରେ ସଟ୍‌ଡାଉନ୍‌ ଲାଗୁ…

ଡ୍ୟୁଟିରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଛୁରୀ ଭୁସି ହତ୍ୟା

ନିଆଳି: ଡ୍ୟୁଟିରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଛୁରୀ ଭୁସି ହତ୍ୟା କଲା ସ୍ୱାମୀ । ଏଭଳି ଅଭିଯୋଗ ଆସିଛି ନିଆଳିରୁ । ସମ୍ପୃକ୍ତ ନର୍ସ ଜଣକ ଜଣେ ଗର୍ଭବତୀ ମହିଳାଙ୍କୁ ଟିକା ଦେଉଥିବା ବେଳେ ନର୍ସଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ନର୍ସ ଜଣକ ଆଜି କଟକ ସଦର…

କଟକ ଶିଶୁଭବନରେ ଆଉ ଜଣେ ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି କଟକ ଶିଶୁଭବନରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନାରେ ପୁଣି ଜଣେ ଶିଶୁ ସଂକ୍ରମିତ ହୋଇଛି । ସଂକ୍ରମିତ ଶିଶୁ ଜଣକ ଜଗତସିଂହପୁର ଅଞ୍ଚଳର ୬ ବର୍ଷର ଶିଶୁ ପୁତ୍ର…

ଖୁବ୍‌ଶୀଘ୍ର କଟକ-ଭୁବନେଶ୍ୱର ମଧ୍ୟରେ ହେବ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା

ଭବନେଶ୍ୱର: ଖୁବ୍‌ଶୀଘ୍ର କଟକ-ଭୁବନେଶ୍ୱର ମଧ୍ୟରେ ହେବ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା । ଏନ୍‌ଏଚ୍‌-୧୬ର ଉଭୟ ପଟେ ତିନୋଟି ଲେଖାଏଁ ଲେନ୍ ଅଛି । ତେଣୁ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା କରାଯିବା ଉଚିତ । ଏହାଦ୍ୱାରା ଯାତ୍ରାର ସମୟ କମିବ, ଗାଡିର ଗତି ବଢ଼ିବ ଏବଂ ଦୁର୍ଘଟଣା କମିବ ବୋଲି ଡିସିପି ସାଗରିକା…

କଟକରୁ ଚିହ୍ନଟ ହେଲେ ଆଉ ୨୯ ନୂଆ ଆକ୍ରାନ୍ତ: ମୋଟ ସଂଖ୍ୟା ୮୫୫ କୁ ବୃଦ୍ଧି

କଟକ: ଗତ ୨୪ ଘଣ୍ଟାରେ ଆଉ ୨୯ ନୂଆ ଆକ୍ରାନ୍ତଙ୍କ ସହ କଟକ ଜିଲ୍ଲାରେ ୮୫୫ ଛୁଇଁଛି ମୋଟ କରୋନା ମାମଲା । ଜିଲ୍ଲା ପ୍ରଶାସନ ଦେଇଥିବା ସୁଚନା ଅନୁଯାୟୀ, କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି)ରୁ ୫ ଜଣ ଏବଂ ବାଡ଼ମ୍ବା ଅଞ୍ଚଳରୁ ୫ ଜଣ, ବାଙ୍କିରୁ ୧୨ ଜଣ, ନରସିଂହପୁର ଓ ନିଆଳିରୁ ୨ ଜଣ…

କଟକରୁ ଆଉ ୩ କରୋନା ପଜିଟିଭ ଚିହ୍ନଟ

କଟକ: ସୋମବାର କଟକ ଜିଲ୍ଲାରୁ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ୩ ଜଣ ସିଏମ୍‌ସି ଅଂଚଳର ଅଛନ୍ତି । ଏନେଇ କଟକ ମହାନଗର ନିଗମ ଟୁଇଟ୍ କରି ସୂଚନା ଦେଇଛି । ସିଏମସି ଅଞ୍ଚଳରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣେ ପେଡ୍ କ୍ୱାରେଣ୍ଟାଇନରେ ୬୨ ବର୍ଷୀୟ…

କଟକ ଏସ୍‌ସିବି ଓ କ୍ୟାନ୍‌ସର ହସ୍ପିଟାଲ ନ ଆସିବାକୁ ନିବେଦନ

କଟକ: କଟକର ହଟ୍‌ସ୍ପଟ ପାଲଟିଥିବା କ୍ୟାନ୍ସର ହସ୍ପିଟାଲ ଏବଂ ଏସ୍‌ସିବିରେ କଟକଣା ଲଗାଯାଇଛି । କ୍ୟାନ୍‌ସର ହସ୍ପିଟାଲ ଏବଂ ଏସ୍‌ସିବି ନ ଆସିବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଗତ ତିନି ଦିନ ମଧ୍ୟରେ କ୍ୟାନ୍‌ସର ହସ୍ପିଟାଲରୁ ୧୧୩ ପଜିଟିଭ୍ ଓ ଏସ୍‌ସିବିରୁ…

କଟକରେ ହେବ ଆଣ୍ଟିଜେନ୍ ଟେଷ୍ଟ

କଟକ: ରାଜ୍ୟରେ ବଢ଼ୁଛି କାୟା ବିସ୍ତାର କରି ଚାଲିଛି କରୋନା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟେଷ୍ଟ ସଂଖ୍ୟା ମଧ୍ୟ ବଢ଼ାଇଛନ୍ତି । କରୋନା ମହାମାରୀ ଯୋଗୁଁ କଟକରେ ଆଂଟିଜେନ୍ ଟେଷ୍ଟ ଆରମ୍ଭ ହେବ । ଆସନ୍ତା ମଙ୍ଗଳବାରଠାରୁ ଏହି ଟେଷ୍ଟ ହେବ । ଏହାଦ୍ୱାରା ଏହାଦ୍ୱାରା ଲୋକଙ୍କର କୋଭିଡ…