Latest Odisha News
Browsing Tag

dhrabahik upanyas

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ନିଜକୁ ବଞ୍ଚେଇବାର ଚେଷ୍ଟା କରୁକରୁ, ଖୁମ୍ବଟି କାଠର ଡେକ୍ ଉପରେ ପଡ଼ିଯିବାରୁ, ସମୀରା ଭାରସାମ୍ୟ ହରାଇ ନୀଳ ସମୁଦ୍ରର ଅତଳ ଗର୍ଭକୁ ଛିଟ୍‌କି ପଡ଼ିଲା । “ନାଇଁ... ସମୀରା ଦି’...,” ବିକଳ ଚିତ୍କାର କରି ଭାଙ୍ଗି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପ୍ରଥମ ଗେଟ୍ ପାର୍ ହେବା ପରେ ପଦ୍ମିନୀ ଆଗକୁ ଲକ୍ଷ୍ୟ ରଖି କହିଲା- ମତେ ଷ୍ଟେସନରେ ଓହ୍ଲେଇ ଦେ, ଟ୍ରେନ ଏବେ ଆସୁଥିବ । - କାହିଁକି ? ପଦ୍ମିନୀ ଦ୍ୱିଧା ଜଡ଼ିତ କଣ୍ଠରେ ବାରଣ କଲା- ନାଁ, କାଳେ ତାଙ୍କ ଗାଡ଼ିରେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସୁରେଖା ଭିଡିଓ କଲିଂ କରି ଖୁସିର ମୁହୂର୍ତ୍ତକୁ ସ୍ୱୟଂ ଆଉ ସ୍ୱାହାଙ୍କ ଭିତରେ ବାଣ୍ଟି ଥିଲା । ସ୍ୱୟଂ ଆଉ ସ୍ୱାହା ଦୁହିଁଙ୍କ ଖୁସି କହିଲେ ନସରେ ! ସେମାନେ ବି ଆୱାଡ଼ ଦିନ ନିଶ୍ଚିନ୍ତ ଆସି ପହଁଚିବେ ବୋଲି ଧାର୍ଯ୍ୟ କରିଥିଲେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସୁରେଖା -"କଣ ହେଲା ମାଆ ଦୁଆର ଖୋଲିବାକୁ ଏତେ ଡେ଼ରି ? ଫୋନରେ କିଏ ଅଛନ୍ତି କି ତାଙ୍କୁ ଆଗ ଉତ୍ତର ଦିଅନ୍ତୁ ।" ଆସ୍ଥା - ଆରେ ହଁ ...ହଁ ନିମିଅପା ପୁଣି ଥରେ ଫୋନ ଉଠେଇ ,ସୁରେଖାକୁ ଟିକେ ବାହାରକୁ ପଠେଇ ଥିଲି ତ କାମରେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୯)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ହନୁମାନ ନାମକ ବାନର ରାମଦୂତ ହୋଇ ଆସିଥିଲା। ଲଙ୍କା ଦହନ କରି ଫେରିଗଲା। ସେତେବେଳେ ତ ତାକୁ କେହି ଭୋଜନ କରି ପାରିଲେ ନାହିଁ। ବିଶାଳ ସାଗର ଉପରେ ମାତ୍ର ପାଞ୍ଚଦିନରେ ସେତୁବନ୍ଧ ନିର୍ମାଣ କରିବା କ'ଣ ସହଜ କଥା !! ଶତ୍ରୁର ଶକ୍ତିକୁ…

ଧାରାବାହିକ ଉପନ୍ୟାସ : ଦେବୀ (୨୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୪ କେଜାଣି କାହିଁକି ପିଲାଟି ଦିନରୁ ହିଁ ଦେବୀକୁ ଭଲ ଲାଗେ ଦେବଭାଇ। ଧୂଳି ଖେଳରୁ ହିଁ ଦେବୀର ଚେତନା ଭିତରେ ଦେବ ଭାଇ ବାସ କରେ। ଦେବ ଭାଇର ହସ ଖୁବ୍ ଭଲ ଲାଗେ। ଆହୁରି ଭଲ ଲାଗେ ତା ଚଞ୍ଚଳପଣ। କଥାର ଯାଦୁଗରୀ ମାୟାରେ ସେ…

ଧାରାବାହିକ ଉପନ୍ୟାସ : ଦେବୀ (୧୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୯ ପ୍ରାଚୀ କୂଳରେ ଏକ ଗାଆଁ,ମୁକ୍ତାପୂର। କିଏଦେଲା ଏତେ ସୁନ୍ଦର ନାଆଁ? ପିଲାଦିନରୁ ଶୁଣିଆସିଛି ଦେବ ଏଇ ଗାଆଁକୁ ନେଇ ଏକ ସୁନ୍ଦର କାହାଣୀ। ଦୀର୍ଘ ଅତୀତର କେଉଁ ଏକ ଅନ୍ଧାରୀ ଗୁମ୍ଫାରେ ରହିଛି ସେହି କାହାଣୀର ମଞ୍ଜି। ଦେବ…