Latest Odisha News
Browsing Tag

Durga Puja

ଡିସିପିଙ୍କୁ ଜଣାଅ ମୂର୍ତ୍ତିର ଉଚ୍ଚତା: ହାଇକୋର୍ଟ

କଟକ: କଟକରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଛି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୂଜା କମିଟି ମୂର୍ତିର ଉଚତା ନେଇ ଡିସିପିଙ୍କୁ ଜଣାଇବେ । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ପ୍ରତ୍ୟେକ କମିଟି ସେମାନେ କରିଥିବା ମୂର୍ତିର ଉଚତା ନେଇ…

କଟକ ଦୁର୍ଗାପୂଜା ବିବାଦ ପ୍ରସଙ୍ଗ, ପୂଜା କମିଟି ସହ କଥା ହେବେ ଡିସିପି

କଟକ: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଆଜି ସନ୍ଧ୍ୟାରେ କଟକ ଡିସିପିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ ମୂର୍ତ୍ତିର ଉଚ୍ଚତା ନେଇ ପୂଜା କମିଟି ସହ ଡିସିପି ଆଲୋଚନା କରିବେ । ଏନେଇ କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ବୈଠକରେ ନିଷ୍କର୍ସ ଜାଣିଲା ପରେ…

ମିଳିଲା ଗ୍ରୀନ୍ ସିଗ୍‌ନାଲ, କଟକରେ ହେବ ଶାରଦୀୟ ଦୁର୍ଗାପୂଜା

କଟକ: ଏ ବର୍ଷ କଟକରେ ହେବ ଦୁର୍ଗାପୂଜା । ଏନେଇ ହାଇକୋର୍ଟ ପକ୍ଷରୁ ଆଜି ଗ୍ରୀନ୍ ସିଗ୍‌ନାଲ ମିଳିଛି । କୋଭିଡ ଗାଇଡଲାଇନ୍‌କୁ ମାନି ବାଲୁ ବଜାର ପୂଜା କମିଟିକୁ ଦୁର୍ଗାପୂଜା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂଜା ସମୟରେ ମଣ୍ଡପରେ ଅଜଥା ଭିଡ ନ ଜମାଇବାକୁ କୋର୍ଟ କହିଛନ୍ତି। ଗତ…

ଏଥର ଭୁବନେଶ୍ୱରରେ ନିରାଡମ୍ବର ଦୂର୍ଗାପୂଜା

ଭୁୁବନେଶ୍ୱର: ଏଥର ରାଜଧାନୀ ଭୁବନେଶ୍ୱରରେ ଜମିବନି ଦୁର୍ଗାପୂଜା । ଚଳିତ ବର୍ଷ ଆଡମ୍ବରଶୂନ୍ୟ ଦୁର୍ଗାପୂଜା ଆୟୋଜିତ ହେବ ଭୁବନେଶ୍ୱରରେ। ବିଭିନ୍ନ ପୂଜା କମିଟି ସହ ପୋଲିସ କମିଶନରଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ପୂଜାରେ ତୋରଣ ଓ…

କଟକରେ ଏଥର ମଣ୍ଡପରେ ଦୁର୍ଗାପୂଜା ମନା

କଟକ: ଏଥର ସିଲଭର ସିଟିରେ ଜମିବନି ଦଶହରା । ମଣ୍ଡପକୁ ଆସିବେନି ମା’ ଦୁର୍ଗା । କୋଭିଡ ଗାଇଡଲାଇନ୍ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକଣା ଭିତରେ କଟକରେ ପାଳନ ହେବ ଦୁର୍ଗାପୂଜା । ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଚଳିତ ବର୍ଷ ଦୁର୍ଗାପୂଜା ମଣ୍ଡପ…

ଦୁର୍ଗା ପୂଜା ପାଇଁ ହାଇକୋର୍ଟରେ ଆବେଦନ

ଭୁବନେଶ୍ୱର: ଦୂଗାପୂଜା ଅନୁମତି ପାଇଁ ହାଇକୋର୍ଟରେ ଆବେଦନ । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । କୋଭିଡ ନିୟମ ପାଳନ କରି ପୂଜା କରାଯିବ । ତେଣୁ ଦୀର୍ଘ ଦିନର ପରମ୍ପରା ନ ଭାଙ୍ଗିବାକୁ ପୂଜା କମିଟି ପକ୍ଷରୁ ଆବେଦନ କରାଯାଇଛି । କରୋନା ମହାମାରୀ ଯୋଗୁଁ…

ଜଗତସିଂହପୁରରେ ଦୁର୍ଗାପୂଜା ମନା

ଜଗତସିଂହପୁର: ଏଥର ଫିକା ପହିବ ପାର୍ବଣ ଋତୁ । ହେବନି ଦୁର୍ଗାପୂଜା । ମହାମାରୀ କରୋନା ପାଇଁ ଜଗତସିଂହପୁର ଜିଲ୍ଲାରେ ଦୁର୍ଗା ପୂଜା ଉପରେ ଲାଗିଲା କଟକଣା । ଚଳିତ ବର୍ଷ ସାରା ଜିଲ୍ଲାରେ ସାର୍ବଜନୀନ ଦୁର୍ଗାପୂଜା ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ବିଭିନ୍ନ ପୂଜା…

ଆରମ୍ଭ ହେଲା ରାଜଧାନୀରେ ଭସାଣୀ ଉତ୍ସବ, ଜାଣନ୍ତୁ ଟ୍ରାଫିକ କଟକଣା

ଭୁବନେଶ୍ୱର: ପବିତ୍ର ବିଜୟା ଦଶମୀର ପରିସମାପ୍ତି ପରେ ଏବେ ମା’ ଦୁର୍ଗାଙ୍କୁ ବିଦାୟ ଦେବା ପାଇଁ ସାରା ରାଜ୍ୟ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଭସାଣୀ ଉତ୍ସବ ଲାଗି ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ପକ୍ଷରୁ ଏକ ପରାମର୍ଶ ମୂଳକ ସୂଚନା ଜାରି ହୋଇଛି । ଭୁବନେଶ୍ୱରରେ ମୂର୍ତ୍ତି…

ଆଜି ମହାମାୟାଙ୍କ ଭସାଣୀ ଉତ୍ସବ, ଟ୍ୱିନସିଟିରେ ଜୋରଦାର ପ୍ରସ୍ତୁତି

କଟକ/ଭୁବନେଶ୍ୱର: ପବିତ୍ର ବିଜୟା ଦଶମୀର ପରିସମାପ୍ତି ପରେ ଏବେ ମା’ ଦୁର୍ଗାଙ୍କୁ ବିଦାୟ ଦେବା ପାଇଁ ସାରା ରାଜ୍ୟ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡିଛନ୍ତି । ଏହାକୁ ନେଇ ଟ୍ୱିନ୍ ସିଟିରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । କଟକରେ ମଧ୍ୟ ଭସାଣୀ ଉତ୍ସବ ଲାଗି କମିସନରେଟ ପୋଲିସ…

ପବିତ୍ର ‘ବିଜୟା ଦଶମୀ’ରେ ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ପବିତ୍ର ବିଜୟାଦଶମୀ ତଥା ଦଶହରା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଗାଁରୁ ସହର ଯାଏଁ ସବୁଠି ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜା ଆରାଧନାରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ହେଉଛି ବିଜୟାଦଶମୀ । ଏହାକୁ ନେଇ ବିଭିନ୍ନ…