Latest Odisha News

BREAKING NEWS

Browsing Tag

Dharabahik upnyas

ଧାରାବାହିକ ଉପନ୍ୟାସ : ଦେବୀ (୩୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୫ ମଣିଷ କାହିଁକି ଜନ୍ମନିଏ !କାହିଁକି ମରେ ! କାହିଁକି ସମୟର ହାତ ଧରି ସେ ଆଗକୁ ଆଗକୁ ଯାଏ। ପୁଣି ସ୍ମୃତିର ଖସଡ଼ା ପଥରେ ପଛକୁ ପଛକୁ ଫେରିଆସେ। ଏମିତି ଅନେକ ପ୍ରଶ୍ନ ବିଚଳିତ କରେ ଦେବକୁ। ବେଳେବେଳେ ଏଇ ପ୍ରଶ୍ନମାନଙ୍କୁ ଧରି…

ଧାରାବାହିକ ଉପନ୍ୟାସ : ଦେବୀ (୩୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୪ ସମୟ ସହିତ ଗତିଶୀଳ ମଣିଷର ଜୀବନ। ନିଜ ଭିତରେ ନିଜକୁ ଖୋଜିବାରେ କେତେ ସମୟ ଚାଲିଯାଏ ଜଣା ପଡେନା।ବୟସର ବାରବାଙ୍କରେ କେତେ ଘଟଣା ଘଟେ,କେତେ ଭାଙ୍ଗେ,କେତେ ଗଢାହୁଏ। କେତେ ଅବିଶ୍ବାସ ପାହାଡ଼ ଭିତରୁ ଶୁଣାଯାଏ ବିଶ୍ଵାସର କୁଆଁ…

ଧାରାବାହିକ ଉପନ୍ୟାସ : ଦେବୀ (୩୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୩ ଚେତନାର କେଉଁ ଏକ କୋଣରେ ଲୁଚିଥାଏ ସ୍ମୃତି। ପବନ ପରି ହଠାତ୍ ଚାଲିଆସେ। ହସ ହୋଇ ଫୁଟେ,ଲୁହ ହୋଇ ଝରିଯାଏ। ପୁଣି କେବେ ବୁଲେଇ ନିଏ କଦମ୍ବ ବଣକୁ। ସେଠି ପବନ ହୋଇ ଶୁଣାଏ ବଂଶୀସ୍ଵନ। ତରଳ ତମସାର ଲୋମଶ ଛାତି ଭିତରେ ସେ ସ୍ମୃତି…

ଧାରାବାହିକ ଉପନ୍ୟାସ : ଦେବୀ (୩୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୨  ଏବେ ବୁଝିପାରିଲା ଦେବୀ, ସମୁଦ୍ରର ସହସ୍ର ହାତର ଆଲିଙ୍ଗନକୁ କେମିତି ଭୋଗୁଥିବ ନଈ। କେମିତି ତୃପ୍ତ ହେଉଥିବ କଇଁ, ଚନ୍ଦ୍ରମାର କଅଁଳ ସ୍ପର୍ଶରେ। କେମିତି ଛୁଉଁଥିବ ପତ୍ରକୁ ପବନ। ସକାଳର ଆଭାସ ପାଇ କଣ୍ଠ ସଫାକଲେଣି ଚଢେଇ…

ଧାରାବାହିକ ଉପନ୍ୟାସ : ଦେବୀ (୩୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୧  ଦେବଙ୍କର କଥା ଶୁଣି ଦେବୀ ନିଜ କାନକୁ ବିଶ୍ଵାସ କରିପାରିଲା ନାହିଁ। ହେଲେ ଏଇ ପ୍ରଶ୍ନଟି ରକ୍ତରେ ମିଶି ଦେହର ପ୍ରତିଟି ଜୀବକୋଷ ଦେହରେ ସୃଷ୍ଟି କଲା ଅପାର ଆଲୋଡନ। ଦେବୀ ଆଶର୍ଯ୍ୟ ଚକିତ ହୋଇ ଦେବର ମୁହଁକୁ ଚାହିଁ ରହିଲା।କେତେ…

ଧାରାବାହିକ ଉପନ୍ୟାସ : ଦେବୀ ( ୩୦)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୦  ଦେବ ତାକୁ ପାଣି ମାଗୁଛନ୍ତି ଏହା ଦେବୀ ପାଇଁ ଥିଲା ଏକ ଅବିଶ୍ଵାସନୀୟ ସତ୍ୟ। ସେ ପ୍ରଥମେ ବୁଝିପାରିଲା ନାହିଁ ପାଣି କଣ! ତାକୁ ନେଇ ଜଣେ କରିବ କଣ! ସେ କାହିଁକି ପାଣି ଦେବ!! ଅତିଶଯ୍ୟ ଆନନ୍ଦ ତାକୁ ଅନ୍ଧ କରିଦେବ ବୋଧେ।ତାକୁ…

ଧାରାବାହିକ ଉପନ୍ୟାସ : ଦେବୀ (୨୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ୨୯  କେତେ ସୁନ୍ଦର ଥିଲା ସେ ସବୁ ଦିନ। କେତେ ମନୋରମ ତାର ସମୁଦ୍ର କୂଳିଆ ଗାଆଁ। ଆଦ୍ୟ ଯୌବନର ସେ ସବୁ ମଧୁକ୍ଷରା ମୁହୂର୍ତ୍ତ କୁଆଡେ ହଜିଗଲା। ସମୟ ଆଣି କେଉଁଠି ଥୋଇଲା ତାକୁ ! ପୂର୍ଣ୍ଣ ସକାଳ ହେବାକୁ ଆଉ କିଛି ସମୟ ବାକିଥିଲା।…

ଧାରାବାହିକ ଉପନ୍ୟାସ : ଦେବୀ (୨୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୮ ଅନେକ ଚେଷ୍ଟା କରି ବି ଦେବ ସେ ମୁହୂର୍ତ୍ତ ସବୁକୁ ସ୍ମୃତିରୁ ଅଲଗା କରିପାରେନା ଦେବୀ। ସେ ଚାହେଁ ସବୁ କିଛି ଭୁଲି ଯାଆନ୍ତା ।ପୃଥିବୀରେ ସେ ଏକମାତ୍ର ମଣିଷ ହୁଅନ୍ତା ଯାହାର ଅତୀତ ନାହିଁ। ହେଲେ ଏମିତି କିଛି ହୁଏନା, ବରଂ…

ଧାରାବାହିକ ଉପନ୍ୟାସ : ଦେବୀ (୨୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୭ ଝର୍କା ଦେଇ ଦିଶୁଥିଲା ତା' ଜୀବନ ପରି ଆକାଶ,ଅଧା ଆଲୁଅ ଅଧା ଅନ୍ଧାର । ବେଳେବେଳେ ପୂର୍ଣ୍ଣ ଆଉ ବେଳେବେଳେ ଶୂନ୍ୟ-ମହାଶୂନ୍ୟ। ମୁହାଣ ଆରପାଖ ଆକାଶ ଏବେ ସିନ୍ଦୂର ବୋଳି ହୋଇସାରିବଣି। ଶେଷଥର ଦେଖା ହୋଇଥିବା ସେ ଅଚିହ୍ନା…

ଧାରାବାହିକ ଉପନ୍ୟାସ : ଦେବୀ (୨୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୩  ବାପାଙ୍କ ସହିତ ଘରକୁ ଫେରି ନଖାଇ ଶୋଇପଡ଼ିଲା ଦେବୀ।ତାକୁ ଭୋକ ଲାଗୁନଥିଲା ଏମିତି ନୁହେଁ, ତା ଭିତରେ ମୁଣ୍ଡ ଟେକୁଥିବା ଆଉ ଏକ ଭୋକକୁ ସେ ବଞ୍ଚେଇ ରଖିବାକୁ ଚାହୁଁଥିଲା। ତାକୁ ସେତେବେଳେ ଷୋହଳ ବର୍ଷ ହୋଇଥିଲା । ସେ ବୁଝୁଥିଲା…