Latest Odisha News
Browsing Tag

East Coast Railway

ଓଡ଼ିଶା ଦେଇ ଅଯୋଧ୍ୟା ଯିବ ୪ ଆସ୍ଥା ଏକ୍ସପ୍ରେସ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଦେଇ ଚାଲିବ ୪ଟି ଆସ୍ଥା ଏକ୍ସପ୍ରେସ। ଏହା ବିଭିନ୍ନ ଷ୍ଟେସନ ଦେଇ ଓଡ଼ିଶାକୁ ସିଧାସଳଖ ଅଯୋଧ୍ୟା ସହ ସଂଯୋଗ କରିବ। ମିଳିଥିବା ସୂଚନା ମୁତାବକ ଗୋଟିଏ ଆସ୍ଥା ଏକ୍ସପ୍ରେସ ଆସନ୍ତା ୩୧ ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ବାହାରି ଓଡ଼ିଶାର ବିଭିନ୍ନ ଷ୍ଟେସନ ଦେଇ…

ଓଡ଼ିଶାରେ ଆଉ ୨ଟି ନୂଆ ରେଳ ଲାଇନ୍ ପାଇଁ କେନ୍ଦ୍ର ଦେଲା ମଞ୍ଜୁରୀ

ଭୁବନେଶ୍ୱର: କେନ୍ଦ୍ର ସରକାର ଓଡ଼ିଶା ପାଇଁ ୨ଟି ନୂଆ ରେଳ ପ୍ରକଳ୍ପ ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ୨ଟି ନୂଆ ରେଳ ଲାଇନ୍ କାର୍ଯ୍ୟ ଆରମ୍ଭ ହେବ । ଏନେଇ ରେଳ ମନ୍ତ୍ରଣାଳୟ (ପୂର୍ବତଟ ରେଲୱେ-ନିର୍ମାଣ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱତନ୍ତ୍ର ଭାବେ ଅନୁମୋଦିତ…

ଆସନ୍ତା ୧୮ରେ ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ !

ଭୁବନେଶ୍ୱର: ଓଡ଼ିଶାରେ କେବେ ଗଡ଼ିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ । ଏନେଇ ଏବେ ବି ସସପେନ୍ସ ଲାଗି ରହିଥିବା ବେଳେ ତାରିଖକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ପ୍ରଥମେ ମେ ୧୫ ତାରିଖରେ ପୁରୀରୁ ହାୱଡ଼ାକୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହେବ ବୋଲି ସ୍ଥିର ହୋଇଥିବା ବେଳେ ପୁଣି ତାରିଖ…

ପୂର୍ବତଟ ରେଳପଥର ନୂତନ ମହାପ୍ରବନ୍ଧକ ହେଲେ ମନୋଜ ଶର୍ମା

ଭୁବନେଶ୍ୱର: ୧୯୮୫ ବ୍ୟାଚର ଭାରତୀୟ ରେଳ ଇଞ୍ଜିନିୟରିଂ ସେବା (ଆଇଆରଏସ୍ଇ) ଅଧିକାରୀ ମନୋଜ ଶର୍ମା ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଭାବେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ମୁମ୍ବାଇରେ କେନ୍ଦ୍ରୀୟ ରେଳବାଇ (CR)ର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବରେ କାର୍ଯ୍ୟ କରୁଥିଲେ । ସେ…

କୁହୁଡ଼ିର ମୁକାବିଲା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ଵତନ୍ତ୍ର ନିରାପତ୍ତା ଅଭିଯାନ

ଭୁବନେଶ୍ୱର: ଘନ କୁହୁଡ଼ିକୁ ଦେଖି ପୂର୍ବତଟ ରେଳପଥର ପ୍ରସ୍ତୁତି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅନେକ ସ୍ଥାନରେ ଘନ କୁହୁଡି ପରିସ୍ଥିତିକୁ ଦୃଷ୍ଟିରେ ରଖାଯାଇଛି । ବିଭିନ୍ନ ରେଳ ସେକ୍ସନରେ ରାତ୍ରି ସମୟ ଠାରୁ ପ୍ରାତଃ କାଳ ସମୟରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ କରାଇବାକୁ…

ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ତଦାରଖ ପାଇଁ ଖୋଲିଲା କ୍ୟାମ୍ପ ଅଫିସ୍

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନର ପ୍ରସ୍ତାବିତ ପୁନଃ ବିକାଶ କାର୍ଯ୍ୟ ତଦାରଖ ପାଇଁ ଷ୍ଟେସନ ସାମ୍ନାରେ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ଯ ଆରମ୍ଭ କରାଯାଇଛି । ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଭାବରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପୁନଃ ବିକାଶ କରାଯାଉଛି ।…

ରେଳବାଇ ନିଯୁକ୍ତି ବୋର୍ଡ ପରୀକ୍ଷାରେ ଠକ ଓ ଦଲାଲଙ୍କ କବଳରୁ କେମିତି ପାଇବେ ରକ୍ଷା ?

ଭୁବନେଶ୍ୱର: ଆରଆରବି ପରୀକ୍ଷା ପୂର୍ବରୁ ଆଶାୟୀଙ୍କୁ ସତର୍କ କରିଛି ପୂର୍ବତଟ ରେଳବାଇ । ଠକ ଓ ଦଲାଲଙ୍କ ମିଥ୍ୟା ପ୍ରତିଶ୍ରୁତିରେ ଆକୃଷ୍ଟ ନହେବାକୁ ରେଳବାଇ କହିଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ କୁହାଯାଇଛି- ରେଳବାଇ ଭର୍ତ୍ତି ବୋର୍ଡ…

ରାଜଧାନୀ ଏକ୍ସପ୍ରେସ ଭଳି ସୁବିଧା ଆଉ ତିନୋଟି ଟ୍ରେନରେ

ଭୁବନେଶ୍ୱର : ପୂର୍ବତଟ ରେଳପଥ ଅନ୍ୟ ତିନୋଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ପରି କୋଚ୍ ଉପଲବ୍ଧ କରିବା ପାଇଁ ନିଷ୍ପତ୍ତି ନେଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱର-କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେଶାଲକୁ ରାଜଧାନୀ କୋଚ ଭଳି ଯାତ୍ରା ସୁବିଧାକୁ ସବୁଜ…

ତାଳଚେର କୋଇଲା ଲୋଡିଂ ପଏଣ୍ଟ ଯାଞ୍ଚ କଲେ ରେଳ ବୋର୍ଡ ଅଧ୍ୟକ୍ଷ; ସୋମବାର ଯିବେ ପାରାଦୀପ

ଭୁବନେଶ୍ୱର: ରେଳ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଭି କେ ତ୍ରିପାଠୀ ରବିବାର ଓଡ଼ିଶା ଆସି ତାଳଚେର ସ୍ଥିତ କୋଇଲା ଲୋଡିଂ ପଏଣ୍ଟ ଯାଞ୍ଚ କରିଛନ୍ତି । ପୂର୍ବତଟ ରେଳପଥର ଟ୍ରାଫିକ ସୁବିଧା ଯାଞ୍ଚ ଏବଂ ବାଧାମୁକ୍ତ ରେଳ ଚଳାଚଳ ବିଷୟରେ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ବିଭିନ୍ନ ବିକାଶମୂଳକ…

ଶରଦ କୁମାର ଶ୍ରୀବାସ୍ତବ ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ

ଭୁବନେଶ୍ୱର: ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୮୬ ବ୍ୟାଚର ଇଣ୍ଡିଆନ୍ ରେଲୱେ ସର୍ଭିସ୍ ଅଫ୍ ସିଗନାଲ୍ ଇଞ୍ଜିନିୟର୍ ଅଧିକାରୀ ଶରଦ କୁମାର ଶ୍ରୀବାସ୍ତବ । ଏହା ପୂର୍ବରୁ ସେ କୋଲକାତାର ମେଟ୍ରୋ ରେଲୱେରେ ପ୍ରିନ୍ସିପାଲ୍ ଚିଫ୍ ସିଗ୍ନାଲ୍ ଆଣ୍ଡ…