Latest Odisha News

BREAKING NEWS

Browsing Tag

Festival

ରାଜଧାନୀରେ ଅନୁଷ୍ଠିତ ହେଲା ଢେଙ୍କାନାଳ ଉତ୍ସବ

ଭୁବନେଶ୍ୱର : ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଆନୁକୂଲ୍ୟରେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଢେଙ୍କାନାଳ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ସାଂସ୍କୃତିକ ଐତିହ୍ୟକୁ ଜିଲ୍ଲା  ତଥା ରାଜ୍ୟରେ…

ଆରମ୍ଭ ହେଲା ଅନୁଗୋଳ ମହୋତ୍ସବ, ବେନି ଦୟାଲଙ୍କ ଗୀତରେ ଝୁମିଲେ ଦର୍ଶକ

ଅନୁଗୋଳ: ଗତକାଲିଠୁ ଆରମ୍ଭ ହୋଇଛି ଅନୁଗୋଳ ମହୋତ୍ସବ । ପ୍ରଥମ ସନ୍ଧ୍ୟାରେ ମହୋତ୍ସବର ମଜାନେବା ସହ ଭରପୁର ଝୁମିଛନ୍ତି ହଜାର ହଜାର ଦର୍ଶକ । ଅନୁଗୋଳ ଷ୍ଟାଡିୟମ୍‌ରେ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରସିଦ୍ଧ ପପ୍ ଗାୟକ ବେନି ଦୟାଲଙ୍କ ସହ ଅନୁଗୁଳିଆ ବଣ୍ଟିଙ୍କ କମାଲ ଦେଖିବାକୁ ମିଳିଥିଲେ ।…

ନୀଳାଦ୍ରି ବେଳା ଭୂମି ପାର୍କରେ ହେବ ଡ୍ୟାନ୍ସ ହିପ ହପ ଫେଷ୍ଟିଭାଲ

ପୁରୀ : ନୀଳାଦ୍ରି ବେଳା ଭୂମି ପାର୍କରେ ହେବାକୁ ଯାଉଛି ଡ୍ୟାନ୍ସ ହିପ ହପ ଫେଷ୍ଟିଭାଲ l ଏହି କାର୍ଯ୍ୟକ୍ରମକୁ ନେଇ ପ୍ରତିଯୋଗୀ ମାନଙ୍କ ମନରେ ବଢ଼ୁଛି ଉତ୍ସାହ । ଆସନ୍ତା ୨୬ ଓ ୨୭ ତାରିଖରେ ଡ୍ୟାନ୍ସ ହିପ ହପ ଫେଷ୍ଟିଭାଲ କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମରେ ଭାରତ ସମେତ ନେପାଳ ଏବଂ…

ଆଜିଠୁ ଆରମ୍ଭ ମାଣବସା ଗୁରୁବାର, ପୂଜା ପାଉଛନ୍ତି ମା’ ଲକ୍ଷ୍ମୀ

ଭୁବନେଶ୍ବର : ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ପାଳନ କରାଯାଉଛି ମାର୍ଗଶିର ମାସ ଗୁରୁବାର । ଗୁରୁବାର ହେଉଛି ମା ଲକ୍ଷ୍ମୀଙ୍କ ପ୍ରିୟ ବାର । ଓଡ଼ିଆ ପରମ୍ପରା ଅନୁଯାୟୀ ଏହି ମାସର ଏକ ବିଶେଷ ମହତ୍ତ୍ବ ରହିଛି । ଏହି ମାସର ପ୍ରତ୍ୟେକ ଗୁରୁବାରରେ ଘରେ ଘରେ ମା ଲକ୍ଷ୍ମୀଙ୍କର ପବିତ୍ର ମାଣବସା ଓଷା…

ପରମ୍ପରା ଓ ବିରତ୍ଵ ର ନିଆରା ପର୍ବ “ଲାଖମରା “

ରାୟଗଡ଼ା : ରାଜ ରାଜୁଡ଼ା ଶାସନ ଚାଲିଗଲାଣି କିନ୍ତୁ ଏବେ ମଧ୍ୟ କିଛି ଅଞ୍ଚଳରେ ସେହି ସମୟର ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ସେଠିକା ଅଧିବାସୀ ।  ସେହି ସମୟର କିଛି ପାରମ୍ପରିକ କ୍ରୀଡା, ନୃତ୍ୟ ଏବେ ମଧ୍ୟ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଦଶହରା ବାସୀ ଦିନ ପାଳନ କରାଯାଏ "ଲାଖମରା " ପର୍ବ…

ଆସୁଛି ଦଶହରା, ଝଲସୁଛି ଗାଁଠୁ ସହର

କାମାକ୍ଷାନଗର: ଓଡ଼ିଶାର ଗଣପର୍ବ ଦଶହରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠାରୁ ସହର । ମାଆଙ୍କ ଧରାବତରଣ ପରେ ଜନାରଣ୍ୟ ପାଲଟିଛି କାମାକ୍ଷାନଗର । ଢେଙ୍କାନାଳର ଗଣପର୍ବ ଭିତରେ କାମାକ୍ଷାନଗରର ଦଶହରା ପର୍ବ ସମଗ୍ର ଜିଲ୍ଲାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ରଙ୍ଗାରଙ୍ଗ ଆଲୋକ…

ଦଶହରା ସମୟରେ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ପୂଜା ଛୁଟି ସମୟରେ ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି  । ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ତିରୁପତି ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି  । ଯାହା  ତିରୁପତି ପରିଦର୍ଶନ…

ପାର୍ବଣ ବେଳେ ବଟି ମାଗିଲେ ବନ୍ଧିବ ପୁଲିସ

ଭୁବନେଶ୍ୱର : ପାର୍ବଣ ବେଳେ ବଟି ମାଗିଲେ ବନ୍ଧା ହେବେ  । ବଟି ଆଦାୟକାରୀଙ୍କୁ ସାବଧାନ କରାଇ ଦେଇଛି ଓଡିଶା ପୁଲିସ । ଗଣେଶ ପୂଜା ଠାରୁ ଆରମ୍ଭ ହୋଇଯାଇଥାଏ ପାର୍ବଣ ଋତୁ । ସାରା ରାଜ୍ୟ ପାର୍ବଣ ପାଇଁ ଉତ୍ସବ ମୁଖର ହେଉଥିବା ବେଳେ ସେହି ସମୟରେ କିଛି ବ୍ୟକ୍ତି ବ୍ୟବସାୟୀ ଏବଂ ସାଧାରଣ…

ପାର୍ବଣ ପାଇଁ ଚାଲିବ ୨୬ଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ପାର୍ବଣ ପାଇଁ ରେଳଯାତ୍ରୀଙ୍କୁ ଭେଟି । ଚାଲିବ ୨୬ଟି ସ୍ୱତନ୍ତ୍ର ଟ୍ରେନ୍ । ପାର୍ବଣକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ସେଥିମଧ୍ୟରୁ ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେସନ୍‌ରୁ କେତେକ ଟ୍ରେନ୍‌…

ପବିତ୍ର ବନ୍ଧନ ରାକ୍ଷୀ ବନ୍ଧନ

ଓଡିଶା ହେଉଛି ଏକ କୃଷିଭିତ୍ତିକ ରାଜ୍ୟ । ଯାହା ବି କିଛି ସଂସ୍କୃତି ଓ ପରମ୍ପରା ପାଳିତ ହୁଏ ତାହାର ସମ୍ପର୍କ କେବଳ କୃଷିସହିତ ରହିଛି ଧାନ ବୁଣାଠାରୁ ଆରମ୍ଭ କରି ଫସଲ ଅମଳ,ନୂଆ ଅନ୍ନ ଖାଇବା ପର୍ଯ୍ୟନ୍ତ ବିଭିନ୍ନ ଅବସ୍ଥାରେ କୃଷିଭିତ୍ତିକ ପର୍ବଗୁଡିକ ଜନସାଧାରଣଙ୍କ ଦ୍ଵାରା ଅତ୍ୟନ୍ତ ଉତ୍ସାହର…