ବରଗଡ଼ ଧନୁଯାତ୍ରା ଓ କଳାକୁଞ୍ଜ
ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ
ପ୍ରାଚୀନ ସମ୍ବଲପୁର ଜିଲ୍ଲାର ଇତିହାସ ବିଗତ ଷୋହଳ ଶତାବ୍ଦୀରୁ ଉର୍ଦ୍ଧ କାଳ ବେଶ ଚଳଚଞ୍ଚଳ ରହି ଆସିଥିଲା । ଇତିହାସ କହେ ୪ର୍ଥ ଶତାବ୍ଦୀରେ ସମୁଦ୍ରଗୁପ୍ତ ଉତ୍କଳର ରାଜାଙ୍କୁ ପରାଜିତ କରି ଯେଉଁ ସବୁ ଅଞ୍ଚଳ ଅଧିକାର କରିଥିଲେ, ସମ୍ବଲପୁର ତାହାର ଅଂଶ…