Latest Odisha News

BREAKING NEWS

Browsing Tag

Earth

ପୃଥିବୀ ସହ ମାଡ଼ ହେବ ସୌର ଝଡ଼, ନାସାର ଚେତାବନୀ

ନୂଆଦିଲ୍ଲୀ: ପୃଥିବୀ ସହ ମାଡ଼ ହେବାକୁ ଯାଉଛି ସୌର ଝଡ଼। ଯାହା ଫଳରେ ବୈଦ୍ୟୁତିକ ଯୋଗାଯୋଗ ପ୍ରଭାବିତ ହୋଇପାରେ। ଆମେରିକୀୟ ବୈଜ୍ଞାନିକମାନେ ଏଭଳି ଚେତାବନୀ ଦେଇଛନ୍ତି। ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ ଆଗାମୀ ସୌର ଝଡ଼ ଦୂରସଞ୍ଚାର ଏବଂ ଉପଗ୍ରହ ଉପରେ ପ୍ରଭାବ ପକାଇପାରେ।…

ଚନ୍ଦ୍ର ଉପରେ ମଧ୍ଯ ପଡିଛି ଲକଡାଉନର ପ୍ରଭାବ, କମିଥିଲା ତାପମାତ୍ରା…

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା। କୋଭିଡ ଲକଡାଉନ ଯୋଗୁ ବିଶ୍ୱରେ ଲକଡାଉନ୍ ମଧ୍ଯ କରାଯାଇଥିଲା। ଏବେ ଏକ ଗବେଷଣାରୁ ଜଣାପଡିଛି ଯେ ପୃଥିବୀରେ ଜାରି ଲକଡାଉନ୍ ଚନ୍ଦ୍ର ଉପରେ ମଧ୍ୟ ପ୍ରଭାବ ପକାଇଥିଲା। ଗବେଷଣାରୁ ମିଳିଥିବା ତଥ୍ଯ ଅନୁଯାୟୀ, ଏପ୍ରିଲ-ମେ…

ପୃଥିବୀ ପରି ଅନ୍ୟ ଏକ ଗ୍ରହର ସନ୍ଧାନ ପାଇଛି ନାସା

ନୂଆଦିଲ୍ଲୀ : ପୃଥିବୀ ପରି ଅନ୍ୟ ଏକ ଗ୍ରହର ସନ୍ଧାନ ପାଇଛି ନାସା । ସୁରକ୍ଷିତ ବସବାସ କରି ପାରିବେ ଲୋକେ । ଏଥିସହ ଅମ୍ଲଜାନ ଓ ଜଳ ଗଚ୍ଛିତ ରହିଥିବା ସୂଚନା । ଆରବପତି ଏଲୋନ୍ ମସ୍କ ଚାହୁଁଛନ୍ତି ଯେ ୨୦୫୦ ସୁଦ୍ଧା ଲୋକମାନେ ପୃଥିବୀ ପରି ଅନ୍ୟ ଏକ ଗ୍ରହରେ ଜୀବନ ଅତିବାହିତ କରନ୍ତୁ  । ତେବେ…

ଅନ୍ତରୀକ୍ଷରେ ଆଉ ୨୪ ପୃଥିବୀ !

ଭୁବନେଶ୍ୱର: ପୃଥିବୀ ଛଡ଼ା କୌଣସି ଗ୍ରହରେ ଜୀବନଧାରଣ ସମ୍ଭବ କି ? ଯଦି ହଁ ତେବେ କେଉଁଠି ରହୁଛନ୍ତି ଏଲିୟନ୍ସ ? ଏମିତି ଅନେକ ପ୍ରଶ୍ନକୁ ନେଇ ସୃଷ୍ଟିର ବଡ଼ ଜୀବ ମଣିଷ ଗବେଷଣା ଜାରି ରଖିଛି । ଏବେ ବୈଜ୍ଞାନିକଙ୍କୁ ଏମିତି ୨୪ଟି ଗ୍ରହ ମହାକାଶରେ ମିଳିଛି, ଯାହା ଜୀବନଧାରଣ ପାଇଁ ପୃଥିବୀ ଠାରୁ…

ଗୋଟିଏ ଫ୍ରେମରେ ପୃଥିବୀ ଓ ଚନ୍ଦ୍ର, କେମିତି ହେଲା ସମ୍ଭବ ?

ନୂଆଦିଲ୍ଲୀ: ଗୋଟିଏ ଫଟୋରେ ପୃଥିବୀ ଓ ଚନ୍ଦ୍ର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗୋଟିଏ ଫ୍ରେମରେ ପୃଥିବୀ ଓ ଚନ୍ଦ୍ରର ଫଟୋ ଉଠା ଯାଇଛି । ଏହି ଫଟୋକୁ କ୍ୟାପଚର କରିଛି ଆମେରିକୀୟ ମହାକାଶ ଗବେଷଣାକାରୀ ସଂସ୍ଥା ନାସା । ନାସାର ଲୁସି ସ୍ପେସକ୍ରାଫ୍ଟ ପୃଥିବୀ ଓ ଚନ୍ଦ୍ରର ଫଟୋକୁ ଗୋଟିଏ ଫ୍ରେମରେ…

PSLV-C 53 ସଫଳତା : 3 ଉପଗ୍ରହ କକ୍ଷପଥରେ ସ୍ଥାପିତ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଶ୍ରୀହାରିକୋଟା ଦ୍ୱିତୀୟ ଲଞ୍ଚିଂ ପ୍ୟାଡରୁ ଏକକାଳୀନ ମହାକାଶକୁ 3 ଟି ଉପଗ୍ରହ ଉତକ୍ଷେପଣ କରିଛି ଇସ୍ରୋ । ଏହି ଉତକ୍ଷେପଣ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ତିନୋଟି ଉପଗ୍ରହ ଠିକ୍ ସମୟରେ ମହାକାଶରେ ସେମାନଙ୍କର କକ୍ଷପଥରେ ପହଞ୍ଚି ଥିବା ଇସ୍ରାେ…

[ଦେଖନ୍ତୁ ଭିଡିଓ] ସୂର୍ଯ୍ୟରେ ଦାଗ, ଦେଖିବାକୁ ପୃଥିବୀ ଠାରୁ ୩ ଗୁଣ ବଡ଼

ନୂଆଦିଲ୍ଲୀ: ସୂର୍ଯ୍ୟରେ ଦାଗକୁ ନେଇ ଚିନ୍ତାରେ ବୈଜ୍ଞାନିକ । ପୃଥିବୀ ଠାରୁ ଆକାରରେ ୩ ଗୁଣ ବଡ଼ ଦାଗ ସୂର୍ଯ୍ୟରେ ଦେଖା ଦେଇଛି । ଯାହାକି ଗତ ୨୪ ଘଣ୍ଟାରେ ୨ ଗୁଣ ବୃଦ୍ଧି ପାଇଛି । ଏହା ପ୍ରଭାବରେ ମାଡ଼ି ଆସିପାରେ ଭୟଙ୍କର ସୌର ଝଡ଼ । ଏଭଳି କିଛି ଆଶଙ୍କା କରିଛନ୍ତି ନାସା ସମେତ ଅନ୍ୟ…

ପୃଥିବୀ ଆଡକୁ ମାଡ଼ି ଆସୁଛି ବିଶାଳକାୟ ଗ୍ରହାଣୁ, ୨୫ରେ ପିଟି ହେବ କି ?

ଭୁବନେଶ୍ୱର: ପୃଥିବୀ ସହ ଗ୍ରହଣୁର ଧକ୍କା ହେବ । ବିଭିନ୍ନ ସମୟରେ ଏମିତି ଖବର ଶୁଣିବାକୁ ମିଳିଥାଏ । ଟିଭି, ଖବରକାଗଜ ସମେତ ସୋସିଆଲ୍ ମିଡିଆରେ ଏଭଳି ଖବରକୁ ନେଇ ସାଧାରଣରେ ହଇଚଇ ସୃଷ୍ଟି ହୁଏ । ଆସନ୍ତା ୨୫ ତାରିଖରେ ପୃଥିବୀ ସହ ଗ୍ରହାଣୁର ଧକ୍କା ହେବା ନେଇ ଚର୍ଚ୍ଚା ଚାଲିଛି । ସତରେ କଣ…

ପୃଥିବୀ ଉପରେ ଖସିପାରେ ଚୀନ ରକେଟର ବଡ଼ ଭଗ୍ନାଂଶ

ନୂଆଦିଲ୍ଲୀ: ଚୀନର ଏକ ରକେଟର ଭଗ୍ନାଂଶ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଯାହା ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଏହି ଭଗ୍ନାଂଶ ପୃଥିବୀ ଉପରେ ଖସିପାରେ । ତେବେ ଭଗ୍ନାଂଶ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଖସିବ ତାହା ସ୍ପଷ୍ଟ ହୋଇନାହିଁ । ଚୀନ୍ ଏପ୍ରିଲ ୨୯ରେ ଚୀନ ରକେଟ୍ ୫ବିର ଉତକ୍ଷେପଣ…

ମଣିଷ: ସୃଷ୍ଟିର ଶେଷ କପଟି !

ସାମ୍ପ୍ରତିକ ସମାଜର ପରିସ୍ଥିତିକୁ ନେଇ ବଳଭଦ୍ର ରଥଙ୍କ ନିୟମିତ ସ୍ତମ୍ଭ: ଦୁନିଆ ଚିନ୍ତା ଏ ମଣିଷ କୁଆଡେ ଜୀବଜଗତର ଶ୍ରେଷ୍ଠ ଜୀବ ! ବଣଜଙ୍ଗଲର ଲଙ୍ଗଳା ଅବସ୍ଥାରୁ ମଙ୍ଗଳଗ୍ରହରେ ପହଂଚିବା ପର୍ଯ୍ୟନ୍ତ ଏ ମଣିଷର ସଭ୍ୟତାକୁ ଲାଗିଯାଇଛି ପ୍ରାୟ ଦୁଇଲକ୍ଷ ବର୍ଷ । ଏଇ ଦୁଇଲକ୍ଷ ବର୍ଷର…