Latest Odisha News

BREAKING NEWS

Browsing Tag

Delta variant

ଆଲଫା ଅପେକ୍ଷା ଡେଲଟା ପ୍ରଜାତି ୪୦ରୁ ୬୦ ପ୍ରତିଶତ ଅଧିକ ସଂକ୍ରାମକ

ନୂଆଦିଲ୍ଲୀ: (INSACOG)ର କୋ-ଚେୟାରମ୍ୟାନ୍ ଡକ୍ଟର ଏନ.କେ ଅରୋରା କହିଛନ୍ତି ଯେ ଡେଲଟା ଭାରିଆଣ୍ଟ ଆଲଫା ଭାରିଆଣ୍ଟ ଅପେକ୍ଷା ପ୍ରାୟ ୪୦ରୁ ୬୦ ପ୍ରତିଶତ ଅଧିକ ସଂକ୍ରାମକ। ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀର ପ୍ରତିରକ୍ଷା (NTAGI) ର କୋଭିଡ୍‌-୧୯ ୱାର୍କିଂ ଗ୍ରୁପ୍ ର ଚେୟାରମ୍ୟାନ୍…

୮୦ ପ୍ରତିଶତ ଟିକାକୃତ ଭାରତୀୟ ଡେଲ୍‌ଟା ପ୍ରଜାତି ଦ୍ୱାରା ସଂକ୍ରମିତ ; ରିପୋର୍ଟ

ନୂଆଦିଲ୍ଲୀ: ଗୋଟିଏ ଡୋଜ ଟିକା ଗ୍ରହଣ କରିଥିବା ୮୦ ପ୍ରତିଶତ ଭାରତୀୟ ଡେଲ୍‌ଟା ପ୍ରଜାତି ଦ୍ବାରା ସଂକ୍ରମିତ ହୋଇଛନ୍ତି। ଏ ନେଇ ଆଇସିଏମଆର ପକ୍ଷରୁ ଏକ ନୂଆ ତଥ୍ୟ ପ୍ରକାଶ ପାଇଛି। ଅଧ୍ୟୟନରୁ ଜଣାପଡିଛି ଯେ ଅଧିକାଂଶ କୋଭିଡ ପଜିଟିଭ ରୋଗୀ ଅତି କମରେ ଗୋଟିଏ ଡୋଜ୍‌ ଟିକା ଗ୍ରହଣ କରିଥିଲେ।…

ଘାତକ ନୁହେଁ ଡେଲଟା ପ୍ଲସ ଭାରିଆଣ୍ଟ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଜୁଲାଇ ଦ୍ବିତୀୟ ସପ୍ତାହରେ କମିବ କରୋନା । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଖାଲି ସେତିକି ନୁହେଁ ଡେଲଟା ପ୍ଲାସ ଭ୍ୟାରିଆଣ୍ଟକୁ ନେଇ ଯେଉଁ ଭୟ ବଢୁଛି, ତାହା ସେଭଳି ଘାତକ…

ଟିକା ନେଇନଥିବା ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି ଡେଲ୍‌ଟା ଭାରିଆଣ୍ଟ; ‘ହୁ’

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ସମସ୍ତ ପ୍ରକାର ଭାରିଆଣ୍ଟ ମଧ୍ୟରେ ଡେଲଟା ଭାରିଆଣ୍ଟ ଅଧିକ ସଂକ୍ରାମକ। ଏହା ଟିକା ନେଇନଥିବା ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିଛି। ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା ଏହି ଡେଲ୍‌ଟା ଭାରିଆଣ୍ଟ…

ଡରାଉଛି ଡେଲ୍ଟା ଭ୍ୟାରିଆଣ୍ଟ, ବଢ଼ିଲା ବ୍ରିଟେନବାସୀଙ୍କ ଚିନ୍ତା

ବ୍ରିଟେନ୍ : ଡରାଇଲାଣି ଡେଲଟା ଭ୍ୟାରିଆଣ୍ଟ । ବ୍ରିଟେନରେ ମାମଲା ବଢୁଥିବାରୁ ଲୋକଙ୍କ ଚିନ୍ତାରେ ବଢ଼ାଇଲାଣି କରୋନାର ଡେଲଟା ଭ୍ୟାରିଆଣ୍ଟ । ଗତ ସପ୍ତାହରେ ଦେଶରେ ୩୫ ହଜାରରୁ ଡେଲଟା ଭ୍ୟାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ରିଟେନ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଯାଏଁ…

ବ୍ରିଟେନ ଓ ମସ୍କୋରେ ଭୟାନକ ସାବ୍ୟସ୍ତ ହେଉଛି ଭାରତରେ ଠାବ ଡେଲଟା ଭାରିଆଣ୍ଟ

ନୂଆଦିଲ୍ଲୀ : ବ୍ରିଟେନ ଓ ମସ୍କୋରେ ଭୟଙ୍କର ସାବ୍ୟସ୍ତ ହେଉଛି ଭାରତରେ ଠାବ ଡେଲଟା ଭାରିଆଣ୍ଟ । ଦିନକୁ ଦିନ ସ୍ଥିତି ହେଲାଣି ଅତି ସାଂଘାତିକ । ମାତ୍ର ଏକ ସପ୍ତାହରେ ବ୍ରିଟେନରେ ଡେଲଟା ଜନିତ ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ୬୩୦ରେ ପହଞ୍ଚିଛି । ଫଳରେ ଏହି ଭାରିଆଣ୍ଟ ଜନିତ ସଂକ୍ରମିତଙ୍କ…