କଟକରୁ ୫୦ ଲକ୍ଷର ବାଣ ଜବତ
କଟକ: କଟକ ଜିଲ୍ଲା ଜଗତପୁର ନିକଟ ତ୍ରିଲୋଚନପୁର ଓ ମହାଜନପୁର ଗ୍ରାମରେ ପୋଲିସ ଶନିବାର ଦିନ ଚଢାଉ କରିବା ସହ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ବାଣ ଜବତ କରିଛି ।
କୌଣସି ସୁତ୍ରରୁ ଖବର ପାଇ ଆଇଆଇସିଙ୍କ ନେତୃତ୍ୱରେ ଜଗତସିଂହପୁର ଥାନାର ୧୦ ଜଣିଆ ଟିମ୍ ଓ ୪ ପ୍ଲାଟୁନ ଫୋର୍ସ ଉକ୍ତ ଗ୍ରାମ…