Latest Odisha News
Browsing Tag

Cyclone Jawad

ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଲା ଜୱାଦ, ଆଜିଠୁ ପାଗରେ ହେବ ପରିବର୍ତ୍ତନ

ଭୁବନେଶ୍ୱର: ଜୱାଦ ଦୁର୍ବଳ ହେବା ପରେ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଲା । ଜୱାଦ ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳରେ ବର୍ଷା ହୋଇଛି । ସମୁଦ୍ର ଭିତରେ ବାତ୍ୟାର ରୂପ ନେବା ପରେ ସେହି ସମୁଦ୍ରରେ ତୀବ୍ର ଅବପାତ ଓ ପରେ ଅବପାତରେ ପରିଣତ ହୋଇଛି । ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ।…

ଉପକୂଳ ଓଡ଼ିଶାରେ ଆଜି ଓ କାଲି ପ୍ରବଳ ବର୍ଷା

ଭୁବନେଶ୍ୱର: ଓଡ଼ିଶା ଉପକୂଳରୁ ବାତ୍ୟା ଭୟ ଟଳିଗଲା । ଜଓ୍ୱାଦ ସ୍ଥଳଭାଗ ଛୁଇଁବା ଆଗରୁ ଦୁର୍ବଳ ହୋଇଗଲା । କିନ୍ତୁ ସାଙ୍ଗରେ ବର୍ଷା ପବନ ନେଇ ଆସିଛି । ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ହେବ । ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭାରତୀୟ…

ଅବପାତ ହୋଇ ଆଜି ପୁରୀ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ୱାଦ ଅବଶିଷ୍ଟାଂଶ

ଭୁବନେଶ୍ୱର: ସମୁଦ୍ର ଭିତରେ ସାଇକ୍ଲୋନ୍ । ସ୍ଥଳଭାଗ ପାଖରେ ପହଞ୍ଚିଲା ବେଳକୁ ଅବପାତ । ବାତ୍ୟା ଜଓ୍ୱାଦ ଅଧିକରୁ ଅଧିକ ଦୁର୍ବଳ ପଡୁଛି । ଗତକାଲି ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହୋଇଥିଲା । ଆଜି ଜଓ୍ୱାଦର ଅବଶିଷ୍ଟାଂଶ ଡିପ୍ରେସନ୍ ହେବ । ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିଲା…

ବାତ୍ୟାକୁ ନେଇ ଆଶ୍ୱସ୍ତିକର ଖବର: ପୁରୀରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯିବ ଜଓ୍ୱାଦ୍

ଭୁବନେଶ୍ୱର: ବାତ୍ୟା ଜଓ୍ୱାଦକୁ ନେଇ ଆସିଲା ବଡ଼ ଆଶ୍ୱସ୍ତିକର ଖବର । ପୁରୀ ଉପକୂଳରେ ପହଞ୍ଚିଲା ବେଳକୁ ଜଓ୍ୱାଦ ଦୁର୍ବଳ ପଡ଼ିଯିବ । ସାଇକ୍ଲୋନିକ୍ ଷ୍ଟର୍ମରୁ (ସାମୁଦ୍ରିକ ଝଡ଼) ଏହା ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହୋଇପାରେ । ଭାରତୀୟ ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି ।…

ପ୍ରବଳ ବର୍ଷା ନେଇ ଆସୁଛି ବାତ୍ୟା

ଭୁବନେଶ୍ୱର: ଜଓ୍ୱାଦ ସାଙ୍ଗରେ ନେଇ ଆସୁଛି ପ୍ରବଳ ବର୍ଷା ପବନ । ଯେତିକି ସ୍ଥଳଭାଗ ନିକଟତର ହେବ ସେତିକି ପ୍ରଭାବ ଦେଖାଇବ ବାତ୍ୟା । ବାରମ୍ବାର ଦିଗ ବଦଳାଉଛି । ନିର୍ଦ୍ଦିଷ୍ଟ ଭାବରେ ଏହାର ହିଟ୍ ସ୍ଥାନ କହିବା ମୁସ୍କିଲ ହୋଇଛି । ଯେଉଁଆଡ଼େ ଗଲେ ବି ଓଡ଼ିଶା ଉପକୂଳରେ ନିଶ୍ଚିତ ପ୍ରକୋପ…

ଟୁଇନ୍ ସିଟିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: କଟକ, ଭୁବନେଶ୍ୱରରେ ଆଜି ପ୍ରବଳ ବର୍ଷିବ

ଭୁବନେଶ୍ୱର: ବାତ୍ୟା ଜଓ୍ୱାଦ୍ ପ୍ରଭାବରେ ଓଡ଼ିଶା କାଲିଠାରୁ ଆରମ୍ଭ ହୋଇଛି ବର୍ଷା । କାଲି ମଧ୍ୟରାତ୍ରିରୁ କଟକ, ଭୁବନେଶ୍ୱରରେ ବି ବର୍ଷା ଲାଗି ରହିଛି । ଝିପିଝିପି ବର୍ଷୁଛି । ଆଜି ପାଇଁ ଟୁଇନ୍ ସିଟିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କଟକ, ଭୁବନେଶ୍ୱରରେ ଆଜି ପ୍ରବଳରୁ…

ଓଡ଼ିଶା ଉପକୂଳ ମୁହାଁ ବାତ୍ୟା: ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ବଢୁଛି ଜଓ୍ୱାଦ୍

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଗକୁ ବଢୁଛି ବାତ୍ୟା । ସମୁଦ୍ର ଭିତରେ ଘୂରି ବୁଲୁଛି । ଅଧିକ ବଳ ଗୋଟାଇ ଉପକୂଳ ଆଡ଼େ ମାଡ଼ି ଆସୁଛି ଜଓ୍ୱାଦ୍ । ନିର୍ଦ୍ଦିଷ୍ଟ ଭାବରେ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ଏଯାଏ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିନି । କିନ୍ତୁ ଆଜିଠୁ ପ୍ରଭାବ ଦେଖାଇବା ଆରମ୍ଭ…

ବାତ୍ୟା ଆଣିବ ସର୍ବାଧିକ ୧୧୦ କିଲୋମିଟର ବେଗରେ ପବନ

ଭୁବନେଶ୍ୱର: ବଙ୍ଗୋପସାଗରରେ ବାତ୍ୟା ଭୟ ଧୀରେ ଧୀରେ ବଢୁଛି । ଆଜି ଗଭୀର ଅବପାତ ହୋଇଛି । ୧୨ ଘଣ୍ଟାରେ ସୃଷ୍ଟି ହେବ ବାତ୍ୟା । ଆନ୍ଧ୍ର କାଲି ସୁଦ୍ଧା ଉତ୍ତର ଆନ୍ଧ୍ର ପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ପାଦ ଥାପିବ । ଏଥିପାଇଁ ଜାରି ହୋଇଛି ସାଇକ୍ଲୋନ୍ ଆଲର୍ଟ । ପରବର୍ତ୍ତୀ ୨୪ ଘଣ୍ଟାରେ…

‘ଓ୍ବେଲ୍ ମାର୍କଡ୍‌’ ହେଲା ଲଘୁଚାପ; ୧୨ ଘଣ୍ଟାରେ ପାଲଟିବ ଅବପାତ

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆଜି ସକାଳେ ସୁଦୃଶ ଲଘୁଚାପରେ ପରିଣତ ହୋଇଥିବା କଥା ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ତୀବ୍ରତର…

ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କଲେ କ୍ୟାବିନେଟ୍ ସଚିବ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଆସୁଛି ସମ୍ଭାବ୍ୟ ବାତ୍ୟା ଜଓ୍ୱାଦ୍ । ଆଜି ଡିପ୍ରେସନ୍ ହେବ । କାଲି ହୋଇପାରେ ବାତ୍ୟା । କେଉଁଠି ଲାଣ୍ଡଫଲ୍ କରିବ ସ୍ପଷ୍ଟ ହୋଇନି । ତାପୂର୍ବରୁ ମୁକାବିଲା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କରିଛନ୍ତି କ୍ୟାବିନେଟ୍ ସଚିବ ରାଜୀବ…