Latest Odisha News

BREAKING NEWS

Browsing Tag

eknath sinde

‘ମହାରାଷ୍ଟ୍ର ରାଜନୀତି’, ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେଲେ ଭାଙ୍ଗିଯିବ ସରକାର !

ଭୁବନେଶ୍ୱର: ଆଗକୁ ଦେଶର ସାଧାରଣ ନିର୍ବାଚନ ଆସୁଥିବାରୁ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ର ଉପରେ ପ୍ରମୁଖ ଦଳଗୁଡିକର ନଜର ରହିଛି। ପ୍ରଥମେ ଏମଭିଏ ମେଣ୍ଟ ସରକାର ଗଢିଥିବା ବେଳେ ଘଟଣାକ୍ରମେ ସିନ୍ଦେ ବିଜେପି ସରକାର ଏବେ ରାଜ୍ୟରେ ଚାଲିଛି। ମହାରାଷ୍ଟ୍ର ରାଜନୀତି ଏବେ ବହୁ ଉତ୍ଥାନପତନ ମଧ୍ୟରେ…

‘ମହାରାଷ୍ଟ୍ର ରାଜନୀତି’, ସିନ୍ଦେଙ୍କୁ ହଟାଇବାକୁ ବାଟ ଖୋଜୁଛି ବିଜେପି!

ଭୁବନେଶ୍ୱର: ମହାରାଷ୍ଟ୍ରରେ ବଢୁଛି ବିଜେପି ଅଡୁଆ। ଆସନ୍ନ ଲୋକସଭା ନିର୍ବାଚନକୁ ନେଇ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଭିତିରିଆ ଲଢେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଲୋକସଭା ନିର୍ବାଚନ ଆଉ ଅଧିକ ଦିନ ନ ଥିବା ବେଳେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତା ପୂର୍ବରୁ ହୋଇପାରେ।…

‘ମହାରାଷ୍ଟ୍ର ରାଜନୀତି’, ସିନ୍ଦେଙ୍କୁ ଡରାଉଛନ୍ତି ଉଦ୍ଧବ !

ଭୁବନେଶ୍ୱର: ଶିବସେନା ବିବାଦ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାରାଷ୍ଟ୍ର ରାଜନୀତି ଉଗ୍ର ରୁପ ନେବାରେ ଲାଗିଛି। ସିନ୍ଦେ ଗୋଷ୍ଠୀର ୧୬ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବେ ବୋଲି ବିରୋଧୀ ଆଶା ରଖିଥିବା ବେଳେ ଏ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। କିନ୍ତୁ ସୁପ୍ରିମକୋର୍ଟ ଏ…

‘ଏକନାଥ ସିନ୍ଦେ’, ନିଜେ ବୁଡୁଛନ୍ତି ବିଜେପିକୁ ବି ବୁଡେଇବେ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନେଇ ଚର୍ଚ୍ଚା। କର୍ଣ୍ଣାଟକରେ ବିଜେପି ପାଇଁ ପ୍ରଚାର କରିବେ ସିନ୍ଦେ। ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ମହାରାଷ୍ଟ୍ରରେ ବଦଳୁଥିବା ରାଜନୈତିକ ସମିକରଣ ଅନୁଯାୟୀ ସିନ୍ଦେଙ୍କ…

‘ମହାରାଷ୍ଟ୍ର ରାଜନୀତି’, ଘରକୁ ପଳେଇଲେ ସିନ୍ଦେ !

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିକୁ ନେଇ ପ୍ରତିଦିନ ନୂଆ ନୂଆ ଚର୍ଚ୍ଚା ପଦାକୁ ଆସୁଛି। ସିନ୍ଦେ ବିଜେପି ସରକାରର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଥିବା ଆଲୋଚନା ହେଉଛି। ଗୋଟିଏ ପଟେ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବାକୁ ଥିବା…

କେବେ ଭାଙ୍ଗିବ ସିନ୍ଦେ ବିଜେପି ସରକାର?

ଭୁବନେଶ୍ୱର: ଦେଶରେ ଏବେ ମହାରାଷ୍ଟ୍ର ଚର୍ଚ୍ଚା ଅନ୍ୟ ସବୁ ଚର୍ଚ୍ଚାକୁ ବଳିଯାଇଛି। ମହାରାଷ୍ଟ୍ର ରାଜନୀତି କେଉଁ ରୂପ ନେବ ତାକୁ ନେଇ ସାରା ଦେଶର ରାଜନୈତିକ ମହଲରେ ଜୋରଦାର ଆଲୋଚନା ହେଉଛି। ଏନସିପି ନେତା ଅଜିତ ପାୱାରଙ୍କ ମନ୍ତବ୍ୟ ଓ ଏକନାଥ ସିନ୍ଦେ ଗୋଷ୍ଠୀର ପ୍ରତିକ୍ରିୟା ଆଦିକୁ ଦେଖିଲେ…

‘ମହାରାଷ୍ଟ୍ର ରାଜନୀତି’ ସିନ୍ଦେ ଗୋଷ୍ଠୀର ଧମକ !

ଭୁବନେଶ୍ୱର: ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ। ମହାରାଷ୍ଟ୍ର ରାଜନୀତିର ଅନଏକ୍ସପେକଟେଡ଼ ଚେହେରା ବୋଲି କୁହାଯାଉଥିବା ଅଜିତ ପାୱାରଙ୍କୁ ନେଇ ଖପ୍ପା ଏକନାଥ ସିନ୍ଦେ ଗୋଷ୍ଠୀ। ଅଜିତ ପାୱାର ବିଜେପିରେ ମିଶିବା…

‘ମହାରାଷ୍ଟ୍ର ରାଜନୀତି’ ସିନ୍ଦେ ଆଉଟ ପାୱାର ଇନ !

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ନିର୍ବାଚନ ପରେ ବିଜେପି ଶିବସେନା ସରକାର ଗଢିବାର ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ମହା ବିକାଶ ଅଘାଡି ମେଣ୍ଟ ସରକାର ହୋଇଥିଲା। ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ସରକାର ଗଢ଼ିଥିଲେ। ଏହା ପରେ ଶିବସେନାର ଏକନାଥ ସିନ୍ଦେଙ୍କ…