Latest Odisha News

BREAKING NEWS

Browsing Tag

Dharabahik upnyas

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସରୋଜ ସେମିତି ଶୋଇଛନ୍ତି । ମୁହଁରେ ତାଙ୍କର ଯେପରି ଏକ ପ୍ରଚ୍ଛନ୍ନ ରହସ୍ୟ ଲୁଚି ରହିଛି । ନିରୀହ କୃଷ୍ଣସାର ଭଳି ଶୋଇଥିବା ସରୋଜଙ୍କୁ ଦେଖି ତା’ ଆଖିପତା ସଜଳ ହୋଇ ଆସିଲା । କେଉଁଠି ତାଙ୍କ ଘର, ବାପା-ମା’ କେଉଁଠି,…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆଜି ବେଶୀ ଖରାପ ଲାଗିବାରୁ ତମେ ଶୋଇଥିବା ସମୟରେ ମେଡିକେଲ ଯାଇଥିଲି । ଫେରିବାବେଳେ ଅଧରାସ୍ତାରେ ବର୍ଷା ମାଡ଼ ଖାଇବାକୁ ପଡ଼ିଲା । ଆଉ ତା’ପରେ... । ସରୋଜ ଚାହିଁଲେ ପଦ୍ମିନୀକୁ । କଥା କହିବା ସମୟରେ ସେ କେବେ ମଧ୍ୟ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବ୍ରହ୍ମପୁର ହଷ୍ଟେଲରୁ ଫେରି ପଦ୍ମିନୀ ନିଜ ପଢ଼ାରୁମ୍ ଉଦ୍ଦେଶ୍ୟରେ ଯିବାକୁ ବାହାରିବା ବେଳେ ହଠାତ୍ ସାନଭାଇ ପଛରୁ ଡାକିଲା- ଅପା.. ଆଗକୁ ବଢ଼ୁଥିବା ପାଦ ତା’ର ଅଟକିଗଲା - କ’ଣ କିରେ... ? - ଆଜି କିଏ ସବୁ ଆସୁଛନ୍ତି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପଦ୍ମିନୀ କିନ୍ତୁ ସେତେବେଳେ ଅନ୍ୟ ଏକ ପୃଥିବୀରେ ବିଚରଣ କରୁଥିଲା । ସେଇ ଜଗତର ପରିଚିତ ରାଜପଥ ଉପରେ ଚଳାୟମାନ ଅବସ୍ଥାରେ ଚାରିପାଖରେ ଘଟିଥିବା ଘଟଣା-ଦୁର୍ଘଟଣାଗୁଡ଼ିକ ତା’ ମନର ସ୍ଥିରତାକୁ ଲୁଣ୍ଠନ କରି ନେଉଥିଲେ ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ହ୍ୱାଟ, ସି.ବି ପଟ୍ଟନାୟକ ? ଆଇ ମିନ୍ ଚନ୍ଦ୍ରଭାନୁ ପଟ୍ଟନାୟକ? ତଡ଼ିତ୍ ବେଗରେ ଏଇ କେତେ ପଦ ପଦ୍ମିନୀ ମୁହଁରୁ କେମିତି ବାହାରିପଡ଼ିଲା, ସେ ଜାଣି ପାରିଲା ନାହିଁ । ସଚେତନ ହେଲା ବେଳକୁ ସେ ଅନୁଭବ କଲା, ତା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଅଫିସ ରୁମ୍ ଭିତରେ ପ୍ରବେଶ କରି ପଦ୍ମିନୀ ସମସ୍ତଙ୍କ ଉଦ୍ଦେଶ୍ୟରେ ଗୁଡ଼୍‌ ମର୍ଣ୍ଣିଂ ଜଣାଇ ଦେଖିଲା ପ୍ରକାଶ ଓ ଆଉ ଦୁଇଜଣ ସହକର୍ମୀ ହିଁ ଆସିଛନ୍ତି । ଘା ଦେଖି ଜାଣି ନେଲା ସେ ଆଜି ଶୀଘ୍ର ପହଞ୍ଚି ଯାଇଛି । ସବୁଦିନ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ମାଆ ଆଜି ଓପାସ କାଲି ବ୍ରତ , ବାର ମାସରେ ତେର ପର୍ବ , ଶ୍ରାଦ୍ଧ ମଉଳା ବିଧି ବିଧାନ, ଯେଉଁ ପର୍ବରେ ସେଇ ପିଠା ଆଜି ଯାଏ ଯେତେ ଅସୁବିଧା ହେଉ ପଛକେ ସବୁ କରି ଆସିଛନ୍ତି । ନିଜେ ଓପାସ ରହି ଅନ୍ୟକୁ ଖୁଏଇବାରେ ତାଙ୍କର ଯେଉଁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା କିଛି ନ ଶୁଣି ବାହାରି ପଡ଼ିଲା ଜଣ ସାଧାରଣଙ୍କ ସେବା କରିବା ପାଇଁ ! " ତୁମେ ମୋ ପାଇଁ ଆଦୌ ବ୍ୟସ୍ତ ହୁଅନି ,ମୋ ଭ୍ୟାନିଟି ବ୍ୟାଗରେ ବ୍ରେଡ଼, କେକ୍ ,ବିସ୍କେଟ ସବୁ ଅଛି ,ଭୋକ ହେଲେ ଖାଇନେବି କହି କହି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ବହୁତ ଦିନ ପରେ କିଏ ଜଣେ ତାକୁ ତା' କଥା ପଚାରିଛି ,ତା ଭଲ ମନ୍ଦ କଥା ପଚାରିଛି ! ଖୁସିରେ ଆଖି ଦୁଇଟି ଛଳ ଛଳେଇ ଉଠିଲା ଆସ୍ଥାର । କଥା ଦିଆ ନିଆ ଭିତରେ ବଞ୍ଚିବାର ଖିଅ ଟିକକ କେଉଁଠି ନା କେଉଁଠି ଲୁଚିରହି ଥିଲା; ଏକଥା…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୦)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ମହାରାଣୀ ମନ୍ଦୋଦରୀ ଅତ୍ୟନ୍ତ ଭୟଭୀତା ହୋଇ କ୍ରନ୍ଦନ କରିବାକୁ ଲାଗିଲେ ଏବଂ ରାବଣକୁ ଅନୁନୟ ହୋଇ କହିଲେ, " ହେ ନାଥ ! ଶ୍ରୀରାମଙ୍କୁ ଏକ ସାଧାରଣ ମନୁଷ୍ୟ ଭାବିବାର ଭୁଲ କରନ୍ତୁ ନାହିଁ। ଜିଦ୍ ତ୍ୟାଗ କରି ରଘୁକୁଳ ଶିରୋମଣି…