Latest Odisha News

BREAKING NEWS

Browsing Tag

Flight

ଗୋ-ଏୟାର ପକ୍ଷରୁ ଭୁବନେଶ୍ୱର-ଚେନ୍ନାଇ ସିଧାସଳଖ ବିମାନ ଉଡାଣ

ଭୁବନେଶ୍ୱର: ଭୁବନେଶ୍ୱରରୁ ଚେନ୍ନାଇକୁ ନଭେମ୍ବର ୧୭ତାରିଖରୁ ସିଧାସଳଖ ବିମାନ ଉଡାଣ ସେବା ଆରମ୍ଭ ନେଇ ଗୋ-ଏୟାର ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ବିମାନ ଚେନ୍ନାଇ ବିମାନ ବନ୍ଦରରୁ ଦିନ ୧୧ଟା ୦୫ମି.ରୁ ବାହାରି ୧୨ଟା ୫୦ମି. ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ଏଥିସହିତ…

ଚୋର ଚମ୍ପଟ୍ ମାରିଥିଲା ଟ୍ରେନ୍‌ରେ, ପୋଲିସ ଧରିଲା ଫ୍ଲାଇଟ୍‌ରେ !

କର୍ଣ୍ଣାଟକ: ନାଟକୀୟ ଢଙ୍ଗରେ ପୋଲିସ ହାତରେ ଧରାପଡିଲା ଚୋର । ଚୋରି ହୋଇଥିଲା ସୁନା ଓ ହୀରା ଗହଣାଗାଣ୍ଠି । ଏକ ଲକରରେ ଗହଣା ଥିବାବେଳେ ଚୋର ଟ୍ରେନରେ ଖସିଯିବାକୁ ଚେଷ୍ଟା କରିଥିଲା । ହେଲେ ପୋଲିସ ଟ୍ରେନ୍‌ରେ ନୁହେଁ ବରଂ ଫ୍ଲାଇଟ୍‌ରେ ପିଛା କରି ଶେଷରେ ଚୋରକୁ ଗିରଫ କରିବାରେ ସଫଳ ହୋଇଛି ।…

ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡାଣ ସାମୟିକ ବନ୍ଦ କରିବ ଏୟାର ଏସିଆ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବ୍ୟାଙ୍କକକୁ ଫ୍ଲାଇଟ୍ ଉଡାଣ ସାମୟିକ ବନ୍ଦ କରିବ ଏୟାର ଏସିଆ । ଏନେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଅଧିକାରୀଙ୍କୁ ଏୟାର ଏସିଆ କର୍ତ୍ତୃପକ୍ଷ ବିଧିବଦ୍ଧ ଚିଠି କରିଛନ୍ତି । ତେବେ କେବେଠୁ…

ଭୁବନେଶ୍ୱରରେ ସ୍ପାଇସଜେଟ୍ ଫ୍ଲାଇଟର ଜରୁରୀ ଅବତରଣ, ଯାତ୍ରୀ ମୃତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରବିବାର ଏକ ସ୍ପାଇସଜେଟ୍ ବିମାନକୁ ଜରୁରୀ ଅବତରଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କୋଲକାତାର ଏହି ବିମାନରେ ଯାତ୍ରା କରୁଥିବା ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥା ହଠାତ୍ ବିଗିଡି ଯିବାରୁ…

ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରବିବାର ସକାଳେ ଏକ ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦରୁ ଗୌହାଟୀ ଅଭିମୁଖେ ଯାଉଥିବା ଏହି ଇଣ୍ଡିଗୋ ବିମାନ (୬ର୪୬୨)ରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି…