Latest Odisha News
Browsing Tag

delhi

ଜୁଲାଇରେ ସ୍କୁଲ ଖୋଲିବାକୁ ଯୋଜନା ରଖିଛନ୍ତି ଦିଲ୍ଲୀ ସରକାର

ନୂଆଦିଲ୍ଲୀ:  ଆସନ୍ତା ଜୁଲାଇ ମାସ ରେ ସ୍କୁଲ ଖୋଲିବା ନିମନ୍ତେ ଯୋଜନା ପ୍ରସ୍ତୁତି କରୁଛନ୍ତି ଦିଲ୍ଲୀ ସରକାର । ଆସନ୍ତା ଜୁନ ୫ ତାରିଖ ସୁଦ୍ଧା, ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ଅଧିସୂଚନା ଅନୁସାରେ, ଏକ ଢାଞ୍ଚା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ତଥା…

ଦିଲ୍ଲୀରେ ୭ ଟଙ୍କା ୧୦ ପଇସା ବଢିଲା ଡିଜେଲ୍ ଦର

ନୂଆଦିଲ୍ଲୀ: ମଦ ଉପରେ ଅତିରିକ୍ତ ୭୦ ପ୍ରତିଶତ ସ୍ୱତନ୍ତ୍ର କରୋନା ଫି ବୃଦ୍ଧି ହେବା ପରେ, ଏବେ ଦିଲ୍ଲୀ ସରକାର ମଙ୍ଗଳବାର ଦିନ ଇନ୍ଧନ ଉପରେ ଭାଲ୍ୟୁ ଆଡ଼େଡ୍ ଟ୍ୟାକ୍ସ (ଭାଟ୍‌) ବୃଦ୍ଧି କରିଛନ୍ତି । ଲିଟର ପିଛା ପେଟ୍ରୋଲ୍ ୧ଟଙ୍କା ୬୭ ପଇସା ବୃଦ୍ଧି ହୋଇଛି । ତେବେ ଦିଲ୍ଲୀରେ ଡିଜେଲ୍ ଦର…

ଦିଲ୍ଲୀର କରୋନା ସଂକ୍ରମିତଙ୍କ ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ରୋକିବା ଲାଗି ଚାଲିଛି ଅହରହ ଉଦ୍ୟମ । ହେଲେ ଏତିକିବେଳେ କ୍ୱାରେନ୍‌ଣ୍ଟାଇନ୍ ଅବ୍ୟବସ୍ଥା ନେଇ ଏକ ଭିଡିଓ ଜରିଆରେ ଅଭିଯୋଗ ଆଣିଛନ୍ତି ଜଣେ କରୋନା ସଂକ୍ରମିତ ପୋଲିସ କର୍ମଚାରୀ । #WATCH A Delhi Police constable, who had tested positive for…

ଦିଲ୍ଲୀରେ ପିଜା ଡେଲିଭରି ବଏ କୋଭିଡ୧୯ ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନରେ ୭୨ ପରିବାର

ନୂଆଦିଲ୍ଲୀ: ଜଣେ ପିଜା ଡେଲିଭରି ବଏଙ୍କଠାରେ କୋଭିଡ୧୯ ପଜିଟିଭ ଚିହ୍ନଟ ପରେ ସାଉଥ ଦିଲ୍ଲୀ ଚିନ୍ତା ବଢିଯାଇଛି । ସେ ପିଜା ଦେଇଥିବା ୭୨ଟି ପରିବାରକୁ କ୍ୱାରେଣ୍ଟାଇନରେ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗତ ମଙ୍ଗଳବାର ମାଲବ୍ୟନଗର ଅଂଚଳରେ ଥିବା ଏକ ପିଜା…

ପୁରୀ କରୋନା ସଂକ୍ରମିତ ରୋଗୀ ଭୁବନେଶ୍ୱରର ଏହିସବୁ ସ୍ଥାନରେ ବାଣ୍ଟିଥିଲେ ଡାକ

ଭୁବନେଶ୍ୱର: ପୁରୀ ଜିଲ୍ଲା ପିପିଲି ଅଞ୍ଚଳର କରୋନା ସଂକ୍ରମିତ ରୋଗୀ ଜଣକ ଭୁବନେଶ୍ୱର ବିଜେବି ନଗର ସବ-ପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ ଭାବେ କାର୍ଯ୍ୟ କରୁଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମ୍ୟୁନିସିପାଲ୍ କମିଶନ (ବିଏମସି)ର କମିଶନର୍ ପ୍ରେମ ଚାନ୍ଦ ଚୌଧୁରୀ । ସେ ଦିଲ୍ଲୀରୁ ଫେରିବା…

କରୋନା ଆତଙ୍କ: ଦିଲ୍ଲୀ, ମୁମ୍ବାଇରେ ୪ ଡାକ୍ତର, ୨ ନର୍ସ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ୩ଜଣ ଡାକ୍ତର ଏବଂ ମୁମ୍ବାଇରେ ଜଣେ ନର୍ସ କରୋନା ଭୂତାଣୁ ସଂକ୍ରମଣ ପରୀକ୍ଷାରେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏଥିମଧ୍ୟରୁ ୨ଟି କେସ୍ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ୍ ଏବଂ ଗୋଟିଏ କେସ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ହସ୍ପିଟାଲର ହୋଇଥିବା ନେଇ ସୂତ୍ରରୁ…

ଦିଲ୍ଲୀରେ ମର୍କଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୬ କରୋନା ପଜିଟିଭଙ୍କର ତେଲେଙ୍ଗାନାରେ ମୃତ୍ୟୁ

ଏକ ଚିନ୍ତାଜନକ ଘଟଣାକ୍ରମରେ ଦିଲ୍ଲୀ ନିଜାମୁଦ୍ଦିନରେ ହୋଇଥିବା ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୬ଜଣ ବ୍ୟକ୍ତିଙ୍କର ତେଲେଙ୍ଗାନାରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ୟକ୍ତିମାନେ ମାର୍ଚ୍ଚ ୧୩ରୁ ୧୫ ତାରିଖ ମଧ୍ୟରେ…

ଦିଲ୍ଲୀରେ ସିଏଏ ହିଂସା: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ବୈଠକ ଡାକିଲେ ଶାହ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଶୋଂଧନ ଆଇନ୍ (ସିଏଏ) ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ଗତକାଲି ହୋଇଥିବା ହିଂସାକାଣ୍ଡରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ପ୍ରାପ୍ତ ସୂଚନାନୁଯାୟୀ ଏହା ପ୍ରଭାବରେ ଉତ୍ତର-ପୂର୍ବ ଦିଲ୍ଲୀରେ ସମସ୍ତ…

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ

ଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରର୍ଥୀ ତାଲିକା ପ୍ରକାଶ ପାଇଛି । ୭୦ଟି ସିଟ୍ ବିଶିଷ୍ଟ ଦଲ୍ଲୀ ବିଧାନସଭା ନିର୍ବାଚନ ଲାଗି ବିଜେପି ତାର ପ୍ରାର୍ଥୀ ତାଲିକାରେ ୫୭ ଜଣିଆ ପ୍ରର୍ଥୀଙ୍କ ନାଁ ଘୋଷଣା କରିଛି । ଏଥିରେ ୧୧ ଜଣ ପ୍ରାର୍ଥୀ ଅନୁସୂଚିତ ଜାତିର ରହିଥିବା…

ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଜୋତା ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅନ୍ତର୍ଗତ ନରେଲା ଶିଳ୍ପାଞ୍ଚଳରେ ଅବସ୍ଥିତ ଏକ ଜୋତା ଫ୍ୟାକ୍ଟ୍ରିରେ ମଙ୍ଗଳବାର ଭୋର୍ ସମୟରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1209324861710954496?s=08…