[ଭିଡିଓ] ହାଇଦରର ଖେଳ ଖତମ୍ କଲା ଓଡିଶା ପୋଲିସ
ବାଲେଶ୍ୱର: ଆଜି ଓଡିଶାର ସମସ୍ତ ଗଣମାଧ୍ୟମରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟର ଖବର ଖୁବ ଚର୍ଚ୍ଚା ସାଉଣ୍ଟିଛି । ପୋଲିସ ରିପୋର୍ଟ ମୁତାବକ ସୁରକ୍ଷାକର୍ମୀଙ୍କୁ ଚକ୍ମା ଦେଇ ହାଇଦର ଖସିଯିବାକୁ ଚେଷ୍ଟା କରିଥିଲା । ସେହି ସମୟରେ ପୋଲିସ ହାଇଦରକୁ ଏନକାଉଣ୍ଟର କରିଥିଲା ।