Latest Odisha News
Browsing Tag

eknath sinde

‘ମହାରାଷ୍ଟ୍ର ରାଜନୀତି’, ସ୍ୱାର୍ଥ ପାଇଁ ମିଶିଗଲେ, ଏବେ ପଦ ପାଇଁ ବାଡାବାଡି!

ଭୁବନେଶ୍ୱର: ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ରାଜନୀତି ସରଗରମ ହେଉଛି। ଗୋଟିଏ ପଟେ ସିନ୍ଦେ ବିଜେପି ଅଜିତ ସରକାର ନିଜର ମନ୍ତ୍ରୀମଣ୍ଡଳକୁ ଚୂଡାନ୍ତ ରୂପ ଦେଇପାରୁ ନାହାଁନ୍ତି। ଏପରିକି ବିଭାଗ ବଣ୍ଟନକୁ ନେଇ ମଧ୍ୟ ଅଙ୍କ ଛିଡୁ ନାହିଁ। ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ…

ମହାରାଷ୍ଟ୍ର ରାଜନୀତି, ହାତ ଛାଡ଼ିଦେବେ ସାଥୀ, ଏକା ହୋଇଯିବେ ସିନ୍ଦେ!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୁହୂର୍ତ୍ତରେ କିଛି କିଛି ପରିବର୍ତ୍ତନ ହୋଇଚାଲିଛି। ଆଗକୁ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ବିଭାଗ ବଣ୍ଟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମନ୍ତ୍ରୀମଣ୍ଡଳରେ ଅଜିତ ପାୱାର…

ମହାରାଷ୍ଟ୍ରରେ ବିଜେପିର ପ୍ରେସର ଗେମ, ସିନ୍ଦେ ନିଜେ ଛାଡି ପଳାଇବେ!

ଭୁବନେଶ୍ୱର: ମହାରାଷ୍ଟ୍ରରେ ହରଡ଼ଘଣାରେ ପଡିଛନ୍ତି ଏକନାଥ ସିନ୍ଦେ। ସିନ୍ଦେ ବିଜେପି ସରକାରରେ ଅଜିତ ପାୱାର ଗୋଷ୍ଠୀଙ୍କ ଏଣ୍ଟ୍ରି ପରେ ସିନ୍ଦେ ଗୋଷ୍ଠୀ ବିଧାୟକ ଓ ନେତାମାନଙ୍କ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସେଥିପାଇଁ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…

ଫଡନାଭିଶଙ୍କ ‘ପାୱାର’ ଗେମ, ଫସିଗଲେ ସିନ୍ଦେ!

ଭୁବନେଶ୍ୱର: ମହାରାଷ୍ଟ୍ରରେ ରାଜନୀତି ଦିନକୁ ଦିନ ଗୋଳମାଳିଆ ହେଉଛି। ଏନସିପିର ଦୁଇ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ କରିଛନ୍ତି। ଶରଦ ପାୱାର ନା ଅଜିତ ପାୱାରଙ୍କ ମଧ୍ୟରେ କାହା ସପକ୍ଷରେ ଅଧିକ ବିଧାୟକ ଅଛନ୍ତି ତାକୁ ନେଇ ବଳ କସିଛନ୍ତି ଉଭୟ ନେତା। ସେପଟେ ଅଜିତ ପାୱାର ଗୋଷ୍ଠୀ ସରକାରରେ ସାମିଲ…

ମହାରାଷ୍ଟ୍ରରେ ବିଜେପିକୁ ଘାରିଲା ହାରିବା ଭୟ !

ଭୁବନେଶ୍ୱର: ଦେଶର ପ୍ରମୁଖ ଦଳଗୁଡିକର ନଜରରେ ମହାରାଷ୍ଟ୍ର। ରାଜ୍ୟର ରାଜନୈତିକ ସମୀକରଣ ବଦଳୁଥିବା ବେଳେ ବିଆରଏସ ଭଳି ଅନ୍ୟ କିଛି ପ୍ରମୁଖ ଦଳ ମଧ୍ୟ ମହାରାଷ୍ଟ୍ରରେ ଏଣ୍ଟ୍ରି ମାରିଲେଣି। ସେପଟେ ସିନ୍ଦେ ବିଜେପି ମେଣ୍ଟ ଓ ଏମଭିଏ ମେଣ୍ଟ ମଧ୍ୟରେ ଲଢେ଼ଇ ମଧ୍ୟ ତୀଵ୍ର ହେଉଛି। ଏଭଳି…

ଗଦ୍ଦାର କିଏ, ଉଦ୍ଧବ ନା ସିନ୍ଦେ?

ଭୁବନେଶ୍ୱର: ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ ପରେ ଏବେ ଅନ୍ତଃରାଷ୍ଟ୍ରୀୟ ଗଦ୍ଦାର ଦିବସ ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ରରେ ଶିବସେନାର ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତବର୍ଷ ଆଜିର ଦିନରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ୪୦ ବିଧାୟକ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରିଥିଲେ।…

ଲଢୁଛି ଶିବସେନା, ଦେଖୁଛି ବିଜେପି !

ଭୁବନେଶ୍ୱର: ଚଳଚଞ୍ଚଳ ହେଉଛି ମହାରାଷ୍ଟ୍ର ରାଜନୀତି। ଗୋଟିଏ ପଟେ ଶିବସେନାର ପ୍ରତିଷ୍ଠା ଦିବସକୁ ଉଦ୍ଧବ ଗୋଷ୍ଠି ଓ ସିନ୍ଦେ ଗୋଷ୍ଠି ଅଲଗା ଅଲଗା ପାଳନ କରିଛନ୍ତି। ଉଭୟ ଗୋଷ୍ଠି ଏହି ଅବସରରେ ନିଜର ପାୱାର ସୋ କରିଛନ୍ତି। କିନ୍ତୁ ସେପଟେ ଜଣଙ୍କ ପରେ ଜଣେ ନେତା ଉଦ୍ଧବଙ୍କ ହାତ ଛାଡିବାରେ…

୧୯ ରେ ଲଢ଼ିବେ ସିନ୍ଦେ, ଉଦ୍ଧବ

ଭୁବନେଶ୍ୱର: ଚଳିତ ମାସ ୧୯ ତାରିଖରେ ମହାରାଷ୍ଟ୍ରରେ ମହଲଢ଼େଇ ଦେଖିବାକୁ ମିଳିବ। ୧୯ ତାରିଖରେ ଶିବସେନାର ପ୍ରତିଷ୍ଠା ଦିବସ ହୋଇଥିବାରୁ ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛନ୍ତି। ପୂର୍ବ ବର୍ଷ ଦୁଇ ଗୋଷ୍ଠୀ ଅଲଗା ଅଲଗା ଦଶହରା ରାଲି କରି ମୁହାଁମୁହିଁ…

‘ମହାରାଷ୍ଟ୍ର’, ଗାଦିରେ ବସିଲେ, ଲାତ ମାରିଲେ !

ଭୁବନେଶ୍ୱର: ଚର୍ଚ୍ଚାରେ ମହାରାଷ୍ଟ୍ରର ସର୍ଭେ ରାଜନୀତି। ସିନ୍ଦେ ଗୋଷ୍ଠି ଶିବସେନା ପକ୍ଷରୁ ମହାରାଷ୍ଟ୍ରର ଏକ ସର୍ଭେ ସମ୍ପର୍କିତ ବିଜ୍ଞାପନକୁ ନେଇ ଦେଶର ରାଜନୀତି ଚଳଚଞ୍ଚଳ ହୋଇଛି। ଏହି ସର୍ଭେ ଅନୁଯାୟୀ ମହାରାଷ୍ଟ୍ର ଜନତା ଏକନାଥ ସିନ୍ଦେଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ…

ମହାରାଷ୍ଟ୍ରରେ ସ୍ଥିତି ଟଳମଳ, ସେପଟେ ଦେଶର ସଂଗଠନ ସଜାଡୁଛନ୍ତି ସିନ୍ଦେ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଆସନ, ଦଳୀୟ ଚିହ୍ନ ଓ ମୂଳ ଶିବସେନାକୁ ନିଜ ଆଡକୁ ଆଣିବାକୁ ସମର୍ଥ ହୋଇଥିବା ଏକନାଥ ସିନ୍ଦେ ଏବେ ଦେଶବ୍ୟାପୀ ଦଳକୁ ସୁଦୃଢ଼ କରିବାକୁ ଲାଗି ପଡିଛନ୍ତି। ଦେଶର ୧୫ ଟି ରାଜ୍ୟର ଦଳୀୟ କାର୍ଯ୍ୟକାର୍ତ୍ତାଙ୍କ ସହ କାଶ୍ମୀରର ଶ୍ରୀନଗରରେ ବୈଠକ କରିଛନ୍ତି ସିନ୍ଦେ।…