କବିତା : ସୁନେଲୀ ସପନ
"ଆନ୍ତର୍ଜାତିକ ଶାନ୍ତି ଦିବସ" ଉପଲକ୍ଷେ
ଡାକ ଏବେ ସମସ୍ତଙ୍କୁ
ମୁକ୍ତାକାଶ ତଳେ ଆସି ଏକତ୍ରିତ ହେବା ,
ସମୟର ପ୍ରମତ୍ତପଣକୁ
ବିଧିର ଭସ୍ମଭାବି ଦେହରେ ବୋଳିବା ,
ବେଜାଏ ଦୁଃଖ ଧରି
ବସିଥିବା ମାନଙ୍କୁ ମନେଇବା,
ଅସନା ଆବର୍ଜନା ଯେତେ ସବୁ
ବାଛି ଶୂନ୍ୟରେ ତା' କବର ତୋଳିବା।…