ଧାରାବାହିକ ଉପନ୍ୟାସ : ସୁଲୋଚନା (୨୩)
ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ସରମାଙ୍କ ନିକଟରେ ନିଜକୁ ଖୋଲି ଦେଇ ଶାନ୍ତି ପାଆନ୍ତି ସୁଲୋଚନା। ତାଙ୍କ କୋଳରେ ମଥା ରହି ଶୋଇଥାଆନ୍ତି । ସରମା କହିଲେ, " ଜାଣିଛ ପୁତ୍ରୀ ! ଆଜି ଜ୍ୟେଷ୍ଠ ଭ୍ରାତା, ସୀତାଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିଥିଲେ। ମାତ୍ର ସାମାନ୍ୟ…